ହେ ଭଗବାନ ! ଏତେ ବଡ ଅଜଗର (Python) ଆପଣ ଆଗରୁ କେବେ ବି ଦେଖି ନଥିବେ ! ଦେଖନ୍ତୁ କିପରି JCB ମେସିନ ଦ୍ଵାରା ଉଠାଗଲା, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲିର ଦୁନିଆରେ ଏପରି ସବୁ ଘଟଣା ଓ ଖବର ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ସାପ ଭିଡିଓ ବହୁତ ଚର୍ଚାରେ ଅଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ଏହି ସାପ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ କାରଣ ଏତେ ବଡ ସାପ ଆପଣ ମାନେ ଅସଲ ଜୀବନରେ କେବେବି ଦେଖି ନଥିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ସାପ ମାନଙ୍କ ଅନେକ ପ୍ରଜାତି ଅଛି । ହେଲେ ଯେତେବେଳେ ଆମେ ଅଜଗର ସାପ ଦେଖି ଥାଉ ସେବେଳେ ଆମ ମାନଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଥାଏ ।

ଧନବାଦ, ଝାଡଖଣ୍ଡରୁ ଏକ ବିଶାଳ କାୟ ଅଜଗର ସାପକୁ ଉଧାର କରାଯାଇଛି ଯାହାର ଭିଡିଓ ବର୍ତ୍ତମାନ ଭା-ଇ-ରା-ଲ ହେଉଛି । ଏହି ବିଶାଳ କାୟ ଅଜଗର ସାପକୁ ଉଧାର କରିବା ପାଇଁ ଜେସିବିର ଆବଶ୍ୟକତା ପଡିଥିଲା । ଧନବାଦ ଜିଲ୍ଲାର ଶିନ୍ଦରୀରେ ଏହି ବିଶାଳ କାୟ ଅଜଗରକୁ ଉଧାର କରାଯାଇଛି । ଯେତେବେଳେ ଲୋକ ମାନଙ୍କୁ ଏହି ଅଜଗର ବିଷୟରେ ଜଣା ପଡିଲା ସେତେବେଳେ ସେ ଜେସିବି ଡକାଇ ଥିଲେ କାରଣ ଏତେ ବଡ ସାପକୁ ଲୋକମାନେ ଉଧାର କରିପାରିବେ ନାହିଁ ।

ଯେତେବେଳେ ଏହି ସାପକୁ ଜେସିବି ଦ୍ଵାରା ଉଠାଗଲା ସେତେବେଳେ ସାପର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ବନ୍ଧୁଗଣ ଏହି ବିଶାଳ କାୟ ଅଜଗରର ଓଜନ ବହୁତ କ୍ଵିଣ୍ଟାଲ ବୋଲି ଜଣା ପଡିଛି । ତା ହେଲେ ବନ୍ଧୁଗଣ ଏହି ବିଶାଳ କାୟ ସାପ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *