ଏମିତି ରାମାୟଣ ଜ୍ଞାନ ଆପଣ ଆଗରୁ କେବେ ବି ଦେଖି ନଥିବେ, ଯୁବକ ଜଣକ କଣ କହୁଛନ୍ତି ଥରେ ଶୁଣନ୍ତୁ, ହସି ହସି ଗଡିଯିବେ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଦଶହରାର ମାହୋଲ ଚାଲିଛି । ନବରାତ୍ରି ବା ଦଶହରାର ବହୁତ ପୌରାଣିକ ମାନ୍ୟତା ରହିଛି । ଏହି ନବରାତ୍ରିକୁ ଆମେ ମାନେ ସମସ୍ତେ ବହୁତ ଧୁମଧାମର ସହ ପାଳନ କରିଥାଉ । ସାଧାରଣତଃ ଏହି ବଡ ପର୍ବ ବର୍ଷକୁ ଥରେ ଆସିଥାଏ । ହେଲେ ଗତ ବର୍ଷ ଏହି ପର୍ବକୁ କରୋନା ମହାମାରୀ ପାଇଁ ପାଳନ କରାଯାଇ ନଥିଲା । ଏହି ବର୍ଷ ସରକାରଙ୍କ କିଛି ବିଶେଷ ଗାଇଡଲାଇନ ସହ ଏହି ପର୍ବକୁ ଲୋକମାନେ ପାଳନ କରିଛନ୍ତି ।

ବନ୍ଧୁଗଣ ଏହି ଦଶହରା ପର୍ବ ସମୟରେ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ କିଛି ଗଣମାଧ୍ୟମ ଏକ ଯୁବକଙ୍କୁ ପୌରାଣିକ ଓ ଧାର୍ମିକ ପ୍ରଶ୍ନ ପଚାରୁ ଛନ୍ତି । ଯୁବକଙ୍କ ଉତ୍ତର ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଭା-ଇ-ରା-ଲ ହେଉଥିବା ଭିଡିଓରେ ଯୁବକଙ୍କ ପଚରା ଯାଉଛି ମା ଦୂର୍ଗାଙ୍କ ବାହାନର ନାମ କଣ । ସେତେବେଳେ ଯୁବକ ଉତ୍ତର ଦେଇ କହୁଛନ୍ତି ‘ଲାଇୟନ’ । ଏହା ପରେ ତାଙ୍କୁ ଓଡିଆରେ ଉତ୍ତର ପଚରା ଯାଇଥିଲା ସେତେବେଳେ ଯୁବକ କହିଥିଲେ, ସେ ଅଧା ଓଡିଆ ଅଧା ବଙ୍ଗାଳୀ ତେଣୁ ସେ ଏତେ ଓଡିଆ ଜାଣି ନାହାନ୍ତି । ଏହା ପରେ ତାଙ୍କୁ ରାମାୟଣ ବିଷୟରେ ପଚରା ଯାଇଥିଲା । ଦଶରଥ କିଏ ? ଏହି ପ୍ରଶ୍ନର ଉତ୍ତର ଦେଇ ଯୁବକ ଜଣକ କହିଲେ-‘ଦଶରଥ ହେଉଛନ୍ତି ସୀତାଙ୍କ ବାପା ରାମାୟଣ ଅନୁସାରେ’ ।

କିଛି ସମୟ ଭାବିବା ପରେ ଯୁବକ ସଠିକ ଉତ୍ତର ଦେଇଥିଲେ । ହେଲେ ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଯୁବକ ଜଣକ ଭୁଲ ଉତ୍ତର ଦେବା ସହ ଷ୍ଟାଇଲ ବହୁତ ସୁନ୍ଦର ଦେଖାଉ ଥିଲେ ଯାହାକୁ ଲୋକମାନେ ବେସ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *