20 Interesting Gk Questions: ଏମିତି କେଉଁ ଶବ୍ଦ ଅଛି ଯାହାକୁ ସିଧା ଲେଖିଲେ ଝିଅର ନାମ ଓ ଓଲଟା ଲେଖିଲେ ଗୋଟିଏ ଫିଲ୍ମର ନାମ ଆସିଥାଏ ?

ବନ୍ଧୁଗଣ ଆମ ଦୈନଦିନ ଜୀବନରେ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । କୌଣସି ସରକାରୀ ଚାକିରି ହେଉ ବା ବେସରକାରୀ ଚାକିରି ଯଦି ଆପଣ ସାଧାରଣ ଜ୍ଞାନ ବିଷୟରେ ଜାଣି ନଥିବେ ତା ହେଲେ ଆପଣ ଚାକିରି ପାଇ ପାରିବେ ନାହିଁ । ବନ୍ଧୁଗଣ ଏହି ଦୁନିଆରେ ଏମିତି ବହୁତ କିଛି କଥା ରହିଛି ଯାହା ବିଷୟରେ ସମସ୍ତ ଲୋକ ଜାଣି ନାହାନ୍ତି । ବନ୍ଧୁଗଣ ୟୁପିଏସି ପରୀକ୍ଷାରେ ପଚରା ଯାଉଥିବା କିଛି ବିଶେଷ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଏମିତି କେଉଁ କାର ଅଛି ଯାହାର ଚକା ଓ ଇଞ୍ଜିନ ନାହିଁ ହେଲେ ବି ତାହା ଚାଲିଥାଏ ?

ଉତ୍ତର- ସରକାର

୨. କେଉଁ ପ୍ରାଣୀକୁ ସବୁ ଜିନିଷ ଡବଲ ଦେଖା ଯାଇଥାଏ ?

ଉତ୍ତର- ହାତୀକୁ ଡବଲ ଦେଖାଯାଏ ।

୩. କେଉଁ ଜୀବ ଛୁଆକୁ ଜନ୍ମ କରିବା ପରେ ମରିଯାଏ ?

ଉତ୍ତର- ବିଛା ଛୁଆ ଜନ୍ମ କରିବା ପରେ ମରିଯାଏ ।

୪. ଗୋଟେ ଛେଳିର ତିନୋଟି ଗୋଡ ଅଛି ତା ହେଲେ କୁହନ୍ତି ୧୧ଟି ଛେଳିର କେତୋଟି ଗୋଡ ଥିବ ?

ଉତ୍ତର- ୪୩ ଗୋଡ

୫. ମାନାର ଝିଅକୁ ୧୮ ବର୍ଷ ହେଇଛି ତା ହେଲେ ତା ବାପାର ନାମ କଣ ହେବ ?

ଉତ୍ତର- ମାନା

୬. ଏମିତି କେଉଁ ଖାଦ୍ୟ ଅଛି ଯାହାକୁ ସାରା ଦୁନିଆର ଲୋକ ଖାଇ ଥାନ୍ତି ହେଲେ ଆପଣ ତାକୁ ବ୍ରେକଫାଷ୍ଟ ପୂର୍ବରୁ ଖାଇ ପାରିବେ ନାହିଁ ?

ଉତ୍ତର- ଲଞ୍ଚ ବା ଡିନର

୭. କେଉଁ ଜିନିଷ ଛୁଆଙ୍କୁ ଯବାନ ଓ ଯବାନକୁ ବୁଢା କରି ଦେଇଥାଏ ?

ଉତ୍ତର- ବୟସ


୮. ମୟୂର ହେଉଛି ଏକ ଏପରି ପକ୍ଷୀ ଯିଏ ଅଣ୍ଡା ଦେଇ ନଥାଏ ତା ହେଲେ ତାର ଛୁଆ କେମିତି ଜନ୍ମ ହୁଏ ?

ଉତ୍ତର- ମୟୂରୀ ଛୁଆ ଜନ୍ମ କରିଥାଏ ।

୯. A Bର ବାପା ଅଟେ ହେଲେ B Aର ପୁଅ ନୁହେଁ ତା ହେଲେ କୁହନ୍ତି ଏହା କିଭଳି ସମ୍ଭବ ?

ଉତ୍ତର- କାରଣ B Aର ଝିଅ ଅଟେ ।

୧୦. ଗୋଟେ ହାତୀ ଏବେ ପାଣିରେ ପଡିଗଲା ତା ହେଲେ ସେ ବାହାରିବ କେମିତି ?

ଉତ୍ତର- ଓଦା ହେଇକି ଆସିବ ହାତୀ

୧୧. କେଉଁ ପ୍ରାଣୀ ଜନ୍ମ ନେବା ପରେ ଏକ ଇଞ୍ଚ ଥାଏ ହେଲେ ବଡ ହେବା ପରେ ପାଞ୍ଚ ଫିଟ ପର୍ଯ୍ୟନ୍ତ ବଡ ହୋଇଥାଏ ?

ଉତ୍ତର- କଙ୍ଗାରୁ

୧୨. କେଉଁ ପକ୍ଷୀ ଛୁଆ ଜନ୍ମ କରିବା ପରେ ସେମାନଙ୍କୁ କ୍ଷୀର ପିଆଇ ଥାଏ ?

ଉତ୍ତର- ବାଦୁଡି

୧୩. କେଉଁ ପ୍ରାଣୀ ସପ୍ତାହ ବିନା ପାଣି ପିଇ ରହିଯିବ ?

ଉତ୍ତର- ଓଟ


୧୪. ଏମିତି କେଉଁ ଶବ୍ଦ ଅଛି ଯାହା ସିଧା ଲେଖିଲେ ଝିଅର ନାମ ଓ ଓଲୋଟା ଲେଖିଲେ ଫିଲ୍ମର ନାମ ଆସିଥାଏ ?

ଉତ୍ତର-ସିଧା ଲେଖିଲେ ମଧୁ ଓ ଓଲୋଟା ଲେଖିଲେ ଧୁମ

Leave a Reply

Your email address will not be published. Required fields are marked *