ଦେଖନ୍ତୁ Video: ଗଛରେ ଝୁଲିଛି ବସ ! ଦେଖନ୍ତୁ ଛାତିଥରା ଦୃଶ୍ୟ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକ ଲୋକମାନେ ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଛନ୍ତି । ଲୋକମାନେ ଯେକୌଣସି ସ୍ଥାନରେ ରହି କେଉଁ ଦେଶରେ କଣ ଘଟୁଛି ଯାହା ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ଆପଣ ମାନେ ନିଜ ଜୀବନରେ ଅନେକ ସଡକ ଦୁର୍ଘଟଣା ଦେଖିଥିବେ । ସାଧାରଣତଃ ସଡକ ଦୁର୍ଘଟଣା ଛୋଟ କିମ୍ବା ବଡ ହୋଇଥାଏ ।

କେତେକ ଦୁର୍ଘଟଣାରେ ଶୋଭାଗ୍ୟ ବଶତଃ ଅଧିକ କିଛି ହୋଇ ନଥିବା ବେଳେ କେତେକ ଦୁର୍ଘଟଣାରେ ବହୁତ କ୍ଷୟ କ୍ଷତି ହୋଇଥାଏ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏକ ବସ ଗଛ ଉପରେ ଝୁଲୁ ଥିବାର ନଜର ଆସୁଛି । ଯାତ୍ରୀବାହି ବସଟି ଯେଉଁ ଭଳି ଭାବରେ ଦୁର୍ଘଟଣା ଗସ୍ତ ହୋଇଛି ତାହା ଦେଖିଲେ ଆପଣ ମାନଙ୍କ ହୋସ ଉଡିଯିବ । ତେବେ ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ ।

ଅଳ୍ପକେ ବର୍ତିଲେ ୫୦ ଯାତ୍ରୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ମାଧପୁର ନିକଟରେ ବସ ଦୁର୍ଘଟଣାଗସ୍ତ । ବସଟି ବହୁତ ମାତ୍ରାରେ କ୍ଷତି ଗସ୍ତ ହୋଇଛି ହେଲେ ଶୋଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି 50 ଜଣ ଛାତ୍ରୀ । ତେବେ ବନ୍ଧୁଗଣ ଏହି ଘଟଣାଟି ଗତ କିଛି ସମୟ ହେବ ଘଟିଛି ଆଉ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଘଟଣା ସ୍ଥଳରେ ଥିବା କିଛି ଲୋକ ବସର ଭିଡିଓ କରିଛନ୍ତି । ସ୍ଥାନୀୟ ପୋଲିସ ଷ୍ଟେସନକୁ ମଧ୍ୟ ଖବର ଦିଆଯାଇଛି । ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଭାଇରାଲ ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନୁଇଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *