ଗଛରେ ବସିଥିଲେ ମାଙ୍କଡ, ପଡିଲା ଘଡ଼ଘଡ଼ି ଏକା ସାଙ୍ଗରେ ଚାଲିଗଲା 50 ମାଙ୍କଡ଼ଙ୍କ ପ୍ରାଣ…

ନମସ୍କାର ବନ୍ଧୁଗଣ ।  ସୂଚନା ମୁତାବକ ଗତକାଲିର କାଳ ବୈଶାଖୀ ନେଇଯାଇଥିଲା 50 ମାଙ୍କଡ଼ଙ୍କ ଜୀବନ । ହଁ ଦଶକବନ୍ଧୁ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ମାଙ୍କଡ଼କୁ ହନୁମାନଙ୍କ ପ୍ରତୀକ ମାନ୍ୟତା ଦିଆଯାଇଥାଏ । ଅନେକ ସ୍ଥାନମାନଙ୍କ ମାଙ୍କଡ଼କୁ ପୂଜା ମଧ୍ୟ କରାଯାଏ । ମାତ୍ର ଗତକାଲି ସୋମବାରର ଝଡ଼ ତୁଫାନ ଓ ଭୟଙ୍କର ବିଜୁଳି ଅକାଳରେ ନେଇଗଲା 50  ମାଙ୍କଡ଼ଙ୍କ ପ୍ରାଣ ।

ଅଶୁଭ ପରେ ଅଶୁଭ ଘଟଣା ବାଲେଶ୍ଵର ଜିଲ୍ଲାରେ ଦେଖିବାକୁ ମିଳିଛି । ଦେଶରେ ରେଳ ଦୁର୍ଘଟଣା ଲୋକମାନଙ୍କ ମନରୁ ଲିଭିବା ମଧ୍ୟରେ ଘଟୁଥିଲା ଗୋଟେ ପରେ ଗୋଟେ ରେଳ ଦୁର୍ଘଟଣା ତହି ମଧ୍ୟରୁ ବାଲେଶ୍ଵରରେ ମଧ୍ୟ ରେଳରେ ନିଆଁ ଅଘଟଣ ଅନ୍ୟତମ  । ଏବେ 50 ମାଙ୍କଡ଼ମାନଙ୍କ ଉପରେ ଘଡ଼ଘଡ଼ି ପଡି ମରିଯାଇଥିବା ସୂଚନା ମିଳିଛି ।

ତେବେ ମାଙ୍କଡ଼ମାନଙ୍କ ମୃତ୍ୟୁ ପରେ ଲାଗୁଛି ଯେମିତି ବାଲେଶ୍ଵର ଜିଲ୍ଲାରେ ବିପଦ ମାଡି ଆସୁଛି । କାରଣ ହନୁମାନଙ୍କ ସ୍ୱରୂପ ହୋଇଥିବା ମାଙ୍କଡ଼ ଆମକୁ ଆଗାମୀ ବଡ ବିପଦ ସମ୍ପର୍କରେ ସୂଚନା ଦେଇଥାଏ ତେବେ ଏହା କଣ ବାଲେଶ୍ଵର ପାଇଁ ଅଶୁଭ ସଙ୍କେତ ?  ଏହି ଘଟଣାଟି ହେଉଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ବାଲିଆପାଳର।

ଖବର ମୁତାବକ ଗତ ସୋମବାରଦିନ ସକାଳ ସମୟରେ ଭୟଙ୍କର ତମାମ ଖରା ହେଉଥିଲା ଲୋକେ ବାହାରକୁ ଯିବାକୁ ଡରୁଥିଲେ  । ତେବେ  ହଠାତ ସନ୍ଧ୍ୟା ବେଳେ  ଏକ ଭୟଙ୍କର କାଳ ବୈଶାଖୀ ଉତ୍ପନ ହୋଇଥିଲେ । ଘଡ଼ଘଡ଼ି ସହ ବର୍ଷା ଅନେକ ରାଜ୍ୟରେ ହୋଇଥିଲା ଏହି ସମୟରେ ମାଙ୍କଡ଼ମାନେ ଆହାର ଖୋଜିବା ପାଇଁ ବାହାରିଥିଲେ ମାତ୍ର ବର୍ଷା କାରଣ ବଡ ସାହି ର  ଏକ ବିରାଟ ଗଛରେ ଆଶ୍ରୟ ନେଇଥିଲେ ।

ତେବେ 50 ମାଙ୍କଡ଼ ଆଶ୍ରୟ ନେଉଥିବା ଗଛ ଉପରେ ବିଜୁଳି ପଡି ନିଆଁ ଲାଗିବା ହେତୁ 12 ଜଣ ମାଙ୍କଡ଼ଙ୍କର  ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ନିଆଁଶମ ବାହିନୀ ଆସି ଅନ୍ୟାନ୍ୟ ମାଙ୍କଡ଼ ମାନଙ୍କୁ ଚିକିତ୍ସା କରାଇଥିଲେ । ମାତ୍ର ସେମାନଙ୍କର ମଧ୍ୟ ଘଟଣା ସ୍ଥଳରେ ପରଲୋକ ଘଟିଥିଲା । ତେବେ ଏହି ଘଟଣା ଶୁଣିବା ପରେ ଲୋକମାନଙ୍କ ହୋସ ଉଡିଯାଇଥିଲା । ପାପ ସେ ମାଙ୍କଡ଼ମାନେ ଜାଣିନ ଥିଲେ ତାଙ୍କ ମୃତ୍ୟୁ ହେବ ବୋଲି । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published.