ବିଲେଇକୁ ମାରି ଘରେ ଲୁଚି ବସିଥିଲା ଭୟଙ୍କର ରାଗି ନାଗସାପ (Angry Cobra), ରାଗରେ ନିଜକୁ ହିଁ କାମୁଡିଦେଲା, ତା’ପରେ ଯାହା ହେଲା ନା…ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ମିର୍ଜା ଆରିଫଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ମିର୍ଜା ହେଉଛନ୍ତି ଆମ ଓଡିଶାର ଜଣେ ପ୍ରକ୍ଷାତ ସାପ ଧରାଳି । ଯଦି କୌଣସି ସ୍ଥାନରେ ସାପ ବାହାରେ ତା ହେଲେ ଲୋକମାନେ ତାଙ୍କ ସହ ଯୋଗାଯୋଗ କରିଥାନ୍ତି ଓ ମିର୍ଜା ସେହି ସ୍ଥାନରେ ତୁରନ୍ତ ପହଞ୍ଚି ସାପକୁ ଉଧାର କରନ୍ତି । ସାପଟିକୁ ଉଧାର କରିବା ପରେ ମିର୍ଜା ସେହି ସାପକୁ ଜଙ୍ଗଲରେ ଛାଡନ୍ତି । ମିର୍ଜା ତାଙ୍କ ୟୁଟ୍ୟୁବ ଚ୍ଯାନେଲରେ ଏକ ନୂଆ ଭିଡିଓ ଅପଲୋଡ କରିଛନ୍ତି ।

https://www.youtube.com/watch?v=8ulFXDM1zPU

ବନ୍ଧୁଗଣ ଏହି ଭିଡିଓରେ ମିର୍ଜା ଏକ କ୍ରୋଧୀ ନାଗକୁ ଧରୁଛନ୍ତି । ଗାଁ ଲୋକଙ୍କ ମତରେ, ନାଗଟି ଏକ ବିଲେଇକୁ ଚୋଟ ମାରି ଥିଲା ଯାହାଫଳରେ ବିଲେଇଟି ମରିଯାଇଥିଲା । ବିଲେଇକୁ ମାରିବା ପରେ ନାଗଟି ରାଗିଜାଇ ଏକ ଘର ଭିତରେ ପଶି ରହିଥିଲା ଏହା ପରେ ଲୋକମାନେ ସାପର ସୂଚନା ମିର୍ଜା ଆରିଫଙ୍କୁ ଦେଇଥିଲେ । ମିର୍ଜା ଆରିଫ ଏହି ସାପଟିକୁ ଉଧାର କରି ଆଣିବା ପରେ ତାର ଗର୍ଜନ ସାମ୍ନାକୁ ଆସିଥିଲା ।

ସାପଟି ବହୁତ କ୍ରୋଧରେ ଥିଲା ଓ ଗର୍ଜନ କରୁଥିଲା । ମିର୍ଜା ଉଧାର କରିବା ସମୟରେ ମଧ୍ୟ ସାପଟି ଅନେକ ଥର ମିର୍ଜାଙ୍କୁ ଚୋଟ ମାରିବାକୁ ଚେଷ୍ଟା କରିଛି । ହେଲେ ମିର୍ଜା ଅତି ସୁରକ୍ଷିତର ସହ ସାପଟିକୁ ଉଧାର କରି ନେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *