‘ତୁ ତ ମୁତୁରି ମୁଁ ତ ମୁତୁରି…ତେଣୁ ଘର କଳି ଘର ଭିତରେ ହିଁ ରଖ, ବାହାରକୁ ଆସିଲେ …’: Byomkesh Tripathy

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତୁ ତ ମୁତୁରି ମୁଁ ତ ମୁତୁରି ହେଂଶ କାଇଁ ପାଇଁ ଧୋଇବା । ହଁ ବନ୍ଧୁଗଣ ସୂଚନା ଅନୁସାରେ ଏପରି କିଛି ମନ୍ତବ୍ୟ ଆଡଭୋକେଟ ବୌମ୍ୟକେଶ ତ୍ରିପାଠୀଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ତାଙ୍କ କହିବା ଅନୁଯାଇ ଘରେ କଲି ସର୍ବଦା ଘରେ ସମାଧାନ କରିଦେବା ହିଁ ବହୁତ ଭଲ ହୋଇଥାଏ । ଯାହା ଦ୍ଵାରା ଛୋଟ ଛୋଟ ଘରର ସମସ୍ଯା ବାହାରେ ପଡି ଅଧିକ ବଦନାମ ହେବା ଉଚିତ ନୁହେଁ ।

ଏହା ସହିତ ଆଡଭୋକେଟ ବୌମ୍ୟକେଶ ତ୍ରିପାଠୀଙ୍କର ହ୍ୟୁମାନ ସାଗରଙ୍କର ଉପରେ ଚାଲୁଥିବା କେଶକୁ ନେଇ କହିଛନ୍ତି । ହ୍ୟୁମାନଙ୍କର ଧର୍ମପତ୍ନୀ ଏହା ଜାଣିବା ଉଚିତ । ଏହା କି ଯେ ତାଙ୍କ ସ୍ଵାମୀ ଜଣେ ବହୁତ ପ୍ରତିଷ୍ଟିତ ବ୍ୟକ୍ତି । ତାଙ୍କ ନାମରେ କିଛି ବିବାଦ ଉଠିବା ଦ୍ଵାରା ବାହାର ସମାଜରେ ହ୍ୟୁମାନଙ୍କର ଏତେ ବର୍ଷର ଥିବା ରେପୁଟେସନ ଖରାପ ମଧ୍ୟ ହୋଇପାରେ । ତେବେ ଯଦି ଏପରି ଭାବରେ ଘରର କଳିକୁ ଘରେ ମଧ୍ୟରେ ସମାଧାନ ନକରି ଥାନାର ଦ୍ଵାରସ୍ଥ ହୋଇବେ ।

ତେବେ ଯିଏ ପଦାକୁ ବାହାରିଛି ସେ ବେଶି ହଇରାଣ ହୋଇଛି । ତେବେ ଆଡଭୋକେଟଙ୍କ କହିବା ଆଧାରରେ ହ୍ୟୁମାନଙ୍କ ଉପରେ ଯେଉଁ ଶାରୀରିକ ଓ ମାନସିକ ଦିଆଯାଉଥିବା ଅଭିଯୋଗଟି ଲାଗିଛି । ସେହି ଅଭିଯୋଗଟି ସଂପୂର୍ଣ୍ଣ ରୂପରେ ମିଥ୍ୟା । କାରଣ ଶ୍ରୀୟାଙ୍କର ଶାଶୁ ଅର୍ଥାତ ହ୍ୟୁମାନଙ୍କର ମା’ ଚାକିରି କରି ବାହାରେ ରହୁଛନ୍ତି । ହ୍ୟୁମାନ ମଧ୍ୟ ନିଜର କାମ ପାଇଁ ବହୁ ସମୟରେ ବାହାର ଷ୍ଟୂଡିଓରେ ରହୁଛନ୍ତି ।

ତେବେ ତାଙ୍କୁ କଷ୍ଟ ନି-ଇର୍ଯା-ତ-ଅନା କାହିଁକି ଅବା କିଏ ଦେବାକୁ ଜୀବ । ତେବେ ଆଡଭୋକେଟଙ୍କ କହିବା ଅନୁଯାଇ ଯଦି ହ୍ୟୁମାନ ଓ ଶ୍ରୀୟାଙ୍କ ମଧ୍ୟରେ କିଏ ଥାର୍ଡ ପର୍ସନ ହୋଇ ଘର ଭାଙ୍ଗିବାକୁ ଚାହୁଁଥାନ୍ତି । ତେବେ ସେ ହେଉଛନ୍ତି ଶ୍ରୀୟାଙ୍କର ବାପା । କାରଣ ସେ ଚାହୁଁଛନ୍ତି ମୋ ଝିଅକୁ ସେଠାରେ ଅନ୍ୟାୟ ହେଉଛି । ମୋ ଝିଅ ସେହି ଘରକୁ ଆଉ କେବେବି ଫେରିକି ଯିବନାହିଁ । ତେବେ ଏଠାରେ ଘର ଯୋଡି ହେବ ନା ଓଲଟି ଭାଙ୍ଗିଯିବ ।

ତେବେ ଏତେ ସବୁ ହେବା ସତ୍ବେ ମଧ୍ୟ ହ୍ୟୁମାନଙ୍କର ମା’ ଏବେ ସମୟରେ ବି ଯାହା ସମସ୍ଯା ରହିଛି । ତାହାକୁ ସମାଧାନ କରି ବୋହୁକୁ ଘରକୁ ଫେରାଇ ନେବା ପାଇଁ ଚାହୁଁଛନ୍ତି । ସବୁ କିଛି ଭଲ ହୋଇ ଘରଟି ହସ ଖୁସିରେ ବିତୁ ବୋଲି ଆଶା ରଖୁଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କରିବା ସହ ଆପଣଙ୍କର ମତ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *