ଗାଁ ଦାଣ୍ଡରେ ସାଙ୍ଗ ହୋଇ ଖେଳୁଥିଲେ, କିନ୍ତୁ ଭାଗ୍ୟର ବିଡମ୍ବନା ଏକା ସହ ଜଳିଲେ 3 ସାଙ୍ଗ, ଗାଁ ଦାଣ୍ଡରେ ପଡିଛି କାନ୍ଦ ବୋବାଳି…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଦୁଃଖଦ ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି ଯେ ଯାହାକୁ ସହଜରେ କେହି ମଧ୍ୟ ଗ୍ରହଣ କରି ପାରୁ ନାହାଁନ୍ତି । ଆପଣ ମଧ୍ୟ ଏହା ଜାଣିଲେ ମର୍ମହାତ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସେହି ଘଟଣା ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ । ଗୋଟିଏ ଗାଁରୁ ଲିଭିଯାଇଛି ୩ ଜୀବନ ଦ୍ଵିପ । ପୁଅର ଜୁଇ କୁ ଦେଖି ମା’ କାନ୍ଧୁଛି । ପୁଅର ଜୁଇ କୁ ଦେଖି ଗଡି ଯାଉଛନ୍ତି ଘରଲୋକେ । ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଅଟେ । ଏହି ଦୃଶ୍ୟ କୁ ଦେଖିଲେ ଆଖିରେ ଲୁହ ରହୁନାହିଁ ।

ଗାଁ ଲୋକେ ମଧ୍ୟ କାନ୍ଦିବାରେ ଲାଗିଛନ୍ତି । କାହା ମୁହଁରେ ହସ ଟିକିଏ ନାହିଁ । ସମସ୍ତେ କାନ୍ଦୁଛନ୍ତି ଗୋଟିଏ ଗ୍ରାମରୁ ଚାଲିଯାଇଛି ୩ ପୁଅ ଙ୍କ ଜୀବନ । କାନ୍ଦ ବୋବାଳୀରେ ଫାଟି ପଡୁଛି ପରିବେଶ । ଯେଉଁ ବୟସରେ ପୁଅର ଖେଳିବା ବୁଲିବା କଥା ଆଜି ସେହି ବୟସରେ ପୁଅର ଜଳୁଛି ଜୁଇ । ଘଟଣାଟି ଥିଲା କିଛି ଏହିଭଳି ଅପରାହ୍ନ ପ୍ରାୟ ୧ ଘଟିକା ସମୟରେ ଗାଁର କିଛି ପିଲା ପୋଖରୀ କୁ ଗାଧୋଇବାକୁ ଯାଇଥିଲେ ।

ଦୁର୍ଭାଗ୍ୟ ବଶତଃ ସେମାନଙ୍କ ମଧ୍ୟରୁ ୩ ଜଣ ପିଲା ପାଣିରେ ବୁଡିଯାଇଥିଲେ । ସେମାନଙ୍କ ସହିତ ଯାଇଥିବା ଅନ୍ୟ ପିଲାମାନେ ଚିତ୍କାର କରି ଡାକିବାରୁ ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ । ପିଲାମାନଙ୍କୁ ଉଦ୍ଧାର କରାଯାଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃ-ତ ଘୋଷଣା କରିଥିଲେ । ବର୍ତ୍ତମାନ ଗୋଟିଏ ମଶାଣିରେ ଜଳୁଛନ୍ତି ୩ ଶାଙ୍ଗ, ଜଳୁଛି ସେମାନଙ୍କ ଜୁଇ । ଆଉ ଏହି ଜୁଇ କୁ ଦେଖି ସେମାନଙ୍କ ମା’ କାନ୍ଦିବାରେ ଲାଗିଛନ୍ତି ।

ପିଲା ସବୁ ଏକାଠି ସାଙ୍ଗ ହେଉଥିଲେ କିନ୍ତୁ ଏକାଠି ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି । ଗାଁ ଦାଣ୍ଡରେ ସେମାନେ ଲୁଚାଲୁଚି ଖେଳନ୍ତି । ଆଖିରେ ପଟି ବାନ୍ଧି ସାଙ୍ଗସାଥି ଙ୍କ ସହିତ ଖେଳନ୍ତି । ସାଙ୍ଗ ମାନଙ୍କ ସହିତ କବାଡି ଖେଳିବାକୁ ମଧ୍ୟ ଭଲ ପାଉଥିଲେ ଏହି ୩ ପିଲା । ମାତ୍ର ଆଜିଭଳି ଦିନରେ ହିସବୁ ଯେମିତି ସଂପୂର୍ଣ୍ଣ ଭାବରେ ଫିକା ପଡିଯାଇଛି ।

ଏହି ଜୁଇକୁ ଦେଖିଲେ ଏହା ପ୍ରତୀକ ହେଉଥିଲା ଯେ ଯେମିତି ପିଲାଏଁ ଏଠାରେ ଲୁଚାଲୁଚି ଖେଳ ଖେଳୁଛନ୍ତି । ମାତ୍ର ଯଦି ସେମାନେ ପୋଖରୀ କୁ ଗାଧୋଇ ଯାଇନଥାନ୍ତେ ତେବେ ବୋଧ ହୁଏ ସେମାନେ ବଞ୍ଚିଯାଇଥାନ୍ତେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *