ଏକ ଅଜବ ବାହାଘର କଲେ ଗାଁ ଲୋକେ, ବର ପାଇଁ ପଡିଲା ଟସ୍, ଜିତିବ ଯିଏ କନିଆଁ ହେବ ସିଏ, ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ, ସାଧାରଣ ଆମ ଭାରତ ବର୍ଷ ରେ ଏଭଳି ଅନେକ ଘଟଣା ମାନ ଘଟିଥାଏ, ଯାହା ଅତ୍ୟନ୍ତ ମନଲୋଭକ ହୋଇଥାଏ । ପ୍ରେମ ର ଅର୍ଥ କଣ ଏହା ପ୍ରାଏ ସମସ୍ତେ ଜାଣିଛନ୍ତି । ଏହା ଏକ ଏଭଳି ବନ୍ଧନ ଅଟେ ଯେଉଁଥିରେ ପ୍ରେମୀ ଭୋକଶୋଷ ଭୁଲି ଯାଇଥାଏ । ମାତ୍ର କେତେକ ସମୟରେ ଏହା ଉଭୟ ପ୍ରେମୀ ଯୁଗଳ ନିମନ୍ତେ ଉତ୍କୃଷ୍ଠ ହୋଇଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ଏହା ପ୍ରତାରଣା ତଥା ପୀଡା ର ମୁଖପାତ୍ର ପାଲଟି ଯାଇଥାଏ । ପ୍ରେମ ଦୁଇଟି ବ୍ୟକ୍ତି ଙ୍କ ମଧ୍ୟରେ ହୋଇଥାଏ ।

ଝିଅ ଜଣକ ଯଦି ପ୍ରେମରେ ଅତ୍ୟଧିକ ଚିନ୍ତା ତଥା ଧର୍ଯ୍ୟହରା ହୋଇଯାଇଥାଏ । ତେବେ ଏହି ମୂଲ୍ୟବାନ ତଥା ରୋମାଞ୍ଚକ ସମ୍ପର୍କରେ ଥିବା ଯୁବକ ଜଣକ ଉଚିତ ବୁଝା ମଣା ତଥା ନିଜ ପ୍ରେମ, ସ୍ନେହ, ଶ୍ରଦ୍ଧାରେ ଝିଅ ଜଣକୁ ପ୍ରାଣ ପ୍ରଣେ ସମସ୍ତ ପ୍ରକାରର ବିଷୟ ସମ୍ବନ୍ଧରେ ବୁଝାଇ ତାହା ସହିତ ପାଦରେ ପାଦ ମିଳାଇ ଚାଲିବାକୁ ପ୍ରତିଶୃତି ଦେଇଥାଏ । କିନ୍ତୁ ଆଜି ଆମ୍ଭେ ଆପଣ ମାନଙ୍କୁ ଯେଉଁ ବିଷୟଟି କହିବାକୁ ଯାଉଅଛୁ ତାହା ଏକ ଏଭଳି ଘଟଣା ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଘଟଣା ଟି ଏକ ତେଲୁଗୁ ସଂପ୍ରଦାୟ ର ଅଟେ । ଏଠାରେ ପ୍ରେମ ଦୁହି ଜଣଙ୍କ ମଧ୍ୟରେ ନୁହେଁ ବରଂ ୩ ଜଣଙ୍କ ମଧ୍ୟରେ ସ୍ତଗିଧ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯୁବକ ଜଣେ ମାତ୍ର ତାଙ୍କ ପ୍ରେମରେ ପଡି ତାଙ୍କୁ ବିବାହ କରିବାକୁ ଚାହୁଁଥିବା କନ୍ୟା ହେଉଛନ୍ତି ୨ ଜଣ । କିନ୍ତୁ ଏହି ସଂପୂର୍ଣ୍ଣ ଘଟଣା ରେ ଜଣେ ଯୁବତୀ ବ-ଳି-ଦା-ନ ଦେଇଛନ୍ତି । ୨ ଜଣ ପ୍ରେମିକା ମଧ୍ୟରୁ ଜଣେ ଅନ୍ୟ ଜଣଙ୍କୁ ବୁଝାଇ କହୁଛନ୍ତି ତୁମେ ବିବାହ କରିନିଅ ।

ଏହା ପରେ ନିଜ ମଧ୍ୟରେ ଉଚିତ ବୁଝାମଣା ଯୋଗୁଁ ଅନ୍ୟ ଝିଅଟି ବିବାହ କରିବାକୁ ରାଜି ହେଇଯାଉଅଛି । ଏହା ପରେ ବ-ଳି-ଦା-ନ ଦେଇଥିବା ଝିଅଟି ସବୁଦିନ ଲାଗି ନିଜ ପ୍ରେମୀ ଠାରୁ ଦୂରେଇ ଯାଉଅଛି । ଅନ୍ୟ ଜଣ ଝିଅଟି ଭଗବାନ ଙ୍କୁ ସାକ୍ଷୀ ରାଖୀ ମନ୍ଦିରରେ ଭଲ ପାଇଥିବା ମନର ମଣିଷ କୁ ବିବାହ କରିନେଉଛନ୍ତି । ଏହି ସମୟରେ କିଛି ବିଶେଷ ବ୍ୟକ୍ତି ମଧ୍ୟ ମନ୍ଦିରରେ ଉପସ୍ଥିତ ଥିବାର ଝଲକ ମିଳିଅଛି ।

ବନ୍ଧୁଗଣ ଏହି ସଂପୂର୍ଣ୍ଣ ଘଟଣା କୁ ଦେଖିଲେ ଲାଗୁଛି ଯେ ପ୍ରେମରେ କେବଳ ଜଣେ କାନଙ୍କୁ ଜିତିବା ତଥା ପାଇବାରେ ସ୍ଥଗିତ ହୋଇନଥାଏ । ବରଂ ଏହାର ମାନେ ହେଉଛି ବ-ଳି-ଦା-ନ । ଆପଣ ମାନେ ଭଗବାନ ଶ୍ରୀ କୃଷ୍ଣ ଏବଂ ରାଧା ଙ୍କ ପ୍ରେମ କାହାଣୀ ସମ୍ବନ୍ଧରେ ଜାଣିଥିବେ । ଯେତେବେଳେ ଭଗବାନଙ୍କୁ ନିଜ ପ୍ରେମ ମିଳିନଥିଲା । ଆମ୍ଭେ ମାନେ ତ ସାଧାରଣ ମନୁଷ୍ୟ । ବନ୍ଧୁଗଣ ଏହି ଅନୋଖା ପ୍ରେମ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *