ଜଳିଲା ଗୋଟିଏ ପରିବାରର ପାଞ୍ଚ ଜୁଇ, ଏକା ସହିତ ପଞ୍ଚଭୂତରେ ଲୀନ ହେଲା ପରିବାରର ସମସ୍ତ ସଦସ୍ୟ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଓଡିଶାରେ ମାହଙ୍ଗା ହତୟଆକାଣ୍ଡ ଘଟଣାଟି ବହୁତ ଚର୍ଚ୍ଚାରେ ଅଛି । ସମ୍ପତ୍ତି ପାଇଁ ରକ୍ତର ହୋଲି ଖେଳିଛି ସାନ ଭାଇ । ସାନ ଭାଇ ଶିବ ସାହୁ ବଡ ଭାଇର ପରିବାରକୁ କଟୁରିରେ ହାଣି ନିପାତ କରିଦେଇଛି । ବନ୍ଧୁଗଣ ଗତ ମଙ୍ଗଳବାର ଘଟିଥିଲା ଏହି ହତୟଆକାଣ୍ଡ । ଶୈତାନ ସାଜି ବଡ ଭାଇ, ଭାଉଜ, ଜଣେ ଝିଆରୀ ଓ ଦୁଇଟି ପୁତୁରାଙ୍କୁ ହତୟଆ କରିଥିଲା ସାନ ଭାଇ ଶିବ ।

ତେବେ ହତୟଆକାଣ୍ଡ ପରେ ବାଲିଚନ୍ଦ୍ର ପୁର ଥାନାରେ ଶିବ ଆତ୍ମସମର୍ପଣ କରିଥିଲା । ହତୟଆକାଣ୍ଡ କରିବା ପରେ ଶିବ ଏକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ସେହି ଭିଡିଓରେ ସେ ନିଜ ଭୁଲ ସ୍ଵୀକାର କରୁଥିବାର ନଜର ଆସିଛି । ବନ୍ଧୁଗଣ ଏହି ଘଟଣାକୁ ନେଇ ଶିବ ସାହୁଙ୍କ ପତ୍ନୀ ମଧ୍ୟ ନିଜର ବୟାନ ଦେଇ ସାରିଛନ୍ତି ।ତେବେ ବନ୍ଧୁଗଣ ଗତ କାଲି ଏକ ଦୁଃଖଭରା ଭିଡିଓ ସାମନାକୁ ଆସିଥିଲା ।

ଗତ କାଲି କଟକ କାଳିଆବୋଦା ଶ୍ମଶାନରେ ୫ ଜଣ ମୃତକଙ୍କ ଶବ ସତ୍କାର ହୋଇଛି । ମୃତକ ଅଲେକ ସାହୁଙ୍କ ସଂପୂର୍ଣ୍ଣ ପରିବାର ତଥା ତାଙ୍କ ପତ୍ନୀ, ଝିଅ ଓ ଦୁଇ ପୁଅଙ୍କ ମରୁତ ଦେହର ଶବ ସତ୍କାର ହୋଇଛି । ଓଡିଆ ରୀତିନୀତି ଅନୁସାରେ କଟକ କାଳିଆବୋଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି ।

ବନ୍ଧୁଗଣ ଏହି ଭିଡିଓରେ ପରିବାରର ପାଞ୍ଚ ଜଣ ସଦସ୍ୟ ଚିତା ଉପରେ ଶୋଇଛନ୍ତି ଏହା ଏକ ଦୁଃଖତ ଘଟଣା । ଏହି ଘଟଣାଟି ଏବେ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଶିବ ସାହୁ ପାଞ୍ଚ ଜଣଙ୍କ ହତୟଆ ଏକା କରିଛନ୍ତି ନା ତାଙ୍କ ସହ ଆଉ କିଏ ସମ୍ପୃକ୍ତ ଅଛନ୍ତି । ଏହା ସହ ଶିବ ସାହୁ ହତୟଆ କରିବା ପୂର୍ବରୁ କିଛି ନିଶା ଦ୍ରବ୍ୟର ସେବନ କରିଥିଲେ ନା ନାହିଁ ତାହା ପୋଲିସ ତଦନ୍ତ କରୁଛି ।

ତେବେ ବନ୍ଧୁଗଣ ଆଜି ଠାରୁ ଶିବ ସାହୁଙ୍କୁ ରିମାଣ୍ଡରେ ନେବ ପୋଲିସ । ଅଭିଯୁକ୍ତ ଶିବକୁ ତିନି ଦିନିଆ ରିମାଣ୍ଡରେ ନେବ ପୋଲିସ । ଶିବକୁ ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଥିଲା ତେବେ ତିନି ଦିନ ରିମାଣ୍ଡରେ ନେବାକୁ ସାଲେପୁର କୋର୍ଟ ଅନୁମତି ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *