ନିଜର ଅଜବ ଗଜବ ଡ୍ରେସ ପାଇଁ Bollywood ର ଏହି 4 ଜଣ ହିରୋଇନ ଙ୍କୁ ସମସ୍ତଙ୍କ ସାମ୍ନାରେ ହେବାକୁ ପଡିଲା ଲଜ୍ଜିତ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଭିନ୍ନ ପ୍ରକାରର ବଲିଉଡ ଫିଲ୍ମ ଦେଖିଥିବେ । ଏହି ବଲିଉଡ ଫିଲ୍ମରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ମଧ୍ୟ ଆପଣ ମାନେ ଜାଣିଥିବେ । ବନ୍ଧୁଗଣ ଏହି ବଲିଉଡ ଅଭିନେତ୍ରୀ ମାନେ ପ୍ରାୟ ବହୁତ ଥର ନିଜ ଡ୍ରେସ ପାଇଁ ଟ୍ରୋଲିଙ୍ଗ ର ଶିକାର ହୋଇଛନ୍ତି । ବଲିଉଡର ଏମିତି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଲାଇମ ଲାଇଟରେ ରହିବା ପାଇଁ କିଛି ଛୋଟ ଡ୍ରେସ ପିନ୍ଧି ଥାଆନ୍ତି । ଏହିପରି କେତେଜଣ ଅଭିନେତ୍ରୀ କୌଣସି ଇଭେଣ୍ଟ ବା ଆୱାର୍ଡ ଫଙ୍କସନରେ ମଧ୍ୟ ନିଜ ଡ୍ରେସ ପାଇଁ ବହୁତ ଚର୍ଚାରେ ରହିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ଡ୍ରେସ ପାଇଁ ବହୁତ ଲଜ୍ଜିତ ହୋଇଥିଲେ ଓ ସେମାନେ ବହୁତ ମାତ୍ରାରେ ସୋସିଆଲ ମିଡିଆରେ ଚର୍ଚାର ବିଷୟ ପାଲଟି ଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ନୋରା ଫତେହୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଓ ଡ୍ୟାନ୍ସର ନୋରା ଫତେହୀ । ନୋରା ଓ ବିକି କୋଶଲଙ୍କ ଗୀତ ‘ପଛତାଓଗେ’ ବହୁତ ଚର୍ଚାରେ ରହିଥିଲା । ଲୋକମାନେ ମଧ୍ୟ ଏହି ଗୀତକୁ ବହୁତ ପସନ୍ଦ କରିଥିଲେ। ହେଲେ ଏହି ଗୀତର ସକ୍ସେସ ପାର୍ଟିରେ ନୋରା ଓ ବିକି ଏକା ସହ ଏହି ଗୀତରେ ଡ୍ୟାନ୍ସ କରିଥିଲେ, କିନ୍ତୁ ସେହି ସମୟରେ ନୋରା ନିଜର ଛୋଟ ଡ୍ରେସ ପାଇଁ ବହୁତ ଲଜ୍ଜିତ ହୋଇଥିଲେ ।


ପ୍ରିୟଙ୍କା ଚୋପଡା- ଆମ ଦ୍ଵିତୀୟ ଲିଷ୍ଟରେ ଅଛନ୍ତି ବଲିଉଡ ଓ ହଲିଉଡର ଫେମସ ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା । ବନ୍ଧୁଗଣ ପ୍ରାୟ ବହୁତ ସମୟ ପ୍ରିୟାଙ୍କା ନିଜ ଡ୍ରେସ ଓ ନିଜ ଷ୍ଟାଇଲ ପାଇଁ ଚର୍ଚାରେ ରୁହନ୍ତି । ହେଲେ ଗ୍ରାମୀ ଆୱାର୍ଡ ଫଙ୍କସନରେ ପ୍ରିୟଙ୍କା ଏକ ଧଳା ରଙ୍ଗର ଗାଉନ ପିନ୍ଧିଥିଲେ । ସେହି ଡ୍ରେସରେ ତାଙ୍କର କ୍ଲିଭିଜେସ ନଜର ଆସୁଥିଲା । ଏହା ଦ୍ଵାରା ପ୍ରିୟାଙ୍କାଙ୍କୁ ଲଜ୍ଜିତ ହେବାକୁ ପଡିଥିଲା ଓ ବହୁତ ମାତ୍ରାରେ ସେ ଟ୍ରୋଲିଙ୍ଗ ର ଶିକାର ମଧ୍ୟ ହୋଇଥିଲେ ।

ନେହା କକ୍କଡ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ସିଙ୍ଗର ନେହା କକ୍କଡ । ନେହାଙ୍କର ଏକ ଭିଡିଓ ବହୁତ ମାତ୍ରାରେ ବର୍ତ୍ତମାନ ଭାଇରାଲ ହେଉଛି ।ଏହି ଭିଡିଓରେ ନେହା ଆଦିତ୍ୟ ନାରାୟଣଙ୍କ ସହ ଡ୍ୟାନ୍ସ କରୁଥିବା ସମୟରେ ଆଦିତ୍ୟ ନେହାଙ୍କୁ ଧରୁଥିଲେ ହେଲେ ସେହି ସମୟରେ ଆଦିତ୍ୟଙ୍କ ହାତରୁ ନେହା ତଳକୁ ଖସି ପଡିଥିଲେ । ବନ୍ଧୁଗଣ ସେହି ସମୟରେ ନେହାଙ୍କୁ ଲଜ୍ଜିତ ହେବାକୁ ପଡିଥିଲା ।

ମଲାଇକା ଅରୋରା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମଲାଇକା ଅରୋରା । ମଲାଇକା ପ୍ରାୟ ବହୁତ ସମୟ ନିଜ ଡ୍ରେସ ପାଇଁ ଲାଇମ ଲାଇଟରେ ନଜର ଆସିଥାନ୍ତି । ହେଲେ ମୁମ୍ବାଇର ଏକ ଷ୍ଟୋର ର ଓପନିଙ୍ଗ ସେରିମନିରେ ମଲାଇକା ଯୋଗ ଦେଇଥିଲେ, ସେହି ସମୟରେ ମଲାଇକା ଡିପ୍ ନେଟର ଡ୍ରେସ ପିନ୍ଧି ଯାଇଥିଲେ ଓ ଫଟୋ ଉଠାଇବା ସମୟରେ ମଲାଇକାଙ୍କ କ୍ଲିଭିଜ ଅତ୍ୟଧିକ ନଜର ଆସିଥିଲା ସେହି ସମୟରେ ମଲାଇକାଙ୍କୁ ଲଜ୍ଜିତ ହେବାକୁ ପଡିଥିଲା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *