ଦେଖନ୍ତୁ Video: ‘ପିଲାମାନେ ଭୁଲରେ ଭୁଲ ରାସ୍ତାକୁ ଯାଇଛନ୍ତି ..ତାଙ୍କୁ ଯଦି ଆମେ…’ ହଠାତ ଏମିତି କାହିଁକି କହିଲେ Ollywood ନାୟିକା Archita ?

ବନ୍ଧୁଗଣ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅର୍ଚ୍ଚିତା ସାହୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ଅର୍ଚ୍ଚିତା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଅର୍ଚ୍ଚିତା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଅର୍ଚ୍ଚିତା ନିଜ ସ୍ଵାମୀ ତଥା ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ଓଡିଶା ପୋଲିସ ସଭାକୁ ଯାଇଥିଲେ ଆଉ ସେଠାରେ ସେ ଏକ ମନ୍ତବ୍ୟ ଦେଇଛନ୍ତି । ଅର୍ଚ୍ଚିତା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଏଇଟା ଦୀର୍ଘ 4 ମାସର ପରିଶ୍ରମ ମୁଁ ସବ୍ୟସାଚୀଙ୍କ ଠାରୁ ଶୁଣିଥିଲି ଯେ ପିଲା ମାନେ ଭୁଲ ବଶତଃ ଭୁଲ ରାସ୍ତାରେ ଯାଇଛନ୍ତି । ଆଉ ସେମାନେ କିଛି କରିବା ପାଇଁ ଚାହୁଁ ଛନ୍ତି ତାଙ୍କୁ କେବଳ କିଛି ସପୋର୍ଟ ଦରକାର ।

ସେଥିପାଇଁ ପୁରା କମିସନରେଟ ପୋଲିସ ଆଉ ପୁରା ଟିମ 4 ମାସ ଧରି ଲାଗିଥିଲେ । ସବ୍ୟସାଚୀ ବି ବହୁତ ଥର ତାଙ୍କ ପାଖକୁ ଯାଇ ମୋଟିଭେଟ କରିଛନ୍ତି । ତାଙ୍କୁ ବୁଝିବା ନିହାତି ଦରକାର କାରଣ ସେମାନେ ବି କଷ୍ଟରେ ଥାନ୍ତି । ତେଣୁ ତାଙ୍କୁ ବୁଝିକି ମୁଖ୍ୟ ସ୍ରୋତରେ ଫେରାଇବା ହେଉଛି ବଡ କାମ ଥିଲା । ଆଜି ଶେଷ ଦିନରେ ମୁଁ ଆସିଛି ଆଉ ମୁଁ ସେ ପିଲା ମାନଙ୍କୁ ଦେଖା କରିବାକୁ ଚାହୁଁ ଥିଲି ।

ମୋତେ ବହୁତ ଭଲ ଲାଗିଲା । ସଫଳତା ପୂର୍ବକ ସେମାନେ ଗୋଟେ ଉଦ୍ୟୋଗପତି ହେବା ରାସ୍ତାରେ ଯିବାକୁ ଆଗେଇ ଛନ୍ତି ଆଗାମୀ ଦିନରେ ସେମାନେ ବଡ ଉଦ୍ୟୋଗପତି ହୁଅନ୍ତୁ ଆଉ ଓଡିଶାର ନାଁ ରଖନ୍ତୁ ବାସ ମୁଁ ଏତିକି ଚାହିଁବି’ । ତା ହେଲେ ବନ୍ଧୁଗଣ ଅର୍ଚ୍ଚିତାଙ୍କ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *