ଗେଲ ହେଉ ହେଉ ବାହାରିଗଲା ତେଲ ! ଏହି ଝିଅଟି ସହିତ ଯାହା ହେଲା ଦେଖନ୍ତୁ ଏହି ଭାଇରାଲ ଭିଡିଓ…

ବନ୍ଧୁଗଣ ଆଜିକାଲି ପ୍ରେମ କରିବା ବହୁତ ଶସ୍ତା ହେଇଗଲାଣି ହେଲେ ଜଣ ଜଣଙ୍କ ପାଇଁ ପ୍ରେମ ମହଙ୍ଗା ମଧ୍ୟ ପଡିଯାଉଛି । ପ୍ରେମରେ ମଜା ନେବା ଚକ୍କରରେ ରହି ଜଣେ ଜଣେ ସଜା ନେଉଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ କେବେ ନା କେବେ କାହାକୁ ପ୍ରେମ କରିଥିବେ । ଆଗ କାଳରେ ପ୍ରେମ କଣ ଲୋକ ମାନେ ଜାଣି ନଥିଲେ ହେଲେ ବର୍ତ୍ତମାନ ଦୁନିଆ ବହୁତ ବଦଳି ଯାଇଛି । ଛୋଟ ଛୋଟ ଛୁଆ ମାନେ ପ୍ରେମ କରୁଛନ୍ତି ଏଣିକି ସେମାନେ ସ୍କୁଲରେ ପଢନ୍ତୁ କି କଲେଜରେ ।

କଲେଜ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି । ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଏହି ଭିଡିଓଟି ପ୍ରେମ ସହ ଜଡିତ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଭିଡିଓରେ ଜଣେ ଯୁବତୀ ଓ ଜଣେ ଯୁବକ ରାସ୍ତା ଉପରେ ଗାଡି ରଖି ପ୍ରେମ କରୁଥିବାର ନଜର ଆସୁଛନ୍ତି । ଉଭୟ ପରସ୍ପର ସହ ପ୍ରେମ କରିବାରେ ଏତେ ବୁଡି ଯାଇଛନ୍ତି ଯେ, ସେମାନେ ଜାଣି ପାରୁ ନାହାନ୍ତି ସେମାନେ ରାସ୍ତାରେ ଅଛନ୍ତି । ଅନେକ ସମୟ ପ୍ରେମ କରିବା ପରେ ଉଭୟ ପରସ୍ପରକୁ ଚୁମ୍ବନ କରିବା ପାଇଁ ଯାଉଛନ୍ତି ହେଲେ ବନ୍ଧୁଗଣ ହଠାତ ସେହି ସମୟରେ ସେହି ସ୍ଥାନକୁ ପୋଲିସ ଆସିଯାଉଛନ୍ତି ।

ପୋଲିସ ମଧ୍ୟ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ସେହି ସମୟରେ ଯୁବକ ଜଣକ ନିଜ ପ୍ରେମିକାକୁ ଧରି ଚମ୍ପଟ ମାରିବାକୁ ଚେଷ୍ଟା କରୁଛନ୍ତି ହେଲେ ପୋଲିସ ସେମାନଙ୍କୁ ଧରି ଦେଉଛି । ଏହା ପରେ ପୋଲିସ ଯୁବକଙ୍କୁ ବସ୍ ଉଠ କରାଉ ଛନ୍ତି ଓ ଉଭୟଙ୍କୁ ବୁଝାଇ ଛାଡୁ ଛନ୍ତି । ତେବେ ବନ୍ଧୁଗଣ ଦେଖିଲେ ତ ପ୍ରେମରେ ଏଭଳି ରିକ୍ସ ବି ଥାଏ । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *