ଗରିବ ମହିଳା ଜଣକ ଏମିତି କହିଲେ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ! ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ବନ୍ଧୁଗଣ ସମସ୍ତ ସ୍ଥାନରେ ଏହି ଭିଡିଓଟି ଚର୍ଚାରେ ଅଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ସ୍କୁଲ ପଢିବା ବେଳେ ଇଂରାଜୀ ପାଠ ପଢିଥାଉ ।

ଅନେକ ଲୋକ ବହୁତ ଭଲ ଇଂରାଜୀ କୁହନ୍ତି ତ ଅନେକ ଲୋକଙ୍କ ପାଇଁ ଇଂରାଜୀ କହିବା କାଠିକର ପାଠ ହୋଇଥାଏ । ସମସ୍ତ ସରକାରୀ ଓ ବେସରକାରୀ ଚାକିରିରେ ଇଂରାଜୀ ଭାଷାର ଗୁରୁତ୍ଵ ରହିଛି ଯଦି ଆପଣ ଭଲ ଇଂରାଜୀ କହିପାରୁ ଛନ୍ତି ତା ହେଲେ ଆପଣଙ୍କୁ ନିଶ୍ଚୟ ଭଲ ଚାକିରି ମିଳିବ । ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଭିକାରୁଣୀ ବହୁତ ସୁନ୍ଦର ଇଂରାଜୀ କହୁଥିବାର ନଜର ଆସୁଛନ୍ତି ।

ବନ୍ଧୁଗଣ ଏହି ଭିକାରୁଣୀ ଜଣକ ବାରଣାସୀରେ ଭିକ ମାଗି ନିଜର ପୋଷଣ କରୁଛନ୍ତି । ତେବେ ଭାଇରାଲ ହେଉଥିବା ଭିଡିଓରେ ତାଙ୍କୁ ଜଣେ ବ୍ୟକ୍ତି ପଚାରୁ ଛନ୍ତି ଆପଣ କେତେ ବର୍ଷ ହେଲାଣି ବାରଣାସୀରେ ଅଛନ୍ତି । ଏହାର ଉତ୍ତର ଦେଇ ଭିକାରୁଣୀ କହୁଛନ୍ତି ସେ ଦୀର୍ଘ ୩ ବର୍ଷ ହେବ ବାରଣାସୀରେ ଅଛନ୍ତି ।

ଏହା ପରେ ବ୍ୟକ୍ତି ତାଙ୍କୁ ଇଂରାଜୀରେ ପଚାରୁ ଛନ୍ତି, ଆପଣ ତ କମ୍ପୁଟର ଡିଗ୍ରୀ କରିଛନ୍ତି ଆପଣଙ୍କୁ କଣ ଚାକିରି ଦରକାର । ଭିକାରୁଣୀ ଚାକିରି କରିବା ପାଇଁ ହଁ କହୁଛନ୍ତି । ସେହି ଭିକାରୁଙ୍କ ନାମ ହେଉଛି ସ୍ଵାତି ସେ ଚାକିରି ପାଇବା ପାଇଁ ଲୋକ ମାନଙ୍କୁ ସାହାର୍ଯ୍ୟ ମାଗିଛନ୍ତି । ବନ୍ଧୁଗଣ ସ୍ଵାତିଙ୍କ ପାଇଁ ଏହି ବ୍ୟକ୍ତି ଜଣକ ମଧ୍ୟ ଭିଡିଓରେ ସମସ୍ତଙ୍କୁ ଚାକିରି ବୁଝିବା ପାଇଁ ନିବେଦନ କରିଛନ୍ତି । ବନ୍ଧୁଗଣ ମଣିଷ ଜନ୍ମରୁ ଭିକାରି ନଥାଏ ।

ମଣିଷ ଜୀବନରେ ଅନେକ କଷ୍ଟ ଓ ସଂଘର୍ଷ ଆସିଥାଏ ପରିସ୍ଥିତିରେ ପଡି ସେ ଭିକ ମାଗିଥାଏ । ବନ୍ଧୁଗଣ ସ୍ଵାତି ଏତେ ପାଠ ପଢି ମଧ୍ୟ ପରିସ୍ଥିତିରେ ପଡି ଭିକ ମାଗୁଛନ୍ତି । ସ୍ଵାତିଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *