ଘରେ ରହି ଏମିତି କରନ୍ତୁ କରୋନା ର ଚିକିତ୍ସା, ବହୁତ ଜଲ୍ଦି ଏମିତି ଠିକ ହେଉଛନ୍ତି ଲୋକ- Health Tips

କରୋନା ମହାମାରୀର କୋପ ଦିନକୁ ଦିନ ତୀବ୍ର ଗତିରେ ବଢିବାରେ ଲାଗିଛି । ସରକାର ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟରେ ଲକଡାଉନ ଜାରି କରିଛନ୍ତି ।

ବନ୍ଧୁଗଣ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଏକ ଭୟଙ୍କର ରୂପ ନେଇ ଆସିଛି । ଏହି ଭାଇରସଟି ଅଧିକ ଶକ୍ତିଶାଳୀ ହେବା ସହିତ ତୀବ୍ର ଗତିରେ ଜଣ ସାଧାରଣଙ୍କ ମଧ୍ୟରେ ସଂକ୍ରମିତ ହେଉଛି ।

ବନ୍ଧୁଗଣ ଏହି କରୋନା ମହାମାରୀ କାଳରେ ଏକ ବଡ ଖୁସିର ଖବର ସାମ୍ନାକୁ ଆସିଛି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ଜିଙ୍କ ଓ ଗରମ ପାଣି ଦ୍ଵାରା ୭ଟି କରୋନା ରୋଗୀ ସୁସ୍ଥ ହୋଇଯାଇଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଖବର ବିଷୟାରେ ପୂର୍ଣ୍ଣ ବିବରଣୀ ଦେବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଦେଶରେ କରୋନା ଟୀକାକୁ ବିକଶିତ କରିବା ପାଇଆନ ବୈଜ୍ଞାନିକ ମାନେ ବହୁତ ଚେଷ୍ଟା କରୁଛନ୍ତି । ଏହା ମଧ୍ୟରେ ଏକ ଖୁସିର ଖବର ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟସ ଅନୁସାରେ ମ୍ୟାଙ୍ଗାଲୋରର ଏଜେ ମେଡିକାଲ କଲେଜର ପ୍ରଫେସର ଡାକ୍ତର ଦେବେନ୍ଦ୍ର କେବଳ ଗରମ ପାଣି ଓ ଜିଙ୍କ ଦ୍ଵାରା ୭ଟି କରୋନା ରୋଗୀକୁ ସୁସ୍ଥ କରାଇଛନ୍ତି ।

ବନ୍ଧୁଗଣ ଏହି ଚିକିତ୍ସାର ଚର୍ଚା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ହେଉଛି । ହେଲେ ଅନେକ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଛି ଯେ, କିପରି ଜିଙ୍କ ଓ ଗରମ ପାଣି କରୋନା ମହାମାରୀକୁ ଦୂର କରିପାରୁଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବିଶେଷଜ୍ଞ ମାନଙ୍କ ମତରେ ଜିଙ୍କ ଆମ ଶରୀରରେ ଥିବା କୋଷ ଗୁଡିକୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ ।

ଆଇରନ ଓ ପ୍ରୋଟିନ ପରି ଜିଙ୍କ ମଧ୍ୟ ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଜିଙ୍କର ଅଭାବ ହେତୁ ଶରୀରରେ ଥିବା ରୋଗ ପ୍ରତିଷେଧକ ଶକ୍ତି ପ୍ରଭାବିତ ହୋଇଥାଏ । ଯାହାଫଳରେ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି କମ ହୋଇଯାଇଥାଏ ।

ବନ୍ଧୁଗଣ ଏହି କରୋନା ମହାମାରୀ ସାଧାରଣତଃ କମ ରୋଗ ପ୍ରତିଷେଧକ ଶକ୍ତି ଥିବା ବ୍ୟକ୍ତି ମାନଙ୍କୁ ବହୁତ ଶୀଘ୍ର ଆକ୍ରାନ୍ତ କରୁଛି । ଡାକ୍ତର ଦେବେନ୍ଦ୍ରଙ୍କ ମତରେ ଯଦି କୌଣସି ଲୋକକୁ କରୋନା ଆକ୍ରାନ୍ତ କରିଛି ତା ହେଲେ ସେହି ବ୍ୟକ୍ତିକୁ ଉଷୁମ ପାଣି ସହ ଜିଙ୍କର ସେବନ କରିବା ଉଚିତ । ଆପଣ ମାନେ ବାଦାମ, କ୍ଷୀର, ସପୁରି ଓ ଦହି ଆଦିର ସେବନ କରିପାରିବେ । ଏଥିରେ ପ୍ରଚୁର ମାତ୍ରାରେ ଜିଙ୍କ ରହିଥାଏ ଯାହା ଆମ ଶରୀର ମଧ୍ୟରେ ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବାରେ ସହାୟକ ହୋଇଥାଏ ।


ବନ୍ଧୁଗଣ ଡାକ୍ତର ଦେବେନ୍ଦ୍ରଙ୍କ ମତରେ ଆପଣ ମାନେ ଚାହିଁଲେ ଜିଙ୍କର ଟ୍ୟାବଲେଟ ମଧ୍ୟ ସେବନ କରିପାରିବେ । ଆପଣ ମାନଙ୍କୁ ପ୍ରତ୍ୟାକ ଦିନ ୪୦mg ଜିଙ୍କର ସେବନ କରିବା ନିହାତି ଆବଶ୍ୟକ । ତେଣୁ ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ଉଷୁମ ପାଣି ସହ ଏହି ସବୁ ଖାଦ୍ୟର ସେବନ ନିହାତି କରନ୍ତୁ । ଏହାଦ୍ବାରା ଆପଣ କରୋନା ମହାମାରୀ ସଂକ୍ରମଣ ଠାରୁ ବଞ୍ଚିକି ରହିବେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *