ବାଜୁଛି DJ, ସବୁ ରାଗ ଅଭିମାନ ଭୁଲି ଏକାଠି ଦାଣ୍ଡିଆ ଖେଳୁଛନ୍ତି Anubhav ଓ Varsha, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ DJ ସାଙ୍ଗକୁ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ହାତରେ ଦାଣ୍ଡିଆ ଧରି ଝୁମିବାରେ ଲାଗିଛନ୍ତି । ତେବେ ଆସନ୍ତୁ ଜାଣିନେବା ଦୁଇ ସିନେତାରକାଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ତେବେ ଖୁସିରେ ଦାଣ୍ଡିଆ ଖେଳରେ ମାତିଛନ୍ତି ଅନୁଭବ ଏବଂ ବର୍ଷା । ବାଜୁଥିଲା ଗୀତ ଆଉ ସଭିଙ୍କ ଗହଳି ଭିତରେ ଦାଣ୍ଡିଆ ଖେଳୁଛନ୍ତି ବର୍ଷା ଆଉ ଅନୁଭବ ମହାନ୍ତି ।

ତେବେ ଏହା ବିଚ୍ଛେଦର ଖୁସି ନା ନବରାତ୍ର ର ଖୁସି ତାହା ଆପଣ ମାନେ ହିଁ ଅନୁମାନ କରନ୍ତୁ । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କିଭଳି ଭାବରେ ହସଖୁସିରେ ଉପଭୋଗ କରୁଛନ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନି । ଦଣ୍ଡିଆ ଖେଳି ସେମାନେ ସଂପୂର୍ଣ୍ଣ ଭାବରେ ଝୁମୀ ଯାଇଥିଲେ । ତେବେ ଆପଣ ମାନେ ଜାଣିଥିବେ ଯେ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ଯୋଡିକୁ ନେଇ ସବୁବେଳେ ଚର୍ଚା ଲାଗି ରହିଥିଲା ।

ଏହି ଯୋଡି କୁ ସମସ୍ତେ ଖୁବ ପସନ୍ଦ ମଧ୍ୟ କରିଥିଲେ । ଏଭଳିକି ଫ୍ୟାନ୍ସ ମାନେ ଏହି ସମ୍ପର୍କର ଉଦାହରଣ ଦେଊଥିଲେ ଗୋଟିଏ ଭଲ ପ୍ରେମ ସମ୍ପର୍କ ପାଇଁ । ମାତ୍ର ଆଜି ସବୁକିଛି ବଦଳି ଯାଇଅଛି । ଅନେକ ବାଦବିବାଦ ପରେ ଶେଷରେ ବର୍ଷା ଅନୁଭବ ଙ୍କ ଘର ଛାଡିବାକୁ ରାଜି ହୋଇଥିଲେ ଆଉ ଘର ଛାଡି ମଧ୍ୟ ଦେଇଥିଲେ ।

ତେବେ ବର୍ତ୍ତମାନ ଯେଉଁଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ତାହା ସବୁଠାରୁ ନିଆରା ଦୃଶ୍ୟ । ଅନୁଭବ ଏବଂ ବର୍ଷା ଉଭୟ ଦାଣ୍ଡିଆ ଖେଳୁଛନ୍ତି । ବିଚ୍ଛେଦ ର ଦୁଃଖ କମ ମାତ୍ର ଦାଣ୍ଡିଆର ଯେଉଁ ମାହୋଲ ରହିଥିଲା, ସେହି ମାହୋଲରେ ଦୁହିଙ୍କର ଖୁସି ଦେଖିବାକୁ ମିଳିଥିଲା ।

ସବୁଠାରୁ ବଡ କଥା ଯେ ଅନୁଭବ ଯେଉଁଠାରେ ବାରମ୍ବାର ବିଛେଦ ନିମନ୍ତେ ଆବେଦନ କରି ଚାଲିଥିଲେ ବର୍ଷା ସେଠାରେ ବିଳମ୍ବ କରୁଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବର୍ଷା ମଧ୍ୟ ବିଛେଦ ହେବା ନିମନ୍ତେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ତେବେ ଉଭୟଙ୍କୁ ଦେଖିବାକୁ ମିଳିଥିଲା ଏହିଭଳି ଏକ ହସଖୁସିର ମାହୋଲ ରେ । ଯେଉଁଠାରେ ବର୍ଷା ଦାଣ୍ଡିଆ ଖେଳୁଥିଲେ ଏବଂ ଅନୁଭବ ମହାନ୍ତି ମଧ୍ୟ ଖେଳୁଥିଲେ ।

ଏହି ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଭାଇରାଲ ହେଉଛି । ଏହାକୁ ଦେଖି ଉଭୟଙ୍କ ଫ୍ୟାନ୍ସ ମାନେ କହିଛନ୍ତି ଯେ କେତେ ଦିନ ପରେ ଉଭୟଙ୍କୁ ଏକା ସହିତ ଖୁସି ନଜର ଆସୁଥିବାର ଦେଖିବାକୁ ମିଳିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *