LPG ଗ୍ୟାସ ସିଲିଣ୍ଡର ଏବେ ମିଳୁଛି ମାତ୍ର 499 ଟଙ୍କାରେ, ଏହା ସହ ରହିଛି କିଛି ଏଭଳି ଅଫର, ଦେଖନ୍ତୁ Video

ବନ୍ଧୁଗଣ, ବର୍ତ୍ତମାନ ଅଛେ ଦିନ ଆସିଗଲା । ମା ମାଉସୀ ଙ୍କ ଦୁଖ ଦୂର ହେଲା । ବର୍ତ୍ତମାନ ଗ୍ୟାସ ସିଲଣ୍ଡର ୪୯୯ ଟଙ୍କାରେ ମିଳିଲା । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ଟି କଣ ଅଟେ ? ଏହି ଘଟଣା ଟି ହେଉଛି ଉତ୍ତର ପ୍ରଦେଶ ର ଏଠାରେ ବର୍ତ୍ତମାନ ନିର୍ବାଚନ ଆରମ୍ଭ ହେବ । ୨୦୨୨ ର ନିର୍ବାଚନ ନିମନ୍ତେ ସମାଜବାଦୀ ବର୍ତ୍ତମାନ ଭୋଟର ଙ୍କୁ ଏହିଭଳି ଭାବରେ ନିଜ ଆଡକୁ ଟାଣି ଆନୁଛନ୍ତି । ମାତ୍ର ଆଶ୍ଚର୍ଯ୍ୟ ର ବିଷୟ ଏହା ଯେ ୯୯୦ ଟଙ୍କାର ଗ୍ୟାସ ମାତ୍ର ୪୯୯ ଟଙ୍କା ଏଥିରେ ଗ୍ୟାସ ରହିଥିବ କି ଅବା ନାହିଁ ।

ସେ ଯାହା ହେଉ ନା କାହିଁକି ସେଠାକାର ବାସିନ୍ଦା ବର୍ତ୍ତମାନ ବହୁତ ଆନନ୍ଦର ସହିତ ଏହି ଗ୍ୟାସ ସିଲିଣ୍ଡର କୁ ନେଇଯିବାରେ ବ୍ୟସ୍ତ । ମାତ୍ର କେତେ ଜଣ ଲୋକ ଅଛନ୍ତି ଯିଏ କି ସିଲିଣ୍ଡର କୁ ସଂପୂର୍ଣ୍ଣ ମାଗଣାରେ ନେଇ ଯାଇଛନ୍ତି । ପ୍ରଧାନ ମନ୍ତ୍ରୀ ମୋଦୀ ଙ୍କ ନେତୃତ୍ଵ ରେ ସମସ୍ତ ଜିନିଷ ତଥା ଗ୍ୟାସ ର ଦର ଦାମ ବୃଦ୍ଧି ହେବାରେ ଲାଗିଛି । ଏହାକୁ ନଜରରେ ରଖି ସମାଜବାଦୀ ନେତା ମାନେ ଜନତାଙ୍କୁ ମାତ୍ର ୪୯୯ ଟଙ୍କା ରେ ଗ୍ୟାସ ବିକ୍ରି କରିଛନ୍ତି ।

କାରଣ ଲୋକଙ୍କ ବିଶ୍ଵାସ କୁ ନେଇ ଏଭଳି କମ ଦାମ ରେ ଗ୍ୟାସ ଦେଲେ ଆଗକୁ ୨୦୨୨ ନିର୍ବାଚନ ରେ ସେମାନଙ୍କୁ ଭୋଟ ମିଳିବ । ମା ମାଉସୀ ମାନେ ମଧ୍ୟ ଟଙ୍କା ଦେଇ ଗ୍ୟାସ ଟେକି ନେଇ ଯିବାରେ ବ୍ୟସ୍ତ କାରଣ ଶସ୍ତା ଜିନିଷ ନେବାକୁ ସମସ୍ତେ ଚାହିଁ ବସିଥାନ୍ତି । କିନ୍ତୁ ତାହା ପଛର କାରଣ ସମ୍ବନ୍ଧରେ ପ୍ରାଏ କେହି ଜାଣିବାକୁ ଚେଷ୍ଟା କରି ନାହାଁନ୍ତି । ଏହିଭଳି ଗ୍ୟାସ ଯଦି ୪୯୯ ଟଙ୍କା ରେ ସାରା ରାଜ୍ୟ ରେ ବିକ୍ରି ହୁଅନ୍ତା ତେବେ ବୋଧ ହୁଏ ଜନତା ସମସ୍ତ କାର୍ଯ୍ୟ ଛାଡି ଗ୍ୟାସ ନେବା ପଛରେ ଧାଇଁ ଥାନ୍ତେ ।

କିନ୍ତୁ ସରକାର ଙ୍କ ଗ୍ୟାସ ତଥା ପେଟ୍ରୋଲ ଡିଜେଲ ଆଦି ଜିନିଷ ରେ ଦରଦାମ ବୃଦ୍ଧି ବର୍ତ୍ତମାନ ସାଧାରଣ ଜନତାଙ୍କ ନିମନ୍ତେ ମୁଣ୍ଡବ୍ୟଥା ର କାରଣ ହୋଇଅଛି । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ୨ ବର୍ଷ ହେବ କରୋନା ର ଆତଙ୍କ କମି ନଥିବା ବେଳେ । ଲୋକମାନେ ତାଙ୍କ ଜୀବନ ବିତାଇବା ନିମନ୍ତେ ହଇରାଣ ହେଉଛନ୍ତି । ଏଭଳି ପରିସ୍ଥିତିରେ ଖାଉଟି ମାନଙ୍କୁ ନାନା ପ୍ରକାରର ସମସ୍ୟା ର ସମୁଖୀନ ହେବାକୁ ପଡୁଅଛି । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ କଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *