Bollywood ର ଫେମସ ଭିଲିଆନ ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ସ୍ତ୍ରୀ ଓ ଝିଅ, 5 ନମ୍ବର ଅଭିନେତାଙ୍କ ଝିଅ ଆଗରେ ହିରୋଇନ ବି ଫିକା ପଡିଯିବେ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସିନେମା ଦେଖୁଥିବେ ନିଶ୍ଚିତ ତେବେ ସିନେମା ରେ ନିଜର ପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ଦେଖି ଆପଣ ଖୁସି ମଧ୍ୟ ହେଉଥିବେ ତେବେ ଗୋଟିଏ ସିନେମା ରେ ନାୟକ ନାୟିକା ମାନେ ଯେତେ ଆବଶ୍ୟକ ଥାଆନ୍ତି ସେତିକି ଗୋଟିଏ ଖଳ ନାୟକ ର ମଧ୍ୟ ଥାଏ । ତେବେ ଏହା ମଧ୍ୟ କହିବା ଉଚିତ ହେବ କି ଖଳନାୟକ ବିନା ସିନେମା ଅଧୁରା ଥାଏ ।

କାରଣ ଗୋଟିଏ ଖଳ ନାୟକ ହିଁ ଏହି ସିନେମା କୁ ଆହୁରି ଅଧିକ ଆକର୍ଷିତ କରିଥାଏ ଏବଂ ଖଳନାୟକ ଦ୍ଵାରା ହିଁ ନାୟକ ର ଛବି ଅଧିକ ଦୃଢ଼ ହୋଇଥାଏ । ତେବେ ବେଳେ ବେଳେ ଖଳନାୟକ ଙ୍କ ର ସୁନ୍ଦର ଅଭିନୟ ଯୋଗୁଁ ସିନେମା ହିଟ ହୋଇ ଯାଇଥାଏ । ତେଣୁ ଗୋଟିଏ ସିନେମା କୁ ସଫଳ କରିବା ପାଇଁ ସେଥିରେ ଜଣେ ଖଳନାୟକ ରହିବା ନିଶ୍ଚିତ ଆବଶ୍ୟକ ଅଟେ । ତେବେ ଆଜି ଆମେ ସେହି ବଲିଉଡ ର କିଛି ସଫଳ ଏବଂ ପ୍ରସିଦ୍ଧ ଖଳନାୟକ ଙ୍କ ସ୍ତ୍ରୀ ଏବଂ ଝିଅ ବିଷୟ ରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା ।

୧ ପ୍ରଥମ ରେ ହେଲେ ବଲିଉଡ ଜଗତର ଲୋକପ୍ରିୟ ଖଳନାୟକ ଶକ୍ତି କପୂର । ତେବେ ଶକ୍ତି କପୂର ଜଣେ ଦକ୍ଷ କଳାକାର ସେ ନିଜ ଅଭିନୟ ଜରିଆରେ ଲୋକ ମାନଙ୍କ ହୃଦୟ ରେ ଘର କରିବାରେ ସକ୍ଷମ ହୋଇଥିଲେ । ତେବେ ଶକ୍ତି କପୂର ୧୯୮୨ ମସିହାରେ ଅଭିନେତ୍ରୀ ଶିବାଙ୍ଗି କୋଲ୍ହାପୁରୀ ଙ୍କୁ ବିବାହ କରିଥିଲେ ତେବେ ତାଙ୍କର ଗୋଟିଏ ସୁନ୍ଦର ଝିଅ ମଧ୍ୟ ଅଛି ସେ ହେଉଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୂର ସେ ମଧ୍ୟ ଜଣେ ସଫଳ ଏବଂ ଲୋକପ୍ରିୟ ଅଭିନେତ୍ରୀ ଆପଣ ତାଙ୍କୁ ଆଶିକି୨ ରେ ଦେଖିଥିବେ ।


୨ ଦ୍ଵିତୀୟ ରେ ହେଉଛନ୍ତି କିରଣ କୁମାର । ତେବେ କିରଣ କୁମାର ଙ୍କୁ ଆପଣ ଅନେକ ସିନେମା ରେ ଖଳନାୟକ ଭୂମିକା ରେ ଦେଖିଥିବେ ତେବେ ଲୋକମାନେ ତାଙ୍କ ଅଭିନୟ କୁ ଖୁବ ପସନ୍ଦ ମଧ୍ୟ କରନ୍ତି । ତେବେ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସୁଷମା ବର୍ମା ସେ ମଧ୍ୟ ଜଣେ ଅଭିନେତ୍ରୀ ଏବଂ ଝିଅ ସୃଷ୍ଟି ଜଣେ ଫ୍ୟାଶନ ଷ୍ଟାଇଲିସ୍ଟ ଏବଂ ଫ୍ୟାଶନ କୋଂସଲେଣ୍ଟ ଅଟନ୍ତି ।


୩ ତୃତୀୟ ରେ ହେଉଛନ୍ତି ମୁକେଶ ଋଷି । ତେବେ ମୁକେଶ ଉଭୟ ବଲିଉଡ ଏବଂ ସାଉଥ ରେ ନିଜ ଅଭିନୟ ର ଯାଦୁ ଦେଖାଇ ସାରିଛନ୍ତି ତେବେ ତାଙ୍କର ଅଭିନୀତ ସମସ୍ତ ଚରିତ୍ର ଏବଂ ସମସ୍ତ ସିନେମା କୁ ଲୋକମାନେ ଦେଖିବା ପସନ୍ଦ କରନ୍ତି । ତେବେ ତାଙ୍କ ସ୍ତ୍ରୀ ହେଉଛନ୍ତି କେଶାନୀ ଋଷି ଏବଂ ତାଙ୍କର ଜଣେ ୧୫ ବର୍ଷୀୟ ଝିଅ ମଧ୍ୟ ଅଛି ଯିଏ ବର୍ତ୍ତମାନ ପାଠ ପଢୁଛନ୍ତି ।

୪ ଚତୁର୍ଥ ରେ ହେଉଛନ୍ତି ଅମଜାଦ ଖାନ । ତେବେ ଗବର ରୁ ପ୍ରସିଦ୍ଧି ଲାଭ କରିଥିବା ଅମଜାଦ ଖାନ ସମସ୍ତ ଙ୍କ ପ୍ରିୟ ଏବଂ ଘରେ ଘରେ ପରିଚିତ ତେବେ ବର୍ତ୍ତମାନ ସେ ଆମ ଗହଣ ରେ ନାହାନ୍ତି । ତେବେ ସେ ୧୯୭୨ ରେ ଶାହିଲା ଖାନ ଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଝିଅ
ଅହଲମ ଖାନ ସେ ମଧ୍ୟ ଅଭିନୟ ପ୍ରତି ରୁଚି ରଖିଛନ୍ତି ।


୫ ପଞ୍ଚମ ରେ ହେଉଛନ୍ତି ଡେନି ଡେଂଯୋଗପା । ତେବେ ଆପଣ ତାଙ୍କୁ ରୋବଟ, ସନମ ବେୱାଫା ଆଦିରେ ଦେଖିଥିବେ ତେବେ ସେ ୧୯୯୦ ରେ ଗାବା ଡେଂଯୋଗପା ଙ୍କୁ ବିବାହ କରିଥିଲେ ତେବେ ତାଙ୍କର ଝିଅ ପେମା ଡେଂଜୋଂଗପା । ପେମା ଏନିମେଶନରେ ବୀଏ ଅନର୍ସର ଡିଗ୍ରୀ କରିଛନ୍ତି । ଏହାବ୍ୟତୀତ ସେ ଲଣ୍ଡନ କଲେଜ ଅଫ କମ୍ୟୁନିକେସନରେ ମଧ୍ୟ ପାଠ ପଢ଼ିଛନ୍ତି ।

୬ ଷଷ୍ଠ ରେ ହେଉଛନ୍ତି ମିଷ୍ଟର ଇଣ୍ଡିଆ’ରେ ମୌଗେମ୍ବୋ ଭୂମିକାରେ ପ୍ରସିଦ୍ଧ ଅଭିନେତା ଅମରୀଶ ପୁରୀ । ତେବେ ସେ ୧୯୫୭ ରେ ଉର୍ମିଳା ଙ୍କୁ ବିବାହ କରିଥିଲେ । ତେବେ ତାଙ୍କ ଝିଅ ନମ୍ରତା ସେ ଫିଲ୍ମ ଦୁନିଆ ଠାରୁ ଦୂରରେ ଅଛନ୍ତି ଏବଂ ସେ ଗ୍ରାଜୁଏସନ ପରେ ସୋଫ୍ଟୱେର ଇଞ୍ଜିନିୟରିଙ୍ଗରେ ମାଷ୍ଟର ଡିଗ୍ରୀ ନେଇଥିଲେ । ସୋଫ୍ଟୱେର ଇଞ୍ଜିନିୟର ହେବା ସହିତ ସେ ଜଣେ କସଟ୍ୟୁମ ଡିଜାଇନର ମଧ୍ୟ ଅଟନ୍ତି । ନମ୍ରତା ଶିରୀଷ ବାଗୱେଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି ।

Leave a Reply

Your email address will not be published. Required fields are marked *