20 Interesting Gk Questions: ଏମିତି କେଉଁ ଜିନିଷ ଅଛି ଯାହାକୁ ସକାଳେ ଦେଖିଲେ ସବୁଜ, ଦ୍ଵିପହରେ ଦେଖିଲେ କଳା ଓ ରାତିରେ ଦେଖିଲେ ଧଳା ହୋଇଯାଏ ?

ବନ୍ଧୁଗଣ ଏହି ଦୁନିଆ ସହ ଜଡିତ ଏମିତି ବହୁତ କିଛି ପ୍ରସନ୍ନ ଓ ଉତ୍ତର ରହିଛି ଯାହା ବିଷୟରେ ସମସ୍ତ ମଣିଷ ଜାଣିବା ନିହାତି ଆବଶ୍ୟକ । ଏହି ସାଧାରଣ ଜ୍ଞାନ ଆମକୁ କେତେକ ପରୀକ୍ଷା ଓ କେତେକ ସ୍ଥାନରେ ବହୁତ ଉପକାର କରିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ବନ୍ଧୁଗଣ ଏହି ସବୁ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରଶ୍ନ – କୃଷିର ପ୍ରଥମ ଉଦାହରଣ କେଉଁ ସ୍ଥାନରୁ ମିଳିଥିଲା ?

ଉତ୍ତର – ମେହରଗଢ ରୁ

ପ୍ରଶ୍ନ – ବିଶ୍ଵର ସବୁଠୁ ବଡ ମସଜିଦ କେଉଁ ଦେଶରେ ଅଛି ?

ଉତ୍ତର – ଇରାକ ରେ

ପ୍ରଶ୍ନ – ମହାତ୍ମା ଗାନ୍ଧୀଙ୍କୁ କିଏ ଅର୍ଧନଗ୍ନ ଫକୀର କହିଥିଲେ ?

ଉତ୍ତର – ଫ୍ରେକ ମୋରିସ

ପ୍ରଶ୍ନ – ଯୋଗ ଦର୍ଶନର ପ୍ରବର୍ତକ କିଏ ଥିଲେ ?

ଉତ୍ତର – ପତଞ୍ଜଳି

ପ୍ରଶ୍ନ – ବିଶ୍ଵର ସବୁଠୁ ଅଧିକ ମୋବାଇଲ ଫୋନ କେଉଁ ଦେଶରେ ତିଆରି ହୋଇଥାଏ ?

ଉତ୍ତର – ଚୀନ ରେ

ପ୍ରଶ୍ନ – ଚନ୍ଦ୍ରରେ ଧୁଳିର ପଡିଆକୁ କଣ କୁହନ୍ତି ?

ଉତ୍ତର – ଶାନ୍ତି ସାଗର

ପ୍ରଶ୍ନ – ସିନ୍ଧୁ ସଭ୍ୟତାକୁ କିଏ ଖୋଜି ବାହାର କରିଥିଲେ ?

ଉତ୍ତର – ରାୟବାହାଦୁର ଦୟାରାମ ସାହନୀ

ପ୍ରଶ୍ନ – ନୁରଜହ୍ନାର ବାସ୍ତବିକ ନାଁ କଣ ଥିଲା ?

ଉତ୍ତର – ମେହରୁନ୍ନିସା

ପ୍ରଶ୍ନ – କେଉଁ ପଶୁକୁ ସବୁଜ ଜିନିଷ ଦ୍ଵିଗୁଣା ବଡ ଦେଖାଯାଏ ?

ଉତ୍ତର – ହାତୀ କୁ

ପ୍ରଶ୍ନ – ବିଶ୍ଵର ସବୁଠୁ ଉଚ୍ଚ ଜ୍ଵଳାମୁଖୀ ପର୍ବତ କେଉଁ ସ୍ଥାନରେ ଅଛି ?

ଉତ୍ତର – କୋଟାପ୍ୟାକ୍ସି

ପ୍ରଶ୍ନ – କୁକୁର କାଟିବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର – ରାବିଜ

ପ୍ରଶ୍ନ – ଋଗବେଦିକ କାଳରେ ବନସ୍ପତିର ଦେବତା କିଏ ଥିଲେ ?

ଉତ୍ତର – ସୋମ

ପ୍ରଶ୍ନ – ଇଣ୍ଡିଆ ଡିବାଇଡେଡ ପୁସ୍ତକର ଲେଖକ କି ଥିଲେ ?

ଉତ୍ତର – ଡା. ରାଜେନ୍ଦ୍ର ପ୍ରସାଦ

ପ୍ରଶ୍ନ – କେଉଁ ଜୀବ କେବେ ବି ନିଜ ମା କୁ ଦେଖି ନାହିଁ ?

ଉତ୍ତର – ବିଚ୍ଛା

ପ୍ରଶ୍ନ – ଓଜନ ସ୍ତରର ମୋଟେଇକୁ ମାପିବାର ଏକତାକୁ କଣ କୁହନ୍ତି ?

ଉତ୍ତର – ଡାବ୍ସନ ଏକତା

ପ୍ରଶ୍ନ – ଭାରତରେ ମୋଟ କେତୋଟି ରେଲୱେ ଷ୍ଟେସନ ଅଛି ?

ଉତ୍ତର – ୮୩୨୬

ପ୍ରଶ୍ନ – ୟେଲୋଷ୍ଟୋନ ପାର୍କ କେଉଁ ସ୍ଥାନରେ ଅଛି ?

ଉତ୍ତର – ଆମେରିକା ରେ

ପ୍ରଶ୍ନ – ଭାରତର ଆଇନଷ୍ଟିନ କାହାକୁ କୁହାଯାଏ ?

ଉତ୍ତର – ନାଗାର୍ଜୁନ ଙ୍କୁ

ପ୍ରଶ୍ନ – କେଉଁ ଦେଶରେ ପ୍ଲାଷ୍ଟିକର ନୋଟ ଚାଲିଥାଏ ?

ଉତ୍ତର – ଅଷ୍ଟ୍ରେଲିୟା

ପ୍ରଶ୍ନ – ବିଶ୍ଵର ସବୁଠୁ ଅଧିକ କଫି କେଉଁ ଦେଶ ଉତ୍ପାଦିତ କରିଥାଏ ?

ଉତ୍ତର – ବ୍ରାଜିଲ

ପ୍ରଶ୍ନ – କେଉଁ ଫୁଲର ଓଜନ ୧୦ କିଲୋ ପର୍ଯ୍ୟନ୍ତ ହୋଇପାରେ ?

ଉତ୍ତର – ରେଫ୍ଲେସିୟା ର

ପ୍ରଶ୍ନ – ତାହା କେଉଁ ଜିନିଷ ଯାହାକୁ

ସକାଳୁ ଦେଖିଲେ ସବୁଜ,

ଦ୍ଵିପହରକୁ ଦେଖିଲେ କଳା,

ସନ୍ଧ୍ୟା ସମୟରେ ଦେଖିଲେ ନୀଳ,

ରାତିକୁ ଦେଖିଲେ ଧଳା,

ହୋଇଥାଏ ?

ଉତ୍ତର – ବିଲେଇର ଆଖି

Leave a Reply

Your email address will not be published. Required fields are marked *