ଶ୍ରଦ୍ଧା ଥିଲା ଫ୍ରିଜରେ, ପ୍ରେମିକ ଅନ୍ୟ ଝିଅଙ୍କୁ ଫ୍ଲାଟ କୁ ଡାକି ସେହି ରୁମରେ କରୁଥିଲା ରାସଲୀଳା, ଆଉ ତା’ପରେ ଯାହା କରୁଥିଲା ଶୁଣିଲେ ଛାତି ଥରିବ…

ବନ୍ଧୁଗଣ, ଆପଣ ମାନେ ଏହା ତ ଜାଣିଛନ୍ତି ଯେ ଅଫତାଭ ଶ୍ରଦ୍ଧା କୁ ମ-ଆରି ୩୫ ଖ-ଅଣ୍ଡ କଲା । କିନ୍ତୁ ଏହାପରେ ଅଫତାଭ କଣ କଲା ଆସନ୍ତୁ ଜାଣିନେବା । ଅଫତାଭ ଶ୍ରଦ୍ଧା ଙ୍କୁ ୩୫ ଖ-ଅଣ୍ଡ କରି କ-ଆଟିବା ପରେ ସେ ନିଜ ରୁମ କୁ ଭଲ ଭାବରେ ସଫା କରିଲା । ଅନଲାଇନରୁ ଖାଇବା ଅଡର କରିଲା ଆଉ ତାହାର ନୂଆ ଗାର୍ଲଫ୍ରେଣ୍ଡ କୁ ନିଜର ସେହି ରୁମ କୁ ଡାକିଲା । ସେଠାରେ ତାହା ସହିତ ଶା-ରଇରିକ ସ-ଅମ୍ପର୍କ ରଖିଲା । ଆଉ ଶ୍ରଦ୍ଧା ଙ୍କ ଶରୀରକୁ ସେତେବେଳେ ସେ ଏକ ନୂଆ ୩୦୦ ଲିଟର ଫ୍ରିଜରେ ଭର୍ତ୍ତି କରି ରଖିଥିଲା ।

ଆଉ ଏହା ସହିତ ସେ ରିସର୍ଜ କରିବା ଆରମ୍ଭ କରିଥିଲା ମନୁଷ୍ୟ ଶରୀରର କେଉଁ ଅଙ୍ଗ କୁ ଆଗ କ-ଆଟି ଯଦି ତୁମେ ଫୋପାଡ ତାହା ଅନ୍ୟ ଅଙ୍ଗ ଅପେକ୍ଷା କୃତ କମ ସମୟରେ ପ-ଅଚିବା ଆରମ୍ଭ କରିବ । ଆଉ ଏହାପରେ ଅନେକ ଗୁଡିଏ ପ୍ଲାଷ୍ଟିକ ବ୍ୟାଗ କିଣି ଆଣିଲା । ଆଉ ସେହି ପ୍ଲାଷ୍ଟିକ ବ୍ୟାଗ ରେ ଗୋଟି ଗୋଟି କରି ଅଙ୍ଗ ସବୁ ପୁରାଇ ରଖିବା ଆରମ୍ଭ କରିଲା । ଏହା ସହିତ ଆମେରିକାନ ଟିଭି ସିରିସ DEXTER ରୁ ସେ ଏହି ସବୁର ପ୍ରେରଣା ନେଇଥିଲା ।

ମାତ୍ର କେବଳ ଏତିକି ନୁହେଁ ବରଂ ଶ୍ରଦ୍ଧା ର ଇଂଷ୍ଟାଗ୍ରାମ ଆକାଉଣ୍ଟ କୁ ଲଗଇନ କରିଲା ଆଉ ସେଠାରୁ ସେ ପ୍ରମାଣ ଦେଲା ଯେ ଶ୍ରଦ୍ଧା ବାସ୍ତବିକ ବଞ୍ଚିଛି । କେବଳ ଏତିକି ନୁହେଁ ତାହାର ଅନ୍ୟ ସୋ-ସି-ଆ-ଲ ମି-ଡି-ଆ ସାଇଟ ରେ ଅନ୍ୟ ଯୁବତୀ ସାଙ୍ଗ ମାନଙ୍କ ସହିତ ନିଜେ ଶ୍ରଦ୍ଧା ହୋଇ କଥାବାର୍ତ୍ତା କରିବା ମଧ୍ୟ ଆରମ୍ଭ କରିଲା ।

ଆଉ ଏହିଭଳି ଜଣାଇଲା ଯେ ଯେମିତି ତାହାର ଆଉ ଅଫତାଭ ଭିତରେ କୌଣସି କାରଣକୁ ନେଇ ମନୋମାଳିନ ହୋଇଛି । ଲୋକଙ୍କ ଆଗରେ ଏହିଭଳି ଅଭିନୟ କରିଲା ଯେ ଉଭୟ ଅଲଗା ହୋଇଯାଇଛନ୍ତି । ଶ୍ରଦ୍ଧା କୁ ହତ୍ୟା କରିବାର ୩ ସପ୍ତାହ ପର୍ଯ୍ୟନ୍ତ ସେ ଏହିଭଳି କାମ କରିବାକୁ ଆରମ୍ଭ କରିଲା । ମଇମାସ ୧୮ ତାରିଖରେ ଶ୍ରଦ୍ଧାକୁ ସେ ହ-ତ୍ୟା କରିଲା । ଆଉ ଏହାର ୩ ସପ୍ତାହ ପର୍ଯ୍ୟନ୍ତ ସେ ମଝିରେ ମଝିରେ ଶ୍ରଦ୍ଧା ର ଫୋନ ରୁ ତାହାର ସାଙ୍ଗ ଆଉ ପରିଜନ ମାନଙ୍କୁ ମେସେଜ କରିଲା ।

ଶ୍ରଦ୍ଧା ଙ୍କ ପରିବାର ଲୋକ ଏହା ଜାଣିଥିଲେ ଯେ ଶ୍ରଦ୍ଧା ଙ୍କର ତାଙ୍କ ସହିତ ସମ୍ପର୍କ ଭଲ ନାହିଁ । ଯଦିଓ ଶ୍ରଦ୍ଧା ମଝିରେ ମଝିରେ ତାଙ୍କ ମା ଙ୍କ ସହିତ କଥା ହେଉଥିଲେ । ମାତ୍ର ଶ୍ରଦ୍ଧା ଙ୍କ ବାପା ଙ୍କର ସନ୍ଦେହ ଆସିଲା ସେତେବେଳେ, ଯେତେବେଳେ ଦୁଇମାସ ପର୍ଯ୍ୟନ୍ତ ଶ୍ରଦ୍ଧା ଙ୍କ ର କୌଣସି ଫୋନ ଅନ ହେଲା ନାହିଁ ।

ଏହାପରେ ସେ ମୁମ୍ବାଇ ର ଏକ ଥାନା ରେ ମାମଲା ରୁଜୁ କରିଲେ । ଏହାପରେ ଦିଲ୍ଲୀ ପୋଲିସ ର ତଦନ୍ତ ରେ ସବୁ କଥା ସାମ୍ନା କୁ ଆସିଲା । ସବୁଠାରୁ ବଡ କଥା ହେଉଛି ଯେ ଭଲ ପାଉଥିବା ଝିଅ ର ପ୍ରାଣ ନେଇ ସେହି ଜାଗାରେ ଅନ୍ୟ ଝିଅ ମାନଙ୍କ ସହିତ ଶା-ରଇରିକ ସ-ଅମ୍ପର୍କ କିଭଳି ରଖିପାରିଲା ଅଫତାଭ । ତେବେ ଏହିଭଳି ବ୍ୟକ୍ତିତ୍ଵ କୁ କେଉଁ ଦଣ୍ଡ ମିଳିବା ଆବଶ୍ୟକ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *