ଜୁମ କରିକି ହିଁ ଦେଖନ୍ତୁ ଏହି ଫଟୋ ସବୁ, ଆପଣଙ୍କ ମୁଣ୍ଡ ଟିଣ ହେଇଯିବ !

ନମସ୍କାର ବନ୍ଧୁଗଣ ତେବେ ପ୍ରାୟତଃ ଏମିତି କୁହାଯାଏ କି ଆମେ ଯେଉଁ ଜିନିଷକୁ ଯେଉଁ ହିସାବରେ ଦେଖିଥାଉ, ତାହା ଆମକୁ ସେମିତି ହିଁ ଦେଖାଯାଏ ।  କିନ୍ତୁ ଆମେ ଯେଉଁ ଫଟୋ ଗୁଡିକ ବିଷୟରେ ଆପଣମାନଙ୍କୁ କହିବାକୁ ଯାଉଛୁ ତାହା ବିଲକୁଲ ଓଲଟା ଅଟେ  ।  କହିବାକୁ ଗଲେ ଆପଣ ଏହି ଫଟୋ ଗୁଡିକ ଦେଖି ଜାଣି ପାରିବେ, ଏହି ଫଟୋ ଗୁଡିକୁ ବୁଝିବା ପାଇଁ ଆପଣଙ୍କୁ ଏହାକୁ ଥରେ କିମ୍ବା ଦୁଇ ଥର ନୁହେଁ ବାରମ୍ବାର ଦେଖିବାକୁ ପଡିବ ।

କହିବାକୁ ଗଲେ ଏହି ଫଟୋ ଗୁଡିକୁ ଏମିତି ଏକ ଆଙ୍ଗେଲରୁ ଉଠା ଯାଇଛି କି କେହି ବି କନ୍ଫ୍ଯୁଜ ହୋଇଯିବେ । ତେବେ ଏହି ଫଟୋରେ ଆପଣ ଦେଖିପାରୁଥିବେ କି ଚେୟାର ଉପରେ ଏକ ଯୁବକ ବସିଛି ନା ଯୁବତୀ  ।  କିନ୍ତୁ ଯଦି ଆପଣ ଜୁମ କରି ଦେଖିବେ ତେବେ ଆପଣ ଜାଣିଯିବେ କି ଗୋଟିଏ ଯୁବକ ଚେୟାର ଉପରେ ବସିଛି ଓ ତାହାର ପଛରେ ଏକ ଯୁବତୀ ଛିଡା ହୋଇଛି ।

ତେବେ ବର୍ତ୍ତମାନ ଏହି ଫଟୋକୁ ଦେଖି ନିଅନ୍ତୁ  ।  ଏହାକୁ ଦେଖିବା ପରେ ଆପଣ ବି ବୁଝି ପାରିବେ ନାହିଁ ଆପଣ କଣ ଦେଖୁଛନ୍ତି ।  କହିବାକୁ ଗଲେ ଏହି ଫଟୋରେ ଦୁଇ ଜଣ ଯୁବତୀ ଅଛନ୍ତି ଓ ଏଥିରେ ଜଣେ ଯୁବତୀ ଅନ୍ୟ ଏକ ଯୁବତୀକୁ ଏହିଭଳି ଭାବରେ ଉଠାଇଛି କି ଏହାକୁ ବୁଝିବା ବହୁତ କଷ୍ଟ ଅଟେ ।

ସେଥିପାଇଁ ଏହାକୁ ଜୁମ କରି ଦେଖନ୍ତୁ । ତେବେ ଯଦି ଆପଣ ଏହି ଫଟୋକୁ ଠିକ ସେ ଦେଖିବେ ତେବେ ଆପଣ ଜାଣି ପାରିବେ କି ଦୁଇ ଜଣ ଯୁବତୀ ଏକ୍ସରସାଇଜ କରୁଛନ୍ତି  ।  ଯଦି ଆପଣ ଏହି ଫଟୋକୁ ସାମାନ୍ୟ ରୂପରେ ଦେଖିବେ ତ ଆପଣଙ୍କୁ ଲାଗିବ କି ଦୁଇ ଜଣ ଯୁବତୀ ପରସ୍ପର ସହିତ ଯୋଡି ହୋଇ ଅଛନ୍ତି ।

କିନ୍ତୁ ଜୁମ କରି ଦେଖିଲେ ଆପଣଙ୍କୁ ଅଲଗା ନଜାରା ଦେଖାଯିବ। ଏହି ଫଟୋରେ ଗୋଟିଏ ଗାଡିରେ ପୋଷ୍ଟର ଲାଗିଛି କିମ୍ବା ସେଠି କୌଣସି ଅଲଗା ଗାଡି ଅଛି  । ଏହା ଆପଣଙ୍କୁ ଜୁମ କରିବା ପରେ ହିଁ ଜଣା ପଡିବ ।

ତେବେ ଏହି ଫଟୋକୁ ଯଦି ଆପଣ ଜୁମ୍ କରି ଦେଖିବେ ତ ଝିଅଟିର କାନରେ କିଛି ଲାଗି ଥିବା ଭଳିଆ ଜଣ ପଡୁଥିବ  ହେଲେ ପ୍ରକୃତରେ ଏହା ଝିଅଟିର ପଛ ପଟ ରେ ଥିବା ପୈଁଟିଙ୍ଗର ରେଫ୍ଲେକ୍ସନ ।  ଯଦି ଆପଣ ଏହି ଫଟୋକୁ ଭଲ ଭାବରେ ଦେଖୁଛନ୍ତି ତେବେ ଆପଣଙ୍କୁ ଲାଗିବ କି ଖରା ଯୋଗୁ ବିଲେଇର ଛାଇ କାନ୍ଥରେ ପଡୁଛି ।

କିନ୍ତୁ ଜୁମ କରି ଦେଖିଲେ ଜାଣି ପାରିବେ କି ତାହା ତାହାର ଛାଇ ନୁହେଁ ତାହା କାନ୍ଥରେ ପ୍ରସ୍ତୁତ ଏକ ଚିତ୍ର ଅଟେ  ।  କିନ୍ତୁ ବାସ୍ତବିକତା କିଛି ଅଲଗା ହିଁ ଅଟେ । ତେବେ ଏହି ଲେଖା କିପରି ଲାଗିଲା ଆପଣ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାନ୍ତୁ । ଭଲ ଲାଗିଲେ ଏହାକୁ ଗୋଟିଏ ଲାଇକ ପ ସେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *