Vastu Tips- ଘର ପାଇଁ ବହୁତ ହିଁ ଶୁଭ ହୋଇଥାଏ ଏହି ଗଛ, ଘରେ ଲଗାଇବା ଦ୍ଵାରା ଦରିଦ୍ରତା କି କାଳ ଘର ର ପାଖ ମଧ୍ୟ ମାଡି ନଥାଏ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଜୀବନ ରେ ସୁଖ ଶାନ୍ତି ରେ ରହିବାକୁ ହେଲେ ସଫଳ ବ୍ୟକ୍ତି ହେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ପ୍ରାୟ ସମସ୍ତ ଲୋକ ସଫଳ ବ୍ୟକ୍ତି ହେବ ପାଇଁ ଚେଷ୍ଟା କରିଥାନ୍ତି କିନ୍ତୁ ସେ ତାହା ହୋଇ ପାରି ନ ଥାନ୍ତି।ରହ ଜରୁରୀ ମଧ୍ୟ ନୁହେଁ ଯେ ସମସ୍ତ ବ୍ୟକ୍ତି ସଫଳ ହେବେ।କିନ୍ତୁ ଜୀବନରେ ଶାନ୍ତି ରେ ରହିବା ପାଇଁ ସଫଳ ବ୍ୟକ୍ତି ହେବାକୁ ପଡିଥାଏ।କିନ୍ତୁ ବନ୍ଧୁଗଣ ବେଳେ ବେଳେ ଆପଣ ଲକ୍ଷ୍ୟ କରିଥିବେ କି ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ କୌଣସି କାର୍ଯ୍ୟ ରେ ସଫଳ ହୋଇ ପାରି ନ ଥାନ୍ତି।କିନ୍ତୁ କେବେ ଏହା ଭାବିଛନ୍ତି କି ଏହା କଣ ପାଇଁ ହେଉଛି।

ତେବେ ବନ୍ଧୁଗଣ ଜାଣିରଖନ୍ତୁ ଆପଣଙ୍କ ଘରେ ଥିବା ବାସ୍ତୁ ଦୋଷ କାରଣ ରୁ ଏପରି ହେଉଛି।ତେବେ ଏହି ବାସ୍ତୁ ଦୋଷ ରୁ ମୁକ୍ତି ପାଇବା ପାଇଁ ଆପଣ କଣ କରିବେ ତାହା ଆଜି ଆମେ ଆପଣଂକୁ କହିବାକୁ ଯାଉଛୁ।ଏହା ଆପଣଙ୍କ ର ସମସ୍ତ ସମସ୍ୟା ଦୂର କରିଦେବ।ଯେତେ ଦୁଃଖ କଷ୍ଟ କିମ୍ବା ବାସ୍ତୁ ଦୋଷ ଥିବ ଏହା ଦ୍ବାରା ସବୁ ଶେଷ ହୋଇଯିବ।ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ବିଷୟରେ ଆହୁରି ଅନେକ କିଛି କଥା।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏପରି ଏକ ଗଛ ଅଛି ଯାହାକୁ ସ୍ୱୟଂ ଭଗବାନ ଶିବ ଶଙ୍କର ଙ୍କ ରୂପ ବୋଲି କୁହାଯାଇଥାଏ।ଯଦି ଆପଣ କୌଣସି କାର୍ଯ୍ୟ ରେ ସଫଳ ହୋଇ ପାରୁ ନାହାନ୍ତି କିମ୍ବା ଆପଣଙ୍କ ଘରେ ସବୁବେଳେ ଦୁଃଖ କଷ୍ଟ ଓ ଅଶାନ୍ତି ର ବାତାବରଣ ରହୁଛି ତେବେ ଏହି ଗଛ ଟି କୁ ଆଣି ଆପଣଙ୍କ ଘର ସମ୍ମୁଖରେ ଲଗାଇ ଦିଅନ୍ତୁ।ଏହା ଦ୍ଵାରା ଆପଣ ବହୁତ ଲାଭ ପାଇ ପାରିବେ ଓ ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ସବୁଦିନ ପାଇଁ ଆପଣଙ୍କ ଘର ଛାଡି ଚାଲିଯିବ।

ଏହା ପରେ ଆପଣଙ୍କର କେବଳ ଉନ୍ନତି ହିଁ ହେବ।ତେବେ ବନ୍ଧୁଗଣ ଆମେ ଆଜି ଯେଉଁ ଗଛ ବିଷୟରେ ଆଲୋଚନା କରୁଛୁ ସେହି ଗଛ ଟି ର ନାମ ହେଉଛି ରୁଦ୍ରାକ୍ଷ ଗଛ।ବନ୍ଧୁଗଣ ବହୁତ କମ ଲୋକ ଏହି ଗଛ ବିଷୟରେ ଜାଣିଛନ୍ତି।କିନ୍ତୁ ଏହି ଗଛ ଟି ର ବହୁତ ଚମତ୍କାରିତା ଗୁଣ ଅଛି ।ଆପଣଙ୍କ ଘରେ ଥିବା ସମସ୍ତ ବାସ୍ତୁ ଦୋଷ ଓ ଅଶାନ୍ତି କୁ ଏହା ଦୁର କରି ଦେଇଥାଏ।ଯଦି ଆପଣଙ୍କ ଘରେ ଏପରି ଦୋଷ ରହୁଛି ତେବେ ଏହା କୁ ଆଣି କରି ଆପଣଙ୍କ ଘର ର ଦ୍ୱାର ସମ୍ମୁଖରେ ଲଗାଇ ଦିଅନ୍ତୁ।ଦେଖିବେ କିଛି ଦିନ ମଧ୍ୟରେ ହିଁ ଆପଣଙ୍କର ସମସ୍ତ ସମସ୍ୟା ର ସମାଧାନ ହୋଇଯିବ।

ବନ୍ଧୁଗଣ ଆପଣ ମାନେ ରୁଦ୍ରକ୍ଷ ମାଳି ର ନାମ ଶୁଣିଥିବେ।ଏହି ମାଳି ଯାହାକୁ ସୁହାଇ ଥାଏ ସେ ବହୁତ ଉନ୍ନତି କରିଥାଏ।ତା ପାଖକୁ କୌଣସି ପ୍ରକାର ବିପଦ ଆସି ନ ଥାଏ।ସେହି ପରି ଏହି ରୁଦ୍ରକ୍ଷ ଗଛ ମଧ୍ୟ ଯାହାର ଘର ସମ୍ମୁଖରେ ଥାଏ ତାର କୌଣସି ଅସୁବିଧା ହୋଇ ନ ଥାଏ ଓ ସେ ସଦାସର୍ବଦା ଖୁସି ରେ ଓ ଶାନ୍ତି ରେ ରହିଥାଏ।କୌଣସି ବିପଦ ତାର ଘରେ ପ୍ରବେଶ କରି ପାରି ନ ଥାଏ।ଏହି ଗ୍ଭ ର ଅନେକ ଉପକାରିତା ରହିଛି।

ଯଦି ଏହି ଗଛ ଆପଣଙ୍କ ଘର ସମ୍ମୁଖରେ ଥାଏ ତେବେ ଆପଣଙ୍କ ଘର ଉପରେ କୌଣସି ଖରାପ ଶକ୍ତିର ନଜର ପଡି ନ ଥାଏ।ବନ୍ଧୁଗଣ ଏହି ଗଛକୁ ଆପଣ ବହୁତ ସହଜ ରେ ପାଇ ପାରିବେ ।ଏହି ଗଛକୁ ଆପଣ ନିକଟସ୍ଥ ନର୍ସରୀ କିମ୍ବା କୌଣସି ଉଦ୍ୟାନ ରେ ପାଇଯିବେ।ତେବେ ବନ୍ଧୁଗଣ ଯଦି ଆପଣଙ୍କର ଏହି ପରି କିଛି ସମସ୍ୟା ରହିଛି ତେବେ ଏହି ଗଛ କୁ ଆପଣଙ୍କ ଘର ସମ୍ମୁଖରେ ନିଶ୍ଚୟ ଲଗାନ୍ତୁ ଓ ବାସ କିଛି ଦିନ ମଧ୍ୟରେ ଦେଖିବେ ଆପଣଙ୍କର ଭାଗ୍ୟ ନିଶ୍ଚିତ ବଦଳି ଯାଇଥିବ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *