Breaking: ଫେବୃଆରୀ ୧ ରେ ରାତି ହୋଇଯିବ ଦିନ, ମହାକାଶରେ ହେବ ଏପରି ମହାଜାଗତିକ ଦୃଶ୍ୟ ଯାହା ଆଗରୁ କେବେ ଦେଖି ନଥିବେ

ବନ୍ଧୁଗଣ, ସୂଚନା ଅନୁଯାୟୀ ମହାକାଶରେ ହେବାକୁ ଯାଉଛି ମହାଯାଗତିକ ଦୃଶ୍ୟ । ଏହିଭଳି ଦୃଶ୍ୟ ଆପଣ କେବେ ମଧ୍ୟ ଦେଖି ନଥିବେ । ରାତି ହୋଇଯିବ ଦିନ ଅର୍ଥାତ ସୂର୍ଯ୍ୟଙ୍କ କିରଣ ନ ମିଳିଲେ ମଧ୍ୟ ରାତି ହୋଇଯିବ ଦିନ । କେବଳ କିଛି ଅଞ୍ଚଳ ନୁହେଁ ବରଂ ପୃଥିବୀର ଅନେକ ଅଞ୍ଚଳରେ ଦେଖାଯିବ ଏହି ଦୁର୍ଲଭ ଦୃଶ୍ୟ । ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହି ଦୃଶ୍ୟ ଦେଖିବାକୁ ମିଳିବ ଆସନ୍ତା ଫେବୃୟାରି ୧ ତାରିଖରେ । 

ସୂଚନା ଅନୁସାରେ ଆସନ୍ତା ଫେବୃଆରୀ ୧ ତାରିଖରେ ପୃଥିବୀ ନିକଟ ଦେଇ ଏକ ବିଶାଳ ଧୁମକେତୁ ଅତିକ୍ରମ କରିବା ଯାହା ପ୍ରଭାବରେ ପୃଥିବୀର ଅନେକ ଅଞ୍ଚଳ ରାତିରେ ଦିନ ଭଳି ଆଲୋକ ହେବ । ଏହି ଧୂମକେତୁ କୁ ଆପଣ ଖାଲି ଆଖିରେ ଦେଖିପାରିବେ । ପୃଥିବୀର ଅତି ନିକଟ ଦେଇ ଏହି ଧୂମକେତୁ ଅତିକ୍ରମ କରୁଥିବାରୁ ଏହା ଏଭଳି ଆଲୋକିତ ହେବ ବୋଲି କୁହାଯାଉଛି ।

ଗତ ୫ ହଜାର ବର୍ଷ ମଧ୍ୟରେ ପୃଥିବୀ ନିକଟ ଦେଇ ଏଭଳି ଧୂମକେତୁ ଅତିକ୍ରମ କରିବାରେ ଏ ହେଉଛି ପ୍ରଥମ ଘଟଣା । ଏହି ଧୂମକେତୁ କୁ ସି ୨୦୨୨ ଇ 3 JHTF ବୋଲି କୁହାଯାଉଛି । ଗତବର୍ଷ ଏହା ପ୍ରଥମବର୍ଷ ପାଇଁ ବୃହଷ୍ପତ୍ତି ନିକଟ ଦେଇ ଅତିକ୍ରମ କରୁଥିବାର ଦେଖିବାକୁ ମିଳିଥିଲା । ଧୂମକେତୁ ସୌର ଜଗତ ବାହାରେ ଗତି କରିବା ବେଳେ 12 ଜାନୁଆରୀ ରେ ସୂର୍ଯ୍ୟ ଙ୍କ ନିକଟତର ହେବ । 

ଏହା ପରେ ଫେବୃଆରୀ 1 ରେ ପୃଥିବୀ ନିକଟ ଦେଇ ଏହା ଅତିକ୍ରମ କରିବ । ଏହି ସମୟରେ ସେ ବହୁତ ଜୋରରେ ଗତିକରୁଥିବା ଯୋଗୁଁ ଏହାର ପ୍ରଭାବରେ ପୃଥିବୀରେ ରାତିରେ ମଧ୍ୟ ଦିନଭଳି ଆଲୋକ ହେବାର ସମ୍ଭାବନା ରହିଅଛି । ସାଧାରଣତଃ କହିବାକୁ ଗଲେ ଧୂମକେତୁ ଏକ ଗ୍ୟାସୀୟ ପିଣ୍ଡ ଅଟେ ଏବଂ ତାହା ଦେହରୁ ବିଭିନ୍ନ ପ୍ରକାରର ଗ୍ୟାସ ନିର୍ଗତ ହେଉଥାଏ । ଗତବର୍ଷ ଏହା ବୃହସ୍ପତିର ଆଖପାଖରେ ଘୁରି ବୁଲୁଥିଲା ।

ଏହିଭଳି 50 ବର୍ଷରେ ଥରେ ଦେଖିବାକୁ ମିଳିବ ଯାହା ବର୍ତମାନ ଘଟିବାକୁ ଯାଉଛି । ପୃଥିବୀ ସହିତ ଧୂମକେତୁର ଯେଉଁ ସଂଘର୍ଷ ହେବ ତାହା ଦ୍ଵାରା ତାହା ଏକ ବିଶାଳ ଲାଇଟ ରେ ପରିଣତ ହୋଇଯିବ । ବିଶେଷ କରି ଏହି ଆଲୋକ ଗ୍ରାମାଞ୍ଚଳ ମାନଙ୍କରେ ଦେଖିବାକୁ ମିଳିବ କାରଣ ସେଠାରେ ସହର ଭଳି ଲାଇଟ ନଥାଏ ଅନ୍ଧକାର ପ୍ରାୟ ରହିଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *