ଦେଖନ୍ତୁ Shocking ଭାଇରାଲ Video: କ୍ୟାମେରାରେ କଏଦ ହେଲା ସବୁଠୁ ବିରଳ ଦୃଶ୍ୟ, ଘରକୁ ଚାଲି ଚାଲି ଆସିଲା ଏକ ଜିଅନ୍ତା ଶଙ୍ଖ, ଭିଡିଓ ଦେଖିଲେ ଆପଣ ବି ଚମକି ପଡିବେ  

ବନ୍ଧୁଗଣ ସାଧାରଣତଃ ହିନ୍ଦୁ ଧର୍ମରେ ପୂଜା ପାଠ ଆଦିରେ ଶଙ୍ଖର ବହୁତ ମହତ୍ଵ ରହିଛି । ଦେବାଦେବୀ ମାନଙ୍କୁ ପୂଜା କରିବା ସମୟରେ ଲୋକମାନେ ଶଙ୍ଖ ବଜାଇ ଥାନ୍ତି । ଶଙ୍ଖ ହେଉଛି ଏକ ଜଳଚର ଜୀବ ଏହା ସାଧାରଣ ସମୁଦ୍ର କୁଳ ଅଞ୍ଚଳରେ ଦେଖିବାକୁ ମିଳିଥାଏ ।

ହେଲେ ଗତ କିଛି ସମୟ ହେବ ଶଙ୍ଖ ସହ ଜଡିତ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସିଛି । ଏହି ଖବରଟି ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ଓ ଆପଣ ମାନେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ସମ୍ବନ୍ଧରେ ରଖିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ରାଜଧାନୀ ଭୁବନେଶ୍ଵରର ଲିଙ୍ଗିପୁରୁ ଅଞ୍ଚଳରେ ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ବନ୍ଧୁଗଣ ଏହି ଅଞ୍ଚଳର ଏକ ମହିଳା ତଥା ପ୍ରଭାସିନୀ ଦେବୀ ସନ୍ଧ୍ୟା ସମୟର ଆଳତି ଦେବା ପରେ ଘର ବାହାରକୁ ଯାଇଥିଲେ । ସେହି ସ୍ଥାନରେ ଏକ ଜିଅନ୍ତା ଶଙ୍ଖକୁ ସେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ଏହା ପରେ ପ୍ରଭାସିନୀ ଦେବୀ ନିଜ ଘର ଲୋକଙ୍କୁ ଡାକି ସେହି ଜିଅନ୍ତା ଶଙ୍ଖକୁ ଦେଖାଇ ଥିଲେ । ବନ୍ଧୁଗଣ ଯେଉଁ ସ୍ଥାନରୁ ଶଙ୍ଖ ବାହାରିଲା ତାହା ଏକ ସମୁଦ୍ର କୁଳ ଅଞ୍ଚଳ ନୁହେଁ ଏହା ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରଭାସିନୀଙ୍କ ଘର ଆଡକୁ ଚାଲି ଚାଲି ଆସୁଥିଲା ସେହି ଶଙ୍ଖ । ଶଙ୍ଖ ମଙ୍ଗଳ ବାଦ୍ୟ ରୂପେ ଘରେ ରହିଥାଏ ।

ସେହି ଜିଅନ୍ତା ଶଙ୍ଖକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ପ୍ରଭାସିନୀ ସେହି ଜିଅନ୍ତା ଶଙ୍ଖକୁ ନେଇ ଠାକୁରଙ୍କ ପାଖରେ ରଖିଲେ ଓ ହଳଦୀ ସିନ୍ଦୁର ଦେଇ ସେହି ଶଙ୍ଖଟିକୁ ପୂଜା ମଧ୍ୟ କରିଲେ । ଶଙ୍ଖଟି ଘରକୁ ଗୁରୁବାର ଦିନ ଆସିଥିବାରୁ ଅତ୍ୟନ୍ତ ଶୁଭ ବାର ଦେଖି ମନ୍ତ୍ରପାଠ କରିଥିଲେ ପ୍ରଭାସିନୀ ।

ହେଲେ ସେହି ସମୟରେ ତାଙ୍କ ମନରେ ଏକ ଧାରଣା ଆସିଲା ଯେ, ଶଙ୍ଖ ଖାଇବ କଣ । କାରଣ ଶଙ୍ଖ କଣ ଖାଏ ତାହା ବିଷୟରେ ସେମାନେ ଜାଣି ନଥିଲେ । ଏହା ବିଷୟରେ ପ୍ରଭାସିନୀ କିଛି ଲୋକଙ୍କୁ ପଚାରିଥିଲେ ହେଲେ କାହାର ଉତ୍ତର ତାଙ୍କୁ ସନ୍ତୁଷ୍ଟ କରି ନଥିଲା । ଶେଷରେ ପ୍ରଭାସିନୀ ଶଙ୍ଖଟିକୁ ନେଇ ପୁରୀ ମନ୍ଦିର ଯାଇଥିଲେ ଓ ପୁରୀ ସମୁଦ୍ରରେ ଛାଡି ଥିଲେ ।

ଏହା ପରେ ସେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରରେ ଦୁଇ ବାହା ଟେକି ମୁଣ୍ଡିଆ ମାରିଥିଲେ । ସୋସିଆଲ ମିଡିଆରେ ଏହି ଖବରଟି ବହୁତ ଭାଇରାଲ ହେଉଛି ଓ ଲୋକ ମାନେ ଏହି ଖବର ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ,  ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *