ଗର୍ଭାବସ୍ଥା ସମୟରେ ଶାରିରୀକ ସମ୍ପର୍କ ରଖିବା ଠିକ ନା ଭୁଲ, ଜାଣନ୍ତୁ କଣ କୁହନ୍ତି ଡକ୍ଟର

ନମସ୍କାର ବନ୍ଧୁଗଣ ଗର୍ଭବତୀ ହୋଇଥିବା ବେଳେ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଠିକ କିମ୍ବା ଠିକ ନୁହେଁ କିମ୍ବା ସେହି ସମୟରେ କେଉଁ କେଉଁ କଥା କୁ ଧ୍ୟାନ ରଖିବା ନିହାତି ଆବଶ୍ୟକ । ଏବଂ କେବେ କରିବା କଥା ଏବଂ କେବେ କରିବା କଥା ନୁହେଁ ଏବଂ କଣ କଣ ସବୁ ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ ଯାହା ଫଳରେ ଗ-ର୍ଭ ରେ ବଢୁ ଥିବା ଶିଶୁ ଉପରେ କୌଣସି ପ୍ରଭାବ ପଡେ ନାହିଁ । ଏହି ସବୁ ପ୍ରଶ୍ନ ବହୁତ ଲୋକଙ୍କ ମନରେ ଉଠିଥାଏ ତେବେ ଆସନ୍ତୁ ଜାଣିନେବା ସେହି ସବୁ ବିଷୟରେ ଏବଂ କେଉଁ କେଉଁ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ତାହା ମଧ୍ୟ ସ୍ପଷ୍ଟ ଭାବରେ ଜାଣିନେବା ।

ପ୍ରଥମେ ଆସନ୍ତୁ ଜାଣିନେବା କି କଣ ସବୁ ଅସୁବିଧା ଥିଲେ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଉଚିତ ନୁହେଁ । କିନ୍ତୁ ଯଦି ଆମେ ଏହି ଅସୁବିଧା କୁ ଅଣଦେଖା କରି ଶା-ରୀ-ରି-କ ସଂ-ପ-ର୍କ ରଖିବେ ତେବେ ଏହା ଦ୍ୱାରା ଆମର ଗ-ର୍ଭ ଭିତରେ ହିଁ ଶିଶୁ ଟି ନ-ଷ୍ଟ ହୋଇ ଯାଇଥାଏ ।

ସେହି ଅସୁବିଧା ଗୁଡ଼ିକ ହେଉଛି ଯଦି ଆପଣଙ୍କ ର ଆଗରୁ ବହୁତ ଥର ଗ-ର୍ଭ ଭିତରେ ହିଁ ଛୁଆ ନ-ଷ୍ଟ ହୋଇଛି । କିମ୍ବା ଆପଣ ଙ୍କର ଯାଆଁଳା ଛୁଆ କିମ୍ବା ଏକା ସହିତ ତିନୋଟି ସନ୍ତାନ ହେବାର ଅଛି । କିମ୍ବା ଆପଣ ଙ୍କ ର ବ୍ଳଡିଂ ହେଉଛି ଏବଂ ଡାକ୍ତର ଙ୍କ ପରାମର୍ଶ ରେ ତାହା ଭଲ ହେଉଛି କିମ୍ବା ଆପଣ ଙ୍କ ର ପ୍ଲାସେଣ୍ଟା ତଳ ଆଡ଼କୁ ଅଛି ଏହି ସବୁ ଅସୁବିଧା ଥିଲେ ଆପଣ ଶା-ରୀ-ରି-କ ସଂ-ପ-ର୍କ ରଖନ୍ତୁ ନାହିଁ ।

ଆପଣ ଙ୍କ ଡାକ୍ତର ମଧ୍ୟ ଯଦି କହିଥିବେ କି ଶା-ରୀ-ରି-କ ସ-ମ୍ପ-ର୍କ ରଖିବେ ନାହିଁ ତେବେ ଆପଣ ଆଦୌ ଶା-ରୀ-ରି-କ ସଂ-ପ-ର୍କ ରଖନ୍ତୁ ନାହିଁ । ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିନେବା କି ଏହି ସବୁ ଅସୁବିଧା ସମୟରେ ଶା-ରୀ-ରି-କ ସଂ-ପ-ର୍କ ରଖିଲେ କଣ ସବୁ କ୍ଷ-ତି ହୋଇ ପାରେ ।

ଯଦି କୌଣସି ଗ-ର୍ଭ-ବ-ତୀ ମହିଳା ଙ୍କର ଏହି ସବୁ ଅସୁବିଧା ମାନ ରହିଛି ଏବଂ ଡାକ୍ତର ବାରଣ ମଧ୍ୟ କରିଛନ୍ତି କିନ୍ତୁ ଯଦି ସେ ସେହି ସବୁ କୁ ନ ମାନି ଶା-ରୀ-ରି-କ ସ-ମ୍ପ-ର୍କ ରଖିଥାନ୍ତି ତେବେ ତାଙ୍କ ର ପ୍ରଥମ ତିନି ମାସ ରେ ମିସ କ୍ୟା-ରେ-ଜ ଅର୍ଥାତ ଗ-ର୍ଭ ରେ ହିଁ ଛୁଆ ଟି ନ-ଷ୍ଟ ହେବାର ବହୁତ ସମ୍ଭାବନା ରହିଛି । କିମ୍ବା ତାଙ୍କ ର ଡେ-ଲି-ଭ-ରି ବହୁତ ଶୀଘ୍ର ହୋଇ ଯିବାର ସମ୍ଭାବନା ରହିଛି ଯାହା ଶିଶୁ ପାଇଁ ବହୁତ କ୍ଷ-ତି କାରକ ଶିଶୁ ଉପରେ ଏହାର ଖୁବ ଖରାପ ପ୍ରଭାବ ପଡ଼ିଥାଏ ।

କାରଣ ଶୀଘ୍ର ଡେଲିଭରି ଯୋଗୁଁ ଶିଶୁ ର ସମ୍ପୂର୍ଣ୍ଣ ବିକାଶ ହୋଇ ନଥାଏ ତେଣୁ ସେ ସାଧାରଣ ପିଲାଙ୍କ ଭଳି ହୋଇ ନ ପାରେ କିମ୍ବା ତାର ବୃଦ୍ଧି ରେ ଏବଂ ବୁଦ୍ଧି ର ବିକାଶ ପାଇଁ ବହୁତ ସମୟ ମଧ୍ୟ ଲାଗି ପାରେ । ଆପଣ ଙ୍କ ଶରୀର ବହୁତ ଦୁର୍ବଳ ମଧ୍ୟ ହୋଇଯିବ ।

କିନ୍ତୁ ଯେଉଁ ମାନଙ୍କ ର ଏହି ସବୁ ଅସୁବିଧା ନାହିଁ ତେବେ ସେମାନେ ଶା-ରୀ-ରି-କ ସ-ମ୍ପ-ର୍କ ରଖି ପାରିବେ କିନ୍ତୁ ଏହାର ଧ୍ୟାନ ଦେବା ଆବଶ୍ୟକ କି ସଂ-ପ-ର୍କ ରଖିବା ସମୟରେ ଗ-ର୍ଭ-ବ-ତୀ ମହିଳା ଙ୍କୁ କୌଣସି କଷ୍ଟ ନ ହେବ । କିମ୍ବା କୌଣସି ସଂକ୍ରମଣ ନ ହେବ ସେଥି ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । କାରଣ ମହିଳା ଙ୍କୁ କିଛି ବି ଅସୁବିଧା ହେଲେ ତାହା ସିଧା ତାଙ୍କ ଗ-ର୍ଭ ରେ ଥିବା ଶିଶୁ ଉପରେ ପଡ଼ିଥାଏ । ତେଣୁ ଗ-ର୍ଭା-ବ-ସ୍ଥା ସମୟରେ ଏହି ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *