୨୦୨୦ ରେ ଦୁନିଆକୁ ଅଲବିଦା କହି ଦେଇଥିଲେ Bollywood ର ଏହି ସବୁ ଷ୍ଟାର

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରି ରେ ୨୦୨୦ ବହୁତ ଦୁଃଖ ଭରା ଦେଖାଯାଇଛି। ତେବେ ଆମେ ଆପଣଙ୍କୁ ବଲିଉଡ ର ସେହି କଳାକାର ଙ୍କ ବିଷୟରେ କହିବୁ ଯେଉଁମାନେ କି ଏହି ଛଅ ମାସ ମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରି ରୁ ବିଦାୟ ନେଇ ସାରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ କରୋନା ଭାଇରସ ପାଇଁ ପୁରା ଭାରତ ପୁଣି ଚିନ୍ତାରେ ପଡି ଯାଇଛି । ପରିସ୍ଥିତି ସ୍ଵାଭାବିକ ହେବାକୁ ଯାଉଥିଲା କି ପୁଣି ଥରେ ସଂକ୍ରମଣ ବଢିବାରେ ଲାଗିଛି । ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ପୁରା ବନ୍ଦ ହୋଇସାରିଛି ।

ଏହା ପ୍ରଥମ ଥର ପାଇଁ ଘଟିଛି କି ବଲିଉଡ ଇଣ୍ଡଷ୍ଟ୍ରି ବନ୍ଦ ହୋଇଛି । ନ ହେଲେ ଆଜି ଯାଏ ଯେତେ ମହାମାରୀ ଆସିଲେ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରି କୁ ବନ୍ଦ କରି ପାରିନାହିଁ । ତେବେ ଏହାଛଡା ବହୁତ କଳାକାର ଙ୍କୁ ହରାଇ ଦେବା ର ଶୋକ ମଧ୍ୟ ସମସ୍ତଙ୍କ ମନ ରେ ରହିଛି ।

ଇରଫାନ ଖାଁ ଙ୍କର ମୁମ୍ବାଇ ର ଏକ ମେଡ଼ିକାଲ ରେ ଏପ୍ରିଲ ୨୯ ତାରିଖ ରେ ମୃ-ତ-ୟୁ ହୋଇଥିଲା । ଇରଫାନ ୫୩ ବର୍ଷ ର ଥିଲେ । ଇମ୍ରାନ ଙ୍କୁ ନ୍ୟୁରୋ ଇଣ୍ଡୋଗ୍ରାମ ରୋଗ ଥିବାର ଜଣା ପଡିଥିଲା । ତାଙ୍କର କ୍ୟାନସର ର ଚିକିତ୍ସା ଚାଲିଥିଲା କିନ୍ତୁ ସେ ଏପ୍ରିଲ ୨୯ ରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଇରଫାନଙ୍କ ଶୋକ ର ସମୟ ଯାଇନଥିଲା ହିଁ ଏପ୍ରିଲ ୩୦ ତାରିଖ ରେ ରିଷୀ କପୁର ଙ୍କ ମୃ-ତ-ୟୁ ର ଖବର ପୁରା ବଲିଉଡ ଇଣ୍ଡଷ୍ଟ୍ରି କୁ ଏକ ବଡ଼ ଝଟକା ଦେଇଥିଲା । ରିଷୀ କପୁର ଙ୍କର ମୁମ୍ବାଇ ର ଏକ ମେଡ଼ିକାଲ ରେ କ୍ୟାନସର ର ଚିକିତ୍ସା ଚାଲିଥିଲା କିନ୍ତୁ ମାତ୍ର ୬୬ ବର୍ଷ ବୟସରେ ଏପ୍ରିଲ ୩୦ ତାରିଖରେ ନିଜର ପ୍ରାଣ ତ୍ୟାଗ କରିଥିଲେ । ରିଷୀ କପୁର ଙ୍କ ର ଚିକିତ୍ସା ଆମେରିକା ର ଏକ ମେଡ଼ିକାଲ ରେ ହେଉଥିଲା ଏବଂ ସେ ଠିକ ହୋଇ ମଧ୍ୟ ଆସିଥିଲେ । କିନ୍ତୁ ଅଚାନକ ସେ ମୃ-ତ-ୟୁ ବରଣ କରିଥିଲେ ।

ଇରଫାନ ଏବଂ ରିଷୀ ଙ୍କ ପରେ ପରେ ସଫିକ ଆଂସାରି ମଧ୍ୟ କ୍ୟାନସର ରୋଗ ରେ ୫୨ ବର୍ଷ ବୟସରେ ମେ ମାସ ରେ ନିଜର ପ୍ରାଣ ତ୍ୟାଗ କରିଥିଲେ । ସଫିକ ଆଂସାରି ବହୁତ ବର୍ଷ ରୁ କ୍ୟାନସର ରେ ପୀଡିତ ଥିଲେ ଏବଂ ତାଙ୍କର ଇଂଫେକ୍ସନ ମଧ୍ୟ ବଢି ଯାଇଥିଲା ଯାହା ଫଳରେ ସେ ମୃ-ତ-ୟୁ ବରଣ କରିଥିଲେ ।

ଏହା ପରେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଜିଦ ଙ୍କର ମୁମ୍ବାଇ ର ଏକ ମେଡ଼ିକାଲ ରେ ମେ ୩୧ ତାରିଖ ରେ ମୃ-ତ-ୟୁ ହୋଇଥିଲା । କରୋନା ପାଇଁ ମୃ-ତ-ୟୁ ବୋଲି କୁହାଯାଇଛି କିନ୍ତୁ ବର୍ତ୍ତମାନ ଯାଏ କିଛି ଜଣା ପଡିନାହିଁ ।

ଏହାପରେ ସାଇ ଗୁଣ୍ଡେ ଙ୍କର ମାତ୍ର ୪୨ ବର୍ଷ ରେ ମୃ-ତ-ୟୁ ହୋଇଥିଲା । ବହୁତ କମ ବୟସରେ ହିଁ ସେ ବ୍ରେନ କ୍ୟାନସର ରେ ମୃ-ତ-ୟୁ ବରଣ କରିଥିଲେ । ବହୁତ ଜାଗା ରେ ତାଙ୍କର ଚିକିତ୍ସା ପାଇଁ ଚେଷ୍ଟା ଚାଲି ଥିଲା କିନ୍ତୁ ମେ ୧୦ ତାରିଖ ରେ ତାଙ୍କର ମୃ-ତ-ୟୁ ହୋଇଥିଲା ।

ସେହିପରି ଅମୀର ଖାଁ ଙ୍କ ଆସିଷ୍ଟାଣ୍ଟ ଙ୍କର ମୃ-ତ-ୟୁ ମେ ମାସ ରେ ହୋଇଥିଲା । ମନ୍ମିଥ ମେହେବାଲ ଟିଭି ଅଭିନେତା ମେ ୧୭ ତାରିଖ ରେ ଆ-ତ୍ମ-ହ-ତ-ୟା କରିଦେଇଥିଲେ । କୁହାଯାଉଥିଲା କି ସେ ବହୁତ ଡିପ୍ରେସନ କୁ ଚାଲି ଯାଇଥିଲେ ।

ଏହା ପରେ ଜୁନ ମାସରେ ସୁଶାନ୍ତ ସିଂହ ରାଜପୁତ ଙ୍କର ପରଲୋକ ହୋଇଥିଲା। ସେ ଡିପ୍ରେସନ କାରଣରୁ ନିଜର ଜୀବନ ଦେଇ ଦେଇଥିଲେ ବୋଲି କୁହାଯିଥିଲା । କରୋନା ଭାଇରସ ପାଇଁ ବର୍ତ୍ତମାନ ସମସ୍ତଙ୍କ ର ଦୁଃଖ ର ସମୟ ପଡିଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *