“ଯଦି ସେ-କସ କରିବାକୁ ଇଛା ତାହେଲେ ବାହାରେ ପଇସା ଦେଇକି କରୁନା..’Vivah’ ଫିଲ୍ମ ରେ ବି ହୀରୋ ହିରୋଇନ… !” Elina Samal

ବନ୍ଧୁଗଣ, ସୂଚନା ଅନୁଯାୟୀ ସମାଜସେବୀ ଏଲିନା ସାମଲ କହିଛନ୍ତି ଯେ ଶାରୀରିକ ସମ୍ପର୍କ କରିବ ମାତ୍ରେ ଯେତେବେଳେ ତୁମେ ଜାଣିବ ରେ ସେ ସତରେ ତୁମକୁ ସେତିକି ଭଲ ପାଉଛି । “ବିବାହ” ଚଳଚିତ୍ରରେ ସେ ତାଙ୍କୁ ବାହା ହେଲେ କି ନା ? ବାହା ହେବା ପୂର୍ବରୁ ହିରୋଇନ କହିଲା ଆଗ ମୋ ଶରୀରକୁ ଦେଖିସାର । ମାତ୍ର ହିରୋ କହିଲା ଯେ ମୁଁ କଣ ଶରୀର ଦେଖି ଭଲପାଇଥିଲି ? ଆଜି ତୁ ଜାଲିଯାଇଛୁ ବୋଲି ବାହା ହେବି ନାହିଁ ମାତ୍ର ଯଦି କାଲି ମୁଁ ଜଳିଯାଇଥାନ୍ତି ?

ତେବେ ଭଲପାଇବାର କେତେ ପ୍ରକାରର କେତେ ପ୍ରକାରର ପଥ ଅଛି । ଯଦି ସ-ଏକ୍ସ କରିବାକୁ ଇଛା ତେବେ ପଇସା ଦେଇ ଯାଇ ସ-ଏକ୍ସ କରି ଚାଲି ଆସୁନାହାଁନ୍ତି, ଯଦି କରିବାର ଇଛା ଅଛି, ଲୋକ ତ କରୁଛନ୍ତି ଏଭଳି । ତେବେ ସ-ଏକ୍ସ ମାନେ ନିଜକୁ ରିଲିଫ କରୁଛ ତେବେ ସେହିଭଳି ପଇସା ଦେଇ କେଉଁଠାରେ କରି ଆସୁନ ଚାଲିବ । ମାତ୍ର ଭଲପାଇବା ର ଅର୍ଥ ଏହା ନୁହେଁ ଯେ ମୋ ସ୍ତ୍ରୀ ସୁନ୍ଦର ହେଲେ ତାକୁ ଭଲପାଇବି ମାତ୍ରେ ସେ ସୁନ୍ଦର ନ ହେଲେ ତାକୁ ଭଲ ପାଇବି ନାହିଁ ।

ମାତ୍ର ଏହାକୁ ଭଲପାଇବା କୁହାଯିବନାହିଁ, ଏହା ହେଉଛି ଲେନଦେନ କରିବା । ତେବେ ଏହିଭଳି ଭାବରେ ସମାଜସେବୀ ଏଲିନା ସାମଲ କହିଛନ୍ତି । କାରଣ ଆଜିଭଳି ଦିନରେ ପ୍ରେମ ପରେ ତାହା ପ୍ରତାରଣା ଏବଂ ଧୋକ୍କାରେ ପରିବର୍ତ୍ତନ ହେବାରେ ଲାଗିଛି । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ମଧ୍ୟ ଏଭଳି ସ୍ଥିତି ଆସି ଉପୁଜୁଛି ଯେ ସେମାନେ ମଧ୍ୟ ଅନେକ ଦିନ ସାଥିରେ ରହିବା ପରେ ଆଉ କାହା ପାଇଁ ଅଲଗା ହେଇଯାଉଛନ୍ତି ।

ତେବେ ଏଭଳି କରିବା କେତେଦୂରେ ଠିକ ? ବିବାହ ହେଉଛି ଏକ ପବିତ୍ର ସମ୍ପର୍କ ଏବଂ ସମ୍ପର୍କ ରେ ପ୍ରେମ ନ ରହିଲେ ତାହା ଆଦୌ ଆଗକୁ ଚାଲି ପାରିବ ନାହିଁ । କିନ୍ତୁ ଅଜ୍ଞାନ ମନୁଷ୍ୟ ଆଜିର ଦିନରେ ପ୍ରେମ କୁ ଶରୀରର ଭୋକ ଭାବରେ ରୂପାନ୍ତର କରିବାରେ ଲାଗିଛନ୍ତି ।

ଯେଉଁଠାରେ ଭୋକ ମେଣ୍ଟିଯାଉଛି ସେଠାରେ ସେହି ସ୍ଥାନରୁ ଚାଲିଯାଇ ଆଉ ଜଣଙ୍କ ପାଖରୁ ସେହି ଜିନିଷର ଅପେକ୍ଷା କରୁଛନ୍ତି । ଏହାକୁ ଆଦୌ ଭଲପାଇବା କୁହାଯିବନାହିଁ ବୋଲି କହିଛନ୍ତି ଏଲିନା ସାମଲ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *