Tapaswini-Sumit ବିବାହ ବିବାଦ ! ଶ୍ଵଶୁର ଦେଇଥିବା ଘରର ସ୍ଥିତି ବୁଲି ଦେଖିବା ପରେ Tapaswini ଯାହା ସବୁ କହିଲେ ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଦୀର୍ଘ ଦୁଇ ମାସ ଧରି ଧାରଣାରେ ବସିବା ପରେ ତପସ୍ଵିନୀଙ୍କୁ ନ୍ୟାୟ ମିଳିଛି । ହେଲେ ତପସ୍ଵିନୀ ଶଶୁରଙ୍କ ପାଇଁ ଖୁସି ନାହାନ୍ତି । କାରଣ ତପସ୍ଵିନୀଙ୍କର ଗୋଟିଏ ଜିଦି ଯେ ସେ ତାଙ୍କ ସ୍ଵାମୀ ସୁମିତଙ୍କ ସହ ବେଡରୁମରେ ରହିବେ ହେଲେ ଡିମ୍ପଲଙ୍କ ଶଶୁର କହୁଛନ୍ତି ଉପର ରୁମରେ ରହିବା ପାଇଁ । ବନ୍ଧୁଗଣ ଉପର ଘରଟି ହଷ୍ଟେଲ ବୋଲି ଡିମ୍ପଲ କହୁଛନ୍ତି ଓ ବର୍ତ୍ତମାନ ସେହି ଘରଟି ଅସଜଡା ହୋଇ ରହିଛି ।

ସେହି ଉପର ଘରେ ଗୋଟେ ମଣିଷ ରହିବା ପାଇଁ ଉପଯୋଗୀ ନାହିଁ । ତପସ୍ଵିନୀ ନିଜ ଓକିଲଙ୍କ ସହ ଆଲୋଚନା କରିଛନ୍ତି ଓ ଯିଏ ପ୍ରୋଟେକ୍ସନ ଅଫିସର ସେ ମଧ୍ୟ କହିଛନ୍ତି ସେ ଘର ମଣିଷ ରହିବା ପାଇଁ ଉପଯୋଗୀ ନୁହେଁ । ତେବେ ଗତ କାଲି ତପସ୍ଵିନୀ କୋର୍ଟର ଦ୍ଵାରସ୍ତ ହେବେ ବୋଲି କହିଥିଲେ । ଏହା ପରେ ତପସ୍ଵିନୀଙ୍କ ଶଶୁର ପ୍ରମୋଦ ସାହୁ ସେହି ଉପର ଅସଜଡା ଘରଟିକୁ ସଫା କରାଇ ଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଘର ସଫା ହେବା ସମୟରେ ମଧ୍ୟ ପ୍ରମୋଦ ସାହୁ ସେହି ସ୍ଥାନରେ ଉପସ୍ଥିତ ଥିଲେ । କୋର୍ଟ ରାୟ ଦେବା ପରେ ମଧ୍ୟ ଦୁଇ ଦିନ ତପସ୍ଵିନୀ ଘର ବାହାରେ ରହିଲେ ହେଲେ ଆଜି ସକାଳେ ତପସ୍ଵିନୀ ଘର ଭିତରକୁ ଯାଇ ଘର ଦେଖିଥିଲେ ଓ ଘରେ ଥିବା କିଛି ତ୍ରୁଟି ବିଷୟରେ କହିଥିଲେ । ତେବେ ବର୍ତ୍ତମାନ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ଉପର ଘର ବିଷୟରେ କିଛି ପ୍ରତିକ୍ରିୟା ଦେଇଛନ୍ତି  ।

ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ତପସ୍ଵିନୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଗତ କାଲି ଆଡିସନାଲ ଏସିପି,ଏସଡିପିଓ, ତହସିଲ ଅଫିସର ଓ ପ୍ରୋଟେକ୍ସନ ଅଫିସର ଆସିଥିଲେ । ଉପର ଭଲ ସେ ସଜଡା ହୋଇ ନଥିଲା ଦେଖିଲେ ସେମାନେ ପୁରା ଗନ୍ଧିଆ ହୋଇ ଥିଲା ଓ କେଉଁ ତିରେ ଟ୍ୟାପ ଚାଲୁ ନାହିଁ ।

ଆଗକୁ ତପସ୍ଵିନୀ କହିଛନ୍ତି-‘ସେ ସବୁ ମରାମତି କରିବା ପାଇଁ ସେମାନେ କହିଛନ୍ତି । ଯାହା ବି ସବୁ ଅସୁବିଧା ରହିଛି ସେ ସବୁ ମୁ ପ୍ରୋଟେକ୍ସନ ଅଫିସରଙ୍କୁ ଜଣାଇଛି’ । ବନ୍ଧୁଗଣ ତପସ୍ଵିନୀ ଆଜି ଘରକୁ ଯିବେ ବୋଲି ଆଶା ରହିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *