ଡେଲିଭରି ପରେ ଏତେ ଜଲ୍ଦି କେମିତି ଏତେ ଫିଟ ହୋଇଗଲେ Anushka Sharma, ଭାଇରାଲ ହେଉଛି ଫଟୋ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବଲିଉଡ ର ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ ଦଳ ର ଅଧିନାୟକ ବିରାଟ କୋହଲି ଙ୍କ ପତ୍ନୀ ଅନୁଷ୍କା ଶର୍ମା କିଛି ଦିନ ହେବ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି । କିନ୍ତୁ ସନ୍ତାନ ଜନ୍ମ ହେବାର କିଛି ଦିନ ମଧ୍ୟରେ ହିଁ ସେ ବହୁତ ଫିଟ ଦେଖା ଯାଉଛନ୍ତି । ଏହା ଜାଣିବା ପରେ ସମସ୍ତେ ପ୍ରାୟତଃ ଏକ ପ୍ରକାର ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଏହି ବିଷୟ ରେ ଆଲୋଚନା କରିବା । ତେବେ ବନ୍ଧୁଗଣ ଆସନ୍ତୁ ଏହି ଵିଷୟ ରେ କିଛି ଅଧିକ କଥା ଜାଣିବା ।

ବନ୍ଧୁଗଣ ବଲିଉଡ ର ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ ଦଳ ର ଅଧିନାୟକ ଅନୁଷ୍କା ଶର୍ମା ଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଅନୁଷ୍କା ଗତ କିଛି ଦିନ ହେବ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି । କିନ୍ତୁ କନ୍ୟା ସନ୍ତାନ ଜନ୍ମ ହେବାର କିଛି ଦିନ ମଧ୍ୟରେ ହିଁ ସେ ବହୁତ ଫିଟ ହୋଇ ଯାଇଛନ୍ତି । ଏହା ଦେଖି ସମସ୍ତେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

କେହି କେହି ଏପରି ମଧ୍ୟ କହୁଛନ୍ତି ଯେ ଅନୁଷ୍କା ଗର୍ଭବତୀ ନ ଥିଲେ । ବନ୍ଧୁଗଣ ସେ ଯେତେବେଳେ ଗର୍ଭବତୀ ଥିଲେ ସେତେବେଳେ ତାଙ୍କର ଅନେକ ବଡ଼ ପେଟ ଥିବା ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିଲା । ଏହା ଦେଖି ଲୋକ ମାନେ ଭାବିଥିଲେ କି ଅନୁଷ୍କା ଙ୍କୁ ନିଜ ପୁରୁଣା ଲୁକ କୁ ଫେରିବା ପାଇଁ ହୁଏ ତ ବହୁତ ଦିନ ସମୟ ଲାଗିବ । କିନ୍ତୁ କନ୍ୟା ସନ୍ତାନ ଜନ୍ମ ହେବାର କେବଳ ୧୧ ଦିନ ମଧ୍ୟରେ ହିଁ ସେ ବହୁତ ଫିଟ ନଜର ଆସିଛନ୍ତି ।

କିଛି ଦିନ ତଳେ ସେ ଯେତେବେଳେ ନିଜ ପତି ବିରାଟ ଙ୍କ ସହିତ କ୍ଲିନିକ ରୁ ଫେରୁଥିଲେ ସେତେବେଳେ ତାଙ୍କୁ ପୁରା ଫିଟ ଦେଖିବାକୁ ମିଳିଥିଲା । ଏହା ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । ବନ୍ଧୁଗଣ ଯେତେବେଳେ ସେ କ୍ଲିନିକ ରୁ ଫେରୁଥିଲେ ସେତେବେଳେ ସେ ନିଜ ପତି ଙ୍କ ସହିତ ମାଆ ହେବା ପରେ ପ୍ରଥମ ଥର ପାଇଁ ନଜର ଆସିଥିଲେ । ମାତୃତ୍ୱ ଲାଭ କରିଥିବାର ଖୁସି ତାଙ୍କ ମୁହଁ ରେ ବହୁତ ଭଲ ଭାବରେ ଦେଖା ଯାଉଥିଲା ।

ଦୁହେଁ କରୋନା ର ଗାଇଡ଼ ଲାଇନ କୁ ଭଲ ଭାବେ ପାଳନ କରିବାର ସହିତ ମୁହଁ ରେ ମାସ୍କ ପିନ୍ଧି ଥିବାର ମଧ୍ୟ ନଜର ଆସିଥିଲା । ବନ୍ଧୁଗଣ ଗତ ଜାନୁଆରୀ ୧୧ ରେ ଅନୁଷ୍କା କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ । ଏହା ପରେ ବିରାଟ ସୋସିଆଲ ମିଡ଼ିଆ ଯୋଗେ ଏହାର ସୂଚନା ଦେଇଥିଲେ ଓ କହିଥିଲେ ଅନୁଷ୍କା ଏବଂ ତାଙ୍କ ପିଲା ଭଲ ଅଛନ୍ତି । ଏବଂ ସେ ମିଡିଆକୁ ତାଙ୍କ ଝିଅ ର ଫଟୋ ନେବାକୁ ମଧ୍ୟ ମନା କରିଥିଲେ ।

ସେ କହିଥିଲେ ଯେ ତାଙ୍କ ଝିଅ ବଡ଼ ହେବା ପରେ ହିଁ ତା ଫଟୋ କୁ ସେମାନେ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିବେ । କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଚର୍ଚ୍ଚା ର ବିଷୟ ଏହା ଯେ ଅନୁଷ୍କା ଏତେ କମ ଦିନ ରେ କିପରି ଏତେ ଫିଟ ହୋଇ ପାରିଲେ । ଏହା ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *