ଗରୁଡ ପକ୍ଷୀକୁ ଗାଁରେ ଚାଲିଛି ପୂଜା ଅର୍ଚ୍ଚନା, ଦେଖନ୍ତୁ ଭାଇରାଲ Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ ରାମାୟଣ କଥାରେ ଗରୁଡ ପକ୍ଷୀ ବିଷୟରେ ନିଶ୍ଚୟ ଜାଣିଥିବେ । ଗରୁଡ ପକ୍ଷୀ ଭଗବାନ ରାମଙ୍କର ଅତି ପ୍ରିୟ ପକ୍ଷୀ ଅଟେ । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଏହି ଭିଡିଓରେ ଏକ ଗାଁରେ ଗରୁଡ ପକ୍ଷୀ ଦେଖା ଦେଇଛି ତେବେ ଗାଁ ବାଲା ଗରୁଡ ପକ୍ଷୀକୁ ନେଇ କଣ କରିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ଏହି ଖବରର ଚର୍ଚା ସମସ୍ତ ସ୍ଥାନରେ ହେଉଛି ଓ ଲୋକମାନେ ଏହି ଖବର ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଗରୁଡ ପକ୍ଷୀକୁ ଗାଁ ଲୋକମାନେ ପୂଜା କରୁଛନ୍ତି । ଗରୁଡ ପକ୍ଷୀକୁ ଦେଖିବା ପାଇଁ ଗାଁରେ ଭିଡ ଜମିଛି ତେବେ ବନ୍ଧୁଗଣ ଏହି ଘଟଣାଟି ଓଡିଶାର ଏକ ଗାଁରେ ଘଟିଛି ହେଲେ କେଉଁ ଗାଁରେ ଘଟିଛି ତାର ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ ।

ତେବେ ବନ୍ଧୁଗଣ ଗାଁ ଲୋକଙ୍କ ମତରେ, ସେମାନେ ଏହି ଗରୁଡ ପକ୍ଷୀକୁ ଜଙ୍ଗଲରୁ ଆଣି ଛନ୍ତି । ପକ୍ଷୀଟି କାହାକୁ ଦେଖି ଭୟବିତ ହେଉ ନାହିଁ ତାକୁ ଯେଉଁ ସ୍ଥାନରେ ଛଡା ହେଉଛି ସେ ସେହି ସ୍ଥାନରେ ବସୁଛି । ଗାଁ ଲୋକମାନେ ପକ୍ଷୀକୁ ବେଙ୍ଗ ଖାଇବା ପାଇଁ ଦେଉଛନ୍ତି । ବନ୍ଧୁଗଣ ଗରୁଡ ପକ୍ଷୀଟି ବେଙ୍ଗ ଛଡା ଆଉ କିଛି ବି ଖାଉ ନଥିବା କଥା ଗାଁ ଲୋକମାନେ କହିଛନ୍ତି ।

ତେବେ ଗାଁ ଲୋକଙ୍କ ମତରେ ଜିଲ୍ଲା ପ୍ରଶାସନ ଯଦି ଏହି ଗରୁଡ ପକ୍ଷୀକୁ ନେଇଥାନ୍ତେ ତା ହେଲେ ଭଲ ହୋଇଥାନ୍ତା ଯେହେତୁ ଜିଲ୍ଲା ପ୍ରଶାସନ ପକ୍ଷୀଟିକୁ ନେଇ ନାହାନ୍ତି ସେଥିପାଇଁ ଗାଁ ଲୋକମାନେ ବହୁତ ଭଲ ଭାବରେ ପକ୍ଷୀଟିର ଯତ୍ନ ନେଉଛନ୍ତି । ଗରୁଡ ପକ୍ଷୀଟିକୁ ଗାଁ ଲୋକମାନେ ଧୂପ ଦୀପ ଲଗାଇ ପୂଜା କରୁଛନ୍ତି ।

ସେହି ଗାଁରେ ବର୍ତ୍ତମାନ ଗରୁଡ ପକ୍ଷୀକୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ ଜମିଛି । ସୋସିଆଲ ମିଡିଆରେ ଏହି ଖବରଟି ବହୁତ ଭାଇରାଲ ହେଉଛି ଓ ଓଡିଶାର ସମସ୍ତ ସ୍ଥାନରେ ଏହି ଖବରଟି ଚର୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *