ଏକା ଏକା ବର୍ଷା ପ୍ରିୟଦର୍ଶିନୀ ! ସୋସିଆଲ ମିଡିଆରେ ଲେଖିଲେ କିଛି ଏମିତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚାରେ Varsha Priyadarshini !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ଅନେକ କଷ୍ଟ ଓ ସଂଘର୍ଷ କରିଥାନ୍ତି । ତେବେ ଏମାନେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବର୍ଷା ପ୍ରିୟଦର୍ଶନୀ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନ୍ଦରୀ ନାୟିକା ବର୍ଷା ପ୍ରିୟଦର୍ଶନୀଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ବର୍ଷା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ନିଜ ଅଭିନୟର ଜାଦୁ ଦେଖାଇ ସେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବର୍ଷାଙ୍କ ସୁନ୍ଦରତା ଓ ଅଭିନୟକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କରନ୍ତି । ଆସିବା ଦିନରୁ ବର୍ଷା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଓ ଭିଡିଓ ଅପଲୋଡ କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଥାଏ ।

ତେବେ ଗତ କିଛି ସମୟ ହେବ ବର୍ଷା ନିଜର ଏକ ଭିଡିଓ ପାଇଁ ସମସ୍ତ ସ୍ଥାନରେ ଚର୍ଚାରେ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବର୍ଷାଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମାତ୍ର କିଛି ଘଣ୍ଟା ତଳେ ବର୍ଷା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ।

ଏହି ଭିଡିଓରେ ଏକ ନିଛାଟିଆ ରାସ୍ତାରେ ବର୍ଷା ହସି ହସି ବାଟ ଚାଲୁଥିବାର ନଜର ଆସୁଛନ୍ତି । ବର୍ଷା ଏହି ଭିଡିଓ ଦେଇ କ୍ୟାପ୍ସନରେ ଲେଖିଛନ୍ତି ‘ଏକୁଟିଆ ବାଟ ଚାଲିବାକୁ ଡରନ୍ତୁ ନାହିଁ’ । ତେବେ କାହିଁକି ବର୍ଷା ଏଭଳି ପୋଷ୍ଟ କଲେ ତାହା ଆକଳନ କରିବା କଷ୍ଟକର । ହେଲେ ବର୍ଷା ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା ସମସ୍ତଙ୍କୁ ଜଣା ଅଛି । ଉଭୟ ପରସ୍ପର ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି ।

ତେବେ ଫ୍ୟାନ୍ସ ମାନଙ୍କ ମତରେ ବୋଧେ ବର୍ଷା- ଅନୁଭବ ଏକାଠି ବାଟ ଚାଲିପାରିବେ ନାହିଁ । ସେଥିପାଇଁ ବୋଧେ ବର୍ଷା ଏଭଳି ପୋଷ୍ଟ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *