ଦେଖନ୍ତୁ କେମିତି ଧୁମଧାମ ରେ Ganesh puja ପାଳନ କଲେ Ollywood ର ହୀରୋ ଓ ହିରୋଇନ ମାନେ ? ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ । ଏହି ପର୍ବ ପ୍ରତ୍ୟେକ ହିନ୍ଦୁ ଙ୍କ ଘରେ ଘରେ ପାଳନ କରାଯାଇଥାଏ । ପ୍ରଭୁ ବିଘ୍ନ ହର୍ତା ଙ୍କୁ ସମସ୍ତେ ନିଜ ଘରକୁ ଆଣି ପୂଜାର୍ଚ୍ଚନା କରିଥାନ୍ତି ଏବଂ ନିଜ ଜୀବନ ରେ ଥିବା ସମସ୍ତ ଦୁଃଖ କଷ୍ଟ କୁ ଦୂର କରିବା ନିମନ୍ତେ ପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥାନ୍ତି । ସେହିପରି ପ୍ରତି ବର୍ଷ ଓଲିଉଡ ହେଉ ଅଥବା ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଗଣେଶ ପୂଜା ଖୁବ ଧୂମଧାମରେ ପାଳନ କରିଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଏହି ବର୍ଷ ଓଲିଉଡ ଇଣ୍ଡଷ୍ଟ୍ରୀ ର ସେଲିବ୍ରିଟି ମାନେ କିପରି ନିଜ ଘରେ ଏହି ପର୍ବ ପାଳନ କରିଛନ୍ତି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ । ନୂଆ ବାହା ହୋଇଥିବା ଝିଲ୍ଲୀକ ନିଜ ଶାଶୂଘରେ ଗଣେଶ ପୂଜା ପାଳନ କରିଛନ୍ତି । ଏହି ବର୍ଷ ନିଜ ଶାଶୂଘର ପରିବାର ବର୍ଗ ଙ୍କ ସହିତ ସେ ଗଣେଶ ପୂଜା ପର୍ବ ଖୁବ ଧୁମଧାମରେ ପାଳନ କରିଛନ୍ତି ।

୨. ଏହି ଲିଷ୍ଟ ର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶନୀ । ଏହି ଅଭିନେତ୍ରୀ ମଧ୍ୟ ଏହି ବର୍ଷ ବିଘ୍ନ ହର୍ତା ଙ୍କ ପର୍ବ ଖୁବ ଉଲ୍ଲାସ ର ସହିତ ପାଳନ କରିଛନ୍ତି । ଯାହାର ଫଟୋ ସୋ-ସି-ଆ-ଲ ମି-ଡି-ଆ ରେ ଦେଖିବାକୁ ମିଳିଛି ।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ନବ ବିବାହିତା ଯୋଡ଼ି ସମ୍ବିତ ଏବଂ ସାୟୋନା । ଏହି ଯୋଡ଼ି ଏହି ବର୍ଷ ଏକାଠି ଏହି ବର୍ଷ ଗଣେଶ ପୂଜା ପାଳନ କରିଛନ୍ତି ଏବଂ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ଫଟୋ ମଧ୍ୟ ପୋ-ଷ୍ଟ କରିଥିଲେ ।

୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତା ଶ୍ରିତମ ଦାସ । ଏହି ଅଭିନେତା ମଧ୍ୟ ନିଜ ଘରେ ଗଣେଶ ଭଗବାନ ଙ୍କ ମୂର୍ତ୍ତି ସ୍ଥାପନ କରି ନିଜ ପତ୍ନୀ ପୁନମ ଓ ଝିଅ ଙ୍କ ସହିତ ଏହି ପର୍ବ କୁ ଧୂମଧାମ ରେ ପାଳନ କରିଛନ୍ତି ।

୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଛନ୍ଦିତା । ଛନ୍ଦିତା ଙ୍କୁ ଆପଣ ମାନେ ତୋ ଅଗଣାର ତୁଳସୀ ମୁଁ ଧାରାବାହିକ ରେ ଦେଖିଥିବେ । ଏହି ଅଭିନେତ୍ରୀ ମଧ୍ୟ ସମ୍ପୂର୍ଣ୍ଣ ରୀତି ନୀତି ରେ ଗଣେଶ ପୂଜା ପର୍ବ ପାଳନ କରିଛନ୍ତି ଏବଂ ଏହା ସହିତ ସେ ମରାଠୀ ବେଶ ରେ ସଜବାଜ ମଧ୍ୟ ହୋଇଛନ୍ତି । ଏହି ଅଭିନେତ୍ରୀ ନିଜର ଫଟୋ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ ରେ ପୋ-ଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *