ଘର ଭାଙ୍ଗିବାକୁ ଆସିଥିଲା ବୁଲଡୋଜର, କିନ୍ତୁ ଅଟକାଇଲା ସାପ, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସାପ ଅଟକାଇ ରଖିଲା ବୁଲ୍ଡଜୋର କୁ । ଛୋଟ ସାପଟିଏ ଅଟକାଉଛି ବୁଲ୍ଦୋଜର କୁ । ଏକ ଜାଗାରେ ଘରଭଙ୍ଗା ଚାଲିଥିଲା ଏବଂ ସେଥିପାଇଁ ଆସିଥିଲା ବୁଲ୍ଦୋଜର । ଘର ଭଙ୍ଗା କାର୍ଯ୍ୟ ମଧ୍ୟ ଚାଲୁଥିଲା । ଏହି ସମୟରେ ସାପ ଟି କିଛି ସମୟ ପାଇଁ ଘର ଭଙ୍ଗା କାମ କୁ ଅଟକାଇ ଦେଇଥିବା ଦେଖିବାକୁ ମିଳିଥିଲା । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମୋହନା କୋର୍ଟ ପରିସର ଅଞ୍ଚଳରୁ ଜବାରଦଖଲ ଉଚ୍ଛେଦ ପାଇଁ ଆସିଥିଲା ଏକ ବୁଲ୍ଦୋଜର ।

ମାତ୍ର କିଛି ସମୟ ପାଇଁ ବୁଲ୍ଦୋଜରକୁ ଅଟକାଇ ରଖିଲା ସାପ । ଉଚ୍ଛେଦ ସମୟରେ ପୋଲିସ ପ୍ରଶାସନ ଏବଂ ସରକାରୀ କର୍ମଚାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି । ବୁଲ୍ଦୋଜର ମଧ୍ୟ ଘର ଭାଙ୍ଗୁଥିଲା । ମାତ୍ର ହଠାତ ସେଠାରେ ଉଭା ହେଲା ଏକ ସାପ ଏବଂ ସେ ଏକ କର୍ମଚାରୀ କୁ ଅଟକାଇ ରଖିଥିଲା ।

ଏହାପରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ମାନେ ସାପ କୁ ଘଉଡାଇବାକୁ ଲାଗିଥିଲେ । ସାପ ଯିବା ପରେ ପୁଣି ଉଚ୍ଛେଦ କାର୍ଯ୍ୟ ଜାରି ରହିଥିଲା । ତେବେ ସାପ ଟି ଦେଖିବାକୁ ବହୁତ ଛୋଟ ଥିଲେ ମଧ୍ୟ ଏଭଳି ବୁଲ୍ଦୋଜର କୁ କେଉଁ କାରଣ ନିମନ୍ତେ ଅଟକାଉ ଥିଲା ? ଲୋକେ ମଧ୍ୟ ଏହା ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗଜପତି ଜିଲ୍ଲାର ଲୋକେ ଏହା ଶୁଣି ଭଙ୍ଗାଯାଉଥିବା ଘର ନିକଟକୁ ଆସିଥିଲେ ଏବଂ ତାହା ଦେଖି ଚକିତ ରହିଗଲେ ଯେ ଛୋଟ ସାପଟି ଏହି ବୁଲ୍ଦୋଜର କୁ କାହିଁକି ଅଟକାଉଛି ?

ଏଭଳି ଅଟକାଇବା ପଛରେ କଣ କିଛି ଦୟିବିକ ଶକ୍ତି ସେଠାରେ ଉପସ୍ଥିତ ଅଛି କି ? ଏହାକୁ ନେଇ ବର୍ତ୍ତମାନ ସାରା ଅଞ୍ଚଳରେ ଚହଳ ପଡିଯାଇଅଛି । ଲୋକେ ଏହାକୁ ଭଗବାନ ଙ୍କ ଆଦେଶ ଭାବରେ ଗ୍ରହଣ କରିଥିଲେ ମଧ୍ୟ ସରକାରୀ କାମ ଯେମିତି ହେଲେ କରିବାକୁ ହେବ । ସେଥିଲାଗି ସେମାନେ ବୁଲ୍ଦୋଜର ଦ୍ଵାରା ଘରକୁ ଭାଙ୍ଗିଲେ । କର୍ମଚାରୀ ମାନେ ସାପ କୁ ନେଇ ଅନ୍ୟତ୍ର ସ୍ଥାନାନ୍ତରିତ କରିଦେଲେ ।

ବର୍ତ୍ତମାନ ଏହି ଭି-ଡି-ଓ ଟି ସୋ-ସି-ଆ-ଲ ମି-ଡି-ଆ ରେ ବହୁଳ ଭାବରେ ଭା-ଇ-ରା-ଲ ହେବାରେ ଲାଗିଛି । ଲୋକେ ଏହାକୁ ବହୁତ ପସନ୍ଦ କରିଛନ୍ତି । ଏବଂ ଭିନ୍ନ ଭିନ୍ନ ମତ ଦେଇ କହିଛନ୍ତି ଯେ ଏଭଳି ଦୃଶ୍ୟ ବହୁତ କମ ଦେଖିବାକୁ ମିଳେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *