ଚିନ୍ତାରେ ୟୁଜର୍ସ ! ଏଣିକି ରାତି ୧୧ ରୁ ସକାଳ ୬ ପର୍ଯ୍ୟନ୍ତ ବନ୍ଦ ରହିବ ହ୍ଵାଟ୍ସଆପ ! Check Facts

ବନ୍ଧୁଗଣ ଏହି ଦୁନିଆର ପ୍ରାୟ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆର ବ୍ୟବହାର କରୁଛନ୍ତି । ସୋ-ସି-ଆ-ଲ ମିଡିଆ ଆପ୍ଲିକେସନ ମଧ୍ୟରୁ ଗୋଟେ ହେଉଛି ୱା-ଟ୍ସ-ଆ-ପ୍ । ୱା-ଟ୍ସ-ଆ-ପ୍ ହେଉଛି ଏକ ଏପରି ଆପ୍ଲିକେସନ ଯେଉଁଥିରେ ଆପଣ ମାନେ ନିଜ ପ୍ରିୟ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା, ଡକ୍ୟୁମେଣ୍ଟ ଓ ଫଟୋ ଭିଡିଓ ଆଦି ସେ-ୟା-ର କରିପାରିବେ । ହେଲେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ।

ଏହି ବଡ ଖବରଟି ୱାଟ୍ସଆପ୍ ୟୁଜର୍ସ ମାନଙ୍କ ପାଇଁ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ୱାଟ୍ସଆପ୍ ଏଣିକି ରାତି ୧୧ ରୁ ସକାଳ ୬ ଯାଏଁ ବନ୍ଦ ରହିବ । ଏହି ନିର୍ଦ୍ଦେଶ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଛି । ଯାହା ଜଣା ପଡିବା ପରେ ୱାଟ୍ସଆପ୍ ୟୁଜର୍ସଙ୍କ ଚିନ୍ତା ବଢିଛି । କାରଣ ବର୍ତ୍ତମାନ ସମୟରେ ଆମେ ସମସ୍ତେ ଏହି ଆପ୍ଲିକେସନକୁ ବହୁତ ମାତ୍ରାରେ ବ୍ୟବହାର କରୁଛୁ ।

ମିଳିଥିବା ସୂଚନା ଅନୁସାରେ କୁହାଯାଇଛି ଯେଉଁ ମାନେ ଏହି ମେସେଜକୁ ଫରୁଆଡ ନକରନ୍ତି ସେମାନଙ୍କ ଆକାଉଣ୍ଟକୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବନ୍ଦ କରାଯିବ । ସବୁଠାରୁ ବଡ କଥା ହେଲେ ୟୁଜର୍ସ ମାନେ ନିଜ ଆକାଉଣ୍ଟକୁ ବନ୍ଦ ହେବା ପରେ ପୁନଃ ଆରମ୍ଭ କରିବାକୁ ଚାହିଁଲେ କରିପାରିବେ ନାହିଁ । ସେଥିପାଇଁ ଆପଣ ମାନଙ୍କୁ ୪୯୯ ଟଙ୍କା ରିଚାର୍ଜ କରିବାକୁ ପଡିବ । ପୁଣି ଥରେ ନୂଆ ଫିଚର୍ସ ଆଣିବାକୁ ଯାଉଛି ୱାଟ୍ସଆପ୍ ।

 

ତେଣୁ ଏହି ଆପ୍ଲିକେସନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । କିନ୍ତୁ ରାତିରେ କାହିଁକି ୱାଟ୍ସଆପ୍ କୁ ବନ୍ଦ କରିବାର ନିଷ୍ପତ୍ତି ନିଆଗଲା ସେନେଇ କୌଣସି ସୂଚନା ମିଳି ନାହିଁ । ୱାଟ୍ସଆପ୍ ର ନୂଆ ଫିଚର୍ସରେ ୟୁଜର୍ସ ମାନେ ଆଇକନ ତିଆରି କରିବା ସହ ଆଇକନର ରଙ୍ଗ ବଦଳାଇ ପାରିବେ ଯାହା ପୂର୍ବରୁ ହୋଇପାରୁ ନଥିଲା । ତେବେ ଏହା କେବେ ଠାରୁ ଆରମ୍ଭ ହେବ ସେନେଇ କୌଣସି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିଁ ।

ତେବେ ୱାଟ୍ସଆପ୍ ରେ ଭାଇରାଲ ହେଉଥିବା ଏହି ଅଜଣା ମେସେଜ ବିଷୟରେ ପିଆଇବିବିର ଫାକ୍ଟ ଚେକ ଟିମ ଭିତ୍ତି ହୀନ ବୋଲି କହିଛି । ପିଆଇବିବି ମତରେ, ସରକାରଙ୍କ ତରଫରୁ ଏମିତି କୌଣସି ସୂଚନା ଆସି ନାହିଁ ଏହା ଅ-ପ-ପ୍ର-ଚା-ର ହେଉଛି । ତା ହେଲେ ବନ୍ଧୁଗଣ ଏହି ଖବର ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *