କିଏ କେତେ ବି ମାଗୁ ନା କାହିଁକି ଭୁଲରେ ବି ଏହି ଜିନିଷ ଦିଅନ୍ତୁ ନାହିଁ ନଚେତ୍ ଆପଣଙ୍କ ସବୁ ଧନ, ସୁଖ, ସମୃଦ୍ଧି ତାଙ୍କ ପାଖକୁ ଚାଲିଯିବ- Vastu Tips

ବନ୍ଧୁଗଣ ପିଲା ଦିନରୁ ଆମକୁ ଆମ ଗୁରୁଜନ ମାନେ ଅଭାବି ଲୋକଙ୍କୁ ଦାନ କରିବା ପାଇଁ କହିଛନ୍ତି । ଆପଣ ମାନେ ମଧ୍ୟ ଏହ କଥା ନିଶ୍ଚୟ ଶୁଣିଥିବେ ଦାନ କରିବା ହେଉଛି ମହାପୁଣ୍ୟ । ହେଲେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଏପରି କିଛି ଜିନିଷ ରହିଛି ଯାହାକୁ ଆପଣ ନିଜ ଘରୁ କାହାକୁ ଦେବା ଉଚିତ ନୁହେଁ । କାରଣ ଏହି ସବୁ ଜିନିଷକୁ ଦାନ କରିଲେ ଆପଣଙ୍କ ଘରର ସୁଖ ସମୃଦ୍ଧି ଅନ୍ୟ କାହା ଘରକୁ ଚାଲିଯିବ ।

ବନ୍ଧୁଗଣ ଏହି ସବୁ ଜିନିଷକୁ ଦାନ କରିବା ଦ୍ଵାରା ମା ଲକ୍ଷ୍ମୀ ଆମ ଘର ଛାଡି ଚାଲିଯାନ୍ତି । ତେଣୁ ବନ୍ଧୁଗଣ ଏହି ସବୁ ଜିନିଷ ଗୁଡିକୁ ଭୁଲ ସେ ମଧ୍ୟ ଦାନ କରିବା ଉଚିତ ନୁହେଁ । ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ବିଶେଷ ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଜିନିଷ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଭୁଲ ସେ ମଧ୍ୟ ନିଜ ପତ୍ନୀର ଅଳଙ୍କାରକୁ କାହାକୁ ଦେବେ ନାହିଁ । କାରଣ ଅଳଙ୍କାରକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । ସେଥିପାଇଁ ଆମେ ଯେବେବି ଅଳଙ୍କାର କିଣି ଥାଉ ପ୍ରଥମେ ମା ଲକ୍ଷ୍ମୀଙ୍କ ସମ୍ମୁଖରେ ରାଖୀ ପୂଜା କରିଥାଉ । ଆପଣଙ୍କ ସ୍ତ୍ରୀର ଅଳଙ୍କାର ଆପଣଙ୍କ ସମୃଦ୍ଧିକୁ ପ୍ରତିଫଳିତ କରିଥାଏ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ ।

୨. ବନ୍ଧୁଗଣ ଭୁଲ ସେ ମଧ୍ୟ ନିଜ ଘରର ଝାଡୁକୁ ଅନ୍ୟ କାହାକୁ ଦେବେ ନାହିଁ । କାରଣ ଝାଡୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ମାନା ଯାଇଛି । ଝାଡୁକୁ ସ୍ବଚତା ଓ ସମୃଦ୍ଧିର ସଙ୍କେତ ମଧ୍ୟ ମାନା ଯାଇଥାଏ । ଏହା ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତିକୁ ବାହାର କରିଥାଏ । ତେଣୁ ବନ୍ଧୁଗଣ ନିଜ ଘରର ଝାଡୁକୁ ଭୁଲ ସେ ମଧ୍ୟ ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ଯଦି ଆପଣ ଏହି ଭୁଲ କରିବେ ତା ହେଲେ ଆପଣଙ୍କ ଘରେ ଥିବା ସୁଖ ସମୃଦ୍ଧି ଅନ୍ୟ କାହା ଘରକୁ ଚାଲିଯିବ ।

୩. ବନ୍ଧୁଗଣ ସନ୍ଧ୍ୟା ସମୟରେ କୌଣସି ଧଳା ଖାଦ୍ୟ ପଦାର୍ଥକୁ ଦାନ କରନ୍ତୁ ନାହିଁ । ହିନ୍ଦୁଶାସ୍ତ୍ରରେ ଏହା ଉଲେଖ କରାଯାଇଛି ଯେ, ଧଳା ଜିନିଷ ଉପରେ ବହୁତ ଶୀଘ୍ର ଖରାପ ଦ୍ରୁଷ୍ଟି ଶକ୍ତି ଲାଗିଯାଇଥାଏ । ବନ୍ଧୁଗଣ ସୂର୍ଯ୍ୟ ଅସ୍ତ ହେବା ପରେ ନିଜ ଘରର ଦହି, କ୍ଷୀର, ନଡିଆ ଓ ଅଟା ଭଳି ଧଳା ଜିନିଷ କାହାକୁ ଦିଅନ୍ତୁ ନାହିଁ । ଯଦି ଅଧିକ ଜରୁରୀ ଅଛି ତା ହେଲେ ଆପଣ ବଜାରରୁ କିଣି ଦେଇପାରିବେ ହେଲେ ନିଜ ଘରୁ ଦିଅନ୍ତୁ ନାହିଁ ।

୪. ବନ୍ଧୁଗଣ ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ତେଣୁ ଆପଣ ଭୁଲ ସେ ମଧ୍ୟ ନିଜ ଘରର ଟଙ୍କାକୁ ଅନ୍ୟ କାହାକୁ ଉଧାରରେ ଦିଅନ୍ତୁ ନାହିଁ । ଏହା ସହିତ କୌଣସି ଏକାଦଶୀ କିମ୍ବା ପର୍ବରେ ମଧ୍ୟ ଏହି କଥାର ଅଧିକ ଧ୍ୟାନ ରଖନ୍ତୁ । ନଚେତ ଆପଣଙ୍କ ଧନ ବୃଦ୍ଧି ହେବା ଉପରେ ନିଶ୍ଚୟ ବାଧା ଆସିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *