ଏମିତି ଚମତ୍କାର କେବଳ ଭାଗ୍ୟରେ ଥିଲେ ଦେଖିବାକୁ ମିଳେ, ଏହି ଭାଇରାଲ Video ଦେଖିଲେ ଆପଣଙ୍କ ଛାତି ଥରି ଉଠିବ !

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମାଜ ରେ ଅନେକ ଘଟଣା ଘଟୁଛି । ବର୍ତ୍ତମାନ ସ୍ମାର୍ଟ୍ ଫୋନ୍ ଯୋଗୁ କୌଣସି ପରିସ୍ଥିତି କୋୖଣସି ସମୟ ରେ ଜାଣି ହେଉଛି । ତେବେ କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ବର୍ତ୍ତମାନ ସମୟ ରେ ଅନେକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ ।

ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ବିଭିନ୍ନ କଳାକାର ନିଜ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ବେଳେ ବେଳେ ଅନେକ ମଜାଦାର ଭିଡିଓ ଆସିଥାଏ ଯାହା ଦେଖି ଆମେ ଅନେକ ଆନନ୍ଦ ପାଇଥାଉ । ସେହିପରି କିଛି ଭିଡିଓ ବର୍ତମାନ ସୋସିଆଲ ମିଡ଼ିଆ ରେ ଭାଇ ରାଲ ହେଉଛି। ତେବେ କୁହାଯାଏ କି ରଖିଲେ ଶିବ ମାରିବ କିଏ ତେବେ ସେହିଭଳି ଆଶ୍ଚର୍ଯ୍ୟ ଜନକ ଭିଡିଓ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ।

୧- ପ୍ରଥମ ଭିଡିଓ ରେ ଜୁନ ୨୦୧୮ ରେ ଆଜରବାଇଜନ ଆର୍ମି ର ଶହେ ବର୍ଷ ଉତ୍ସବ ପାଳନ କରିବା ପାଇଁ ହେଲିକ୍ୟାପ୍ଟର ଶୋ କରା ଯାଉଥିଲା। ତେବେ ଏହି ଶୋ କୁ ରିପୋର୍ଟ କରିବା ପାଇଁ ଏଲମୀରା ନାମକ ଜଣେ ମହିଳା ରିପୋର୍ଟର। ତେବେ ସେ ସାମ୍ବାଦିକତା କରୁଥିବା ସମୟରେ ତାଙ୍କ ପାଖ ସାଇଡ଼ ଦେଇ ଏକ ହେଲିକ୍ୟାପ୍ଟର ଉଡି ଯାଇଥିଲା ଏବଂ ସେ ଯଦି ଟିକେ ହଲଚଲ ହୋଇ ଥାଅନ୍ତେ ତେବେ ତାଙ୍କର କିଛି ନା କିଛି ନିଶ୍ଚିତ ହୋଇଥାନ୍ତା। ତେବେ ସେ ଖୁବ ଅଳ୍ପକେ ବର୍ତ୍ତି ଯାଇଥିଲେ।

୨-ଦ୍ଵିତୀୟ ଭିଡିଓ ରେ ଜୁନ ୨୦୨୧ ରେ କର୍ଣ୍ଣାଟକ ର ଜଣଙ୍କ ଘର ପଛ ରେ ଥିବା ପୋଖରୀରୁ ଏକ କିଙ୍ଗ କୋବ୍ରା ଦେଖା ଦେଇଥିଲା ତେବେ ସେ ତାକୁ ଉଦ୍ଧାର କରିବା ପାଇଁ ସାପ ଉଦ୍ଧାରକାରୀଙ୍କୁ ଡାକିଥିଲେ। ତେବେ ସେମାନେ ସେହିଠାରେ ପହଁଚି ଏକ ଭଙ୍ଗା ଗଛ ଉପରେ ଚଢ଼ି ସାପ କୁ ଆଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ହଠାତ ସାପ ଟି ଖସି ଯାଇଥିଲା ଏବଂ ସେହି ଉଦ୍ଧାରକାରୀ ଙ୍କୁ କାମୁଡିବା ପାଇଁ ଆସିଥିଲା କିନ୍ତୁ ସେହି ସମୟରେ ସେ ତାର ମୁହଁ କୁ ଧରି ନେଇଥିଲେ ଏବଂ ତାକୁ ଉଦ୍ଧାର କରି ଏକ ସୁରକ୍ଷିତ ସ୍ଥାନରେ ରଖି ଦେଇଥିଲେ।


୩- ତୃତୀୟ ରେ ହେଉଛି ଡିସେମ୍ବର ୨୦୧୫ ରେ କିଛି ପର୍ଯ୍ୟଟକ ଜିପ ରେ ବସି କୃଗର ନେସନାଲ ପାର୍କ ସାଉଥ ଆଫ୍ରିକା ର ସେଠାରେ ବୁଲୁଥିଲେ ତେବେ ତାଙ୍କ ସଫାରି ଜିପ ଆଗରେ କିଛି ପକ୍ଷୀ ମାନେ ଲାଇନ କରି ଚାଲୁଥିଲେ ତେବେ ପର୍ଯ୍ୟଟକ ମାନେ ଏହି ଦୃଶ୍ୟ କୁ ରେକର୍ଡ କରୁଥିଲେ ତେବେ ଠିକ ସେହି ସମୟରେ ପକ୍ଷୀ ମାନେ ଉଡିବାକୁ ଲାଗିଲେ ଏବଂ ହଠାତ ଏକ ମହାବଳ ବାଘ ମଧ୍ୟ ଉପରକୁ ଡେଇଁଥିଲା କିନ୍ତୁ ଭାଗ୍ୟ ଭଲ ସେ ବେସି ଜୋରରେ ଡେଇଁ ନଥିଲା ନହେଲେ ବହୁତ କିଛି ଘଟି ଯାଇ ଥାନ୍ତା।


୪- ଚତୁର୍ଥ ଭିଡିଓ ରେ ଡିସେମ୍ବର ୨୦୨୦ ରେ ସାଉଥ ଆମେରିକା ର ପେରୁ ର ପାହାଡ଼ ଏରିଆ ରେ ଗୋଟିଏ ବସ୍ ଯାଉଥିଲା ତେବେ ଟ୍ରନିଂ ପଏଣ୍ଟ ରେ ତାର ଗୋଟିଏ ଚକ ତଳକୁ ଖସି ଯାଇଥିଲା କିନ୍ତୁ ଭାଗ୍ୟ ଭଲ କି ଡ୍ରାଇଭର ନିଜର ବୁଦ୍ଧି ବଳରେ ଗାଡି କୁ ବାଲାନ୍ସ କରି ଦେଇଥିଲା ଏବଂ ବସ୍ ଟି ପଡିବା ଆଗରୁ ବଂଚି ଯାଇଥିଲା।

Leave a Reply

Your email address will not be published. Required fields are marked *