ମା’ ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି ୩ ଟି ରାଶିର ଝିଅମାନେ, ଭୁଲରେ ବି କରନ୍ତୁ ନାହିଁ ଏମାନଙ୍କର ଅପମାନ

ହିନ୍ଦୁ ଧର୍ମଶାସ୍ତ୍ରରେ ଝିଅମାନଙ୍କୁ ଦେବୀଙ୍କ ରୁପ ବୋଲି କୁହାଯାଏ । ଆମ ଘରେ ଯେବେ ବି କୌଣସି ଝିଅ ଜନ୍ମ ନିଏ ତେବେ କୁହାଯାଏ କି ଲକ୍ଷ୍ମୀ ଆସିଛନ୍ତି ଓ ଏହା ସତ ମଧ୍ୟ ଅଟେ । ଝିଅମାନେ ଗଙ୍ଗା ଓ ଲକ୍ଷ୍ମୀଙ୍କ ସମାନ ହୋଇଥାନ୍ତି ଓ ତାଙ୍କ ଭାଗ୍ୟଦ୍ଵାରା ଘରର ଦସା ବଦଳି ଥାଏ । ଝିଅମାନଙ୍କର ପାଦ ଏତେ ସୌଭାଗ୍ୟଶାଳୀ ହୋଇଥାଏ ଯେଉଁ ଘରେ ପଡେ ସେଇ ଘରର ଭାଗ୍ୟ ଚମକିଉଠେ ଓ ସେ ଘର ଧନ ସମ୍ପତିରେ ସବୁବେଳେ ଭରି ରହିଥାଏ । ଆପଣଙ୍କ ଜାଣିବା ନିମନ୍ତେ କହିଦେଉଛୁ ଏହି ୩ ଟି ରାଶିର ଝିଅମାନେ ଗଙ୍ଗାଜଳ ଭଳି ପବିତ୍ର ହୋଇଥାନ୍ତି ଓ ତାଙ୍କର ପ୍ରକୃତି ଓ ସ୍ଵଭାବ ବହୁତ ହିଁ ସରଳ ହୋଇଥାଏ ଓ ତାଙ୍କ ହୃଦୟ ପୁରାପୁରି ସଫା ହୋଇଥାଏ । ସେ କେଉଁ କେଉଁ ରାଶିସବୁ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

୧. ମେଷ ରାଶିର ଝିଅ –

ମେଷ ରାଶିର ଝିଅମାନେ ବହୁତ ସରଳ ସ୍ଵଭାବର ହୋଇଥାନ୍ତି ଓ ଏମାନେ ସବୁବେଳେ ସତ କହିଥାନ୍ତି ଓ ଏମାନେ ସତ ଶୁଣିବାକୁ ମଧ୍ୟ ଭଲ ପାଇଥାନ୍ତି । ଏହି ଝିଅମାନେ ମିଛରୁ ଦୂରେଇ ରହିବାକୁ ପସନ୍ଦ କରିଥାଆନ୍ତି ଓ ଯଦି ତାଙ୍କର କୌଣସି ସାଙ୍ଗ ମିଛ କହିଥାନ୍ତି ତେବେ ଏମାନେ ସେହି ବ୍ୟକ୍ତିଙ୍କ ଠାରୁ ଦୁରେଇ ରହିଥାଆନ୍ତି ଓ ସେମାନଙ୍କ ସହ ମିଶନ୍ତି ନାହିଁ ।

ଏହି ଝିଅମାନେ କେବେ କାହାକୁ ଧୋଖା ଦିଅନ୍ତି ନାହିଁ ଓ ଯଦି କିଛି କଥା ହେଇଥାଏ ତେବେ ସେ ସେହି କଥା ବିଷୟରେ ସେହି ବ୍ୟକ୍ତିକୁ ପ୍ରଥମେ କହି ଦେଇଥାନ୍ତି ତାଙ୍କୁ କେବେ ଧୋକାରେ ରଖନ୍ତି ନାହିଁ । ଏହି ଝିଅମାନଙ୍କର ଏହି ଅଭ୍ୟାସ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ ଓ ଏହି ଝିଅମାନେ ଭଲ ଚରିତ୍ରର ହୋଇଥାନ୍ତି ସେଥିପାଇଁ ଏମାନଙ୍କୁ ଗଙ୍ଗାଭଳି ପବିତ୍ର କୁହାଯାଏ ।

୨. କର୍କଟ ରାଶିର ଝିଅ –

ଏହି ରାଶିର ଝିଅମାନେ ବହୁତ ସଚ୍ଚୋଟ ଓ ସରଳ ସ୍ୱଭାବର ହୋଇଥାନ୍ତି ଓ ଏମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଇଥାନ୍ତି, ତାଙ୍କ ସ୍ବାମୀ ଯେମିତି ହେଇଥାନ୍ତୁ ନା କାହିଁକି ।  ଏହି ଝିଅମାନେ ଲୋଭରୁ ବହୁତ ଦୁରରେ ରହିଥାନ୍ତି ଓ ନିଜର ସ୍ଵାମୀ ସହିତ ଯେମିତି ବି ପରିସ୍ଥିତି ହେଉ ସେଥିରେ ଜୀବନ ଖୁସିରେ ବିତେଇ ଥାଆନ୍ତି ଓ କେବେ ବି କାହାର ମନକୁ କଷ୍ଟ ପହଞ୍ଚାଇ ନଥାନ୍ତି ।

୩. କୁମ୍ଭ ରାଶିର ଝିଅ

ଏହି ରାଶିର ଝିଅମାନେ ବହୁତ ଆକର୍ଷିତ ହୋଇଥାନ୍ତି । ଯିଏ ନିଜ ପାର୍ଟନରଙ୍କୁ ବହୁତ ଭଲ ପାଇଥାନ୍ତି ଓ ତାଙ୍କ ଖୁସି ପାଇଁ କିଛି ବି କରି ପାରନ୍ତି । ଏମାନେ ପାର୍ଟନରଙ୍କୁ ନେଇ ବହୁତ ସଚ୍ଚୋଟ ବି ହୋଇଥାନ୍ତି । ଏମାନେ କେବେ ବି ନିଜ ପାର୍ଟନରଙ୍କୁ ଧୋକା ଦିଅନ୍ତି ନାହିଁ । ଏଣୁ ଏମାନଙ୍କୁ ଗଙ୍ଗା ଭଳି ପବିତ୍ର ବୋଲି କୁହାଯାଏ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏମିତି ଜ୍ଯୋତିଷ ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *