ଏହି ଜଙ୍ଗଲ କୁ ଆସିବା ମନା, ଯେଉଁଠି ଆପଣଙ୍କୁ ପ୍ରତି ପାହୁଣ୍ଡରେ କେବଳ ବିଷଧର ସାପ ହିଁ ମିଳିବେ, ସେହି ଭୟଙ୍କର ଦୃଶ୍ୟ ଦେଖିଲେ ଆପଣ ବି ଡରିଯିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜିର ଲୋକ ମାନେ ବହୁତ ଉନ୍ନତି କରିଲେଣି । ତେବେ କିନ୍ତୁ ଆଜିବି କିଛି ଲୋକମାନେ ଅ-ନ୍ଧ ବିଶ୍ୱାସ ରେ ବିଶ୍ୱାସ କରନ୍ତି । ତେବେ ଏହା ଛଡା ଆଜି କାଲି ନିଜର ସୁବିଧା ପାଇଁ ଜଂଗଲ କା-ଟି ସେଠାରେ ଘର କିମ୍ବା କାରଖାନା ଆଦି ବସାଉ ଛନ୍ତି ତେବେ ଏହା ଦ୍ୱାରା ଜଂଗଲ ରେ ରହୁଥିବା ପଶୁ ମାନେ ଲୋପ ପାଇ ଯାଉଛନ୍ତି । କାରଣ ଜଂଗଲ କା-ଟି-ବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପଶି ଯାଆନ୍ତି ।

ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭ-ୟ-ବି-ତ ହୋଇ ସେମାନଂକୁ ମା-ରି ଦିଅନ୍ତି । ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ କାହାର ଘରେ ସାପ ବାହାରି ଥିଲେ ତାକୁ ନ ମା-ରି ବରଂ ଉଦ୍ଧାର କରି ଜଂଗଲ କୁ ଛାଡି ଦେଇ ଥାଆନ୍ତି ଏବଂ ଯେଉଁ ଜଂଗଲ ରେ ସେମାନେ ଏହି ସାପ କୁ ଛାଡ଼ନ୍ତି ସେଠାରେ ବିଭିନ୍ନ ପ୍ରକାରର ସାପ ଦେଖା ଯାଆନ୍ତି ।

ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରିବା । ଘଟଣା ଟି ହେଉଛି ଆମ ଓଡିଶାର । ସେଠାରେ ଗାଁର କିଛି ଘରେ ଖ-ତ-ର-ନା-କ ନାଗ ସାପ ମିଳି । ତେବେ ସେମାନେ ସେ ସାପ ଉଦ୍ଧାର କାରି ମିର୍ଜା ଏମଡି ଆରିଫ ଙ୍କୁ ଡାକିଥାଆନ୍ତି । ତେବେ ସେ ଆସି ବହୁତ ଆରାମ ରେ ସାପ କୁ ଉଦ୍ଧାର କରନ୍ତି ଏବଂ ତାକୁ ଜଂଗଲ ରେ ନେଇ ଛାଡିଥାଆନ୍ତି । ତେବେ ଏହି ଜଂଗଲ ରେ ବିଭିନ୍ନ ପ୍ରଜାତି ର ସାପ ସବୁ ଦେଖିବାକୁ ମିଳିଥାନ୍ତି ଯେଉଁମାନେ ବହୁତ ଖ-ତ-ର-ନା-କ ଏବଂ ବି-ଷ-ଧ-ର ଥାଆନ୍ତି ।

ତେଣୁ ଏହି ଜଂଗଲ ରେ କୌଣସି ସାଧାରଣ ଲୋକ ଙ୍କୁ ଯିବା ମନା ଥାଏ କାରଣ ସେମାନଙ୍କ ଜୀଵନ ପ୍ରତି ବି-ପ-ଦ ରହିଥାଏ । ତେବେ ସେ କୋବ୍ରା, ମନୋ କୋବ୍ରା, କମନ କ୍ରେଟ, ରାଣା ସାପ, ଧଣ୍ଡ, ଚନ୍ଦନ ବୋଡା, ଆଦି ଅନେକ ସାପ କୁ ସେ ଉଦ୍ଧାର କରି ଏହି ସ୍ଥାନରେ ଛାଡି ଦିଅନ୍ତି ସେମାନେ ମଧ୍ୟ ସୁରକ୍ଷିତ ଭାବରେ ନିଜ ଜଂଗଲ ଭିତରକୁ ଚାଲି ଯାଆନ୍ତି । ତେବେ ତାଙ୍କର କହିବା କଥା ହେଉଛି ଏହି ନାଗ ସାପ ଅନେକ ସ୍ଥାନରେ ମିଳିଥାଏ ।


କିନ୍ତୁ କିଛି ଲୋକ ଏହାକୁ ମା-ରି ଦିଅନ୍ତି ଏବଂ କିଛି ଲୋକଙ୍କ ଭିତରେ ଆଜି ବି ମାନବିକାତା ରହିଛି ତେଣୁ ତାକୁ ଉଦ୍ଧାର କରିବା କଥା ଭାବିଥାନ୍ତି । ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅ-ନ୍ଧ ବିଶ୍ୱାସ ରହିଛି କି ସାପ କା-ମୁ-ଡ଼ି-ଲେ ଝା-ଡ଼ ଫୁ-ଙ୍କା କରିବା କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷ-ତ ସ୍ଥାନରେ ଏକ କପଡାକୁ ଜୋରରେ ବା-ନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ ।

ଅ-ନ୍ଧବିଶ୍ୱାସର ଶି-କା-ର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବିଷ ବହୁତ ଖ-ତ-ର-ନା-କ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ ଅଟେ । ତେବେ ଆପଣ ମାନେ ବି ଗଛ ଲଗାନ୍ତୁ ଏବଂ ଜଂଗଲ ସୃଷ୍ଟି କରନ୍ତୁ ଏହା ଦ୍ୱାରା ସେମାନେ ବି ସୁରକ୍ଷିତ ରହିବେ ଏବଂ ଆପଣ ବି ସୁରକ୍ଷିତ ରହିବେ । ତେବେ ସେ ଖୁସି ଅଛନ୍ତି କି ମନୁଷ୍ୟ ଭିତରେ ମନୁଷ୍ୟତା ଭରି ରହିଛି ଯାହା ଦ୍ୱାରା ସେମାନେ ତାଙ୍କୁ ଫୋନ କରି ଏହି ବି-ଷ-ଧ-ର ସାପ କୁ ଉଦ୍ଧାର କରିବା ପାଇଁ ଚାହିଁ ଥାଆନ୍ତି ଏବଂ ତାଙ୍କୁ ମା-ର-ନ୍ତି ନାହିଁ ।

Leave a Reply

Your email address will not be published. Required fields are marked *