ଫିଲ୍ମ ଦେବେ ବୋଲି କହି ଝିଅଟି ସହ କଲେ ଏମିତି କାମ, ଥରେ ଶୁଣନ୍ତୁ କଣ କହୁଛି ଏହି ଝିଅଟି, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ଆଜିର ଯୁଗ ରେ ଅଧିକାଂଶ ପିଲା ମାନେ ନିଜର କ୍ୟାରିୟର ସିନେମା ଜଗତରେ କରିବାକୁ ଚାହାନ୍ତି । ଗୋଟିଏ ବଡ଼ ଅଭିନେତା ଏବଂ ଅଭିନେତ୍ରୀ ହେବାର ସ୍ୱପ୍ନ ମଧ୍ୟ ଦେଖି ଥାଆନ୍ତି । ତେବେ ଆଜି ତ ଅନେକ ରିୟାଲିଟି ସୋ ଆସୁଛି ଯେଉଁଥିରେ ସେମାନଙ୍କୁ ନିଜ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମଧ୍ୟ ମିଳୁଛି । ତେବେ କିଛି ପିଲାମାନେ ନିଜର ଏହି ସ୍ୱପ୍ନ କୁ ପୁରା କରିବା ପାଇଁ ଅନ୍ୟ ମାନଙ୍କ କଥା ଉପରେ ମଧ୍ୟ ବିଶ୍ୱାସ କରି ନିଅନ୍ତି ।

ତେବେ ଏହା ଯୋଗୁଁ ସେମାନେ କିଛି ଠ-କା-ମୀ ଲୋକଙ୍କ ହା-ବୁ-ଡ଼-ରେ ମଧ୍ୟ ପ-ଡି ଯାଇଥାନ୍ତି । ତେବେ ସେହି ଭଳି ଏକ ଘ-ଟ-ଣା ବର୍ତ୍ତମାନ ସାମ୍ନା କୁ ଆସିଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ବର୍ତ୍ତମାନ ଜଣେ ଯୁବତୀ ନିଜର ଏକ ଅ-ଭି-ଯୋ-ଗ ଆଣିଛନ୍ତି ଯେଉଁ ଥିରେ ସେ ଠା-କା-ମୀ ର ଶି-କା-ର ହୋଇ ଛନ୍ତି ବୋଲି କହିଛନ୍ତି ।

ତେବେ ତାଙ୍କ କହିବା କଥା ଥିଲା କି ସେ ଓଲିଉଡ ସିନେମା ରେ କିଛି ଛୋଟ ମୋଟ ଚରିତ୍ର ରେ ଅଭିନୟ କରିଛନ୍ତି ଏବଂ ତାଙ୍କର ଜଣେ ସାଙ୍ଗ ଜଣେ ଯୁବକ ଙ୍କ ନମ୍ବର ଦେଇଥିଲେ । ତେବେ ସେହି ଯୁବକ ଜଣଙ୍କ ଏହି ଯୁବତୀ କୁ କହିଥିଲେ କି କିଛି ନୂଆ ବ୍ରାଣ୍ଡ ଅଛି ପିୟୁମା ଏବଂ ଆଦିଦାସ ର ଏବଂ ନିଜର ପରିଚୟ ସେ ଜଣେ ବଲିଉଡ ନ୍ୟୁଜ ଚ୍ୟାନେଲ ବଲିଉଡ ୨୪ ର ମାଲିକ ।

ତାଙ୍କର ବହୁତ ସୁନାମ ଏବଂ ପ୍ରସିଦ୍ଧି ରହିଛି ଇତ୍ୟାଦି ଇତ୍ୟାଦି । ତେବେ ଏହା ସହ ସେହି ଯୁବକ କହିଥିଲେ କି ଏହି ଆଡ଼ ରେ କାମ ପାଇଁ ତାଙ୍କୁ ୧୮ ହଜାର ଟଙ୍କା ଦେବେ କିନ୍ତୁ ୩ ହଜାର ଟଙ୍କା କସ୍ଟ୍ୟମ ପାଇଁ ଦେବାକୁ ପଡିବ । ଏହା ଛଡା ସେ ଆହୁରି କିଛି ଝିଅ ମାନଙ୍କ ର ଆବଶ୍ୟକତା ରହିଛି ତେଣୁ କିଛି ଝିଅ ମାନଙ୍କୁ ମଧ୍ୟ ଖୋଜିବାକୁ କହିଲା । ତେବେ ସେ ମୋଟ ଆମ ମାନଙ୍କ ଠାରୁ ୮୦ ହଜାର ଟଙ୍କା ନେଇ ଫେ-ରା-ର ହୋଇ ଯାଇଛି ଏବଂ କିଛି ବି ଖୋଜ ଖବର ନାହିଁ ।

ତେଣୁ ସେ ବର୍ତ୍ତମାନ ସେହି ଯୁବକ ଙ୍କ ନାମ ରେ ଅ-ଭି-ଯୋ-ଗ କରିଛନ୍ତି । ତେବେ ଆପଣ ମାନେ ମଧ୍ୟ ଏଭଳି ପରିସ୍ଥିତି ରେ ନିଶ୍ଚିତ ଭାବରେ ସାବଧାନ ରୁହନ୍ତୁ ଏବଂ ଏଭଳି ଲୋକଙ୍କ ଠାରୁ ମଧ୍ୟ ବଂଚିକି ଏବଂ ନିଜକୁ ଠ-କା-ମୀ ରୁ ବଞ୍ଚେଇ ରଖନ୍ତୁ ।

Leave a Reply

Your email address will not be published. Required fields are marked *