Odia GK Questions- ଫ୍ରିଜ ପାଣି ପିଇବା ଦ୍ଵାରା କେଉଁ ରୋଗ ହୋଇଥାଏ ? ଜାଣିଲେ ଆଜିଠୁ ଫ୍ରିଜ ପାଣି ପିଇବା ଛାଡି ଦେବେ…

ବନ୍ଧୁଗଣ, ଆଜି ଆମ୍ଭେ GK ସମ୍ବନ୍ଧୀୟ ଏଭଳି କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହାକି ବହୁତ ମହତ୍ଵପୂର୍ଣ୍ଣ ଅଟେ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ସାବ୍ୟସ୍ଥ ହେବ । ଏହା ସହିତ ସରକାରୀ ଚାକିରୀ ନିମନ୍ତେ ନିଜକୁ ପ୍ରସ୍ତୁତ କରୁଥିବା ବ୍ୟକ୍ତି ବିଶେଷଙ୍କ ନିମନ୍ତେ ମଧ୍ୟ ଏହା ଗୁରୁତ୍ଵପୂର୍ଣ୍ଣ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ସର୍ବନିମ୍ନ ଆୟୁ କେତେ ହେବା ଆବଶ୍ୟକ ?

ଉତ୍ତର;- ୨୫ ବର୍ଷ ।

୨;- ସଂସାରର ସବୁଠାରୁ ବଡ ଫୁଲ କେଉଁଟି ?

ଉତ୍ତର;- ରେଫଲେସିଆ ।

୩;- ବିଶ୍ବରେ ସବୁଠାରୁ ଅଧିକ ମୋବାଇଲ ବନାଉଥିବା ଦେଶ କିଏ ?

ଉତ୍ତର;- ଚୀନ ।

୪;- କେଉଁ ଧାତୁ ବିଜୁଳିର ସବୁଠାରୁ ଅଧିକ ସୁଚାଳକ ଅଟେ ?

ଉତ୍ତର;- ଚାନ୍ଦି ।

୫;- ସବୁଠାରୁ ପ୍ରଥମେ GST ଚାଲୁ କରୁଥିବା ଦେଶ କେଉଁଟି ?

ଉତ୍ତର;- ଫ୍ରାନ୍ସ ।

୬;- ଭାରତରେ ଲୌହ ପୁରୁଷ ନାମରେ କିଏ ପରିଚିତ ?

ଉତ୍ତର;- ସରଦାର ବଲ୍ଲଭ ଭାଇ ପଟେଲ ।

୭;- ତାଲା ନଗରୀ ନାମରେ କେଉଁ ଜିଲ୍ଲା କୁ ଜଣାଯାଇଥାଏ ?

ଉତ୍ତର;- ଅଲିଗଡ ।

୮;- ମାନବ ଶରୀରର ସବୁଠାରୁ ଚୋଟ ହାଡ କେଉଁଠାରେ ମିଳିଥାଏ ?

ଉତ୍ତର;- କାନରେ ।

୯;- ମାନବ ଶରୀରର କେଉଁ ଅଙ୍ଗ ବିଜୁଳି ଉତ୍ପନ୍ନ କରିପାରେ ?

ଉତ୍ତର;- ମସ୍ତିଷ୍କ ।

୧୦;- ଗାନ୍ଧୀଜୀ ପୂର୍ବରୁ ଭାରତୀୟ ନୋଟରେ କାହା ଫଟୋଚିତ୍ର ଛପାଯାଇଥିଲା ?

ଉତ୍ତର;- ଅଶୋକସ୍ତମ୍ଭର ।

୧୧;- ଫଳର ରାଣୀ କାହାକୁ କୁହାଯାଇଥାଏ ?

ଉତ୍ତର;- ଲିଚି କୁ ।

୧୨;- ଭାରତୀୟ ମୁଦ୍ରା ନିମନ୍ତେ ପ୍ରତୀକ ଚିହ୍ନ ରୂପୟର ଡିଜାଇନ କିଏ ନିର୍ମାଣ କରିଥିଲେ ?

ଉତ୍ତର;- ଡି ଉଦୟ କୁମାର ।

୧୩;- ୨୦୦ ଟଙ୍କିଆ ନୋଟରେ ପଛପଟେ କାହା ଛବି ଛପା ଯାଇଛି ?

ଉତ୍ତର;- ସାଞ୍ଚି ସ୍ତୂପ ର ।

୧୪;- ଦିଲ୍ଲୀର ଲାଲ କିଲାର ନିର୍ମାଣ କିଏ କରାଇଲେ ?

ଉତ୍ତର;- ଶାରଜାହା ।

୧୫;- ଭାରତରେ କାହାକୁ ବ୍ୟାଙ୍କ ମାନଙ୍କର ବ୍ୟାଙ୍କ କୁହାଯାଇଥାଏ ?

ଉତ୍ତର;- ଭାରତୀୟ ରିଜର୍ଭ ବ୍ୟାଙ୍କ ।

୧୬;- ନିମ୍ନଲିଖିତ ମଧ୍ୟରୁ କେଉଁ ବ୍ୟାଙ୍କ ଭାରତର କେନ୍ଦ୍ରିୟ ବ୍ୟାଙ୍କ ଅଟେ ?

ଉତ୍ତର;- ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ।

୧୭;- ରେଳ ପଥର ମିଟର ଗେଜର ଚଉଡା କେତେ ହୋଇଥାଏ ?

ଉତ୍ତର;- ୧ ମିଟର ।

୧୮;- ଟ୍ରାଫିକ ସିଗନାଲ ର ଆରମ୍ଭ ସବୁଠାରୁ ପ୍ରଥମେ କିଏ କରିଥିଲେ ?

ଉତ୍ତର;- ରେଲୱେ ।

୧୯;- ମନ୍ଦିର ମାନଙ୍କର ପୂଣ୍ୟ ଭୂମି ଭାରତର କେଉଁ ରାଜ୍ୟ କୁ କୁହାଯାଏ ?

ଉତ୍ତର;- ତାମିଲନାଡୁ ।

୨୦;- ଫ୍ରିଜ ର ପାଣି ରୁ କେଉଁ ବେମାରୀ ହୋଇଥାଏ ?

ଉତ୍ତର;- କବଜ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *