ଏଇଠି ଥିଲା ମୋ ତୃପ୍ତି, ଗଲା କୁଆଡେ ? ତୃପ୍ତି…. ତୃପ୍ତି … Trupti ଙ୍କୁ ଖୋଜୁଛନ୍ତି Babushan, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବାବୁସାନ ମହାନ୍ତି ଯେତେବେଳେ ହସ୍ପିଟାଲରୁ ଡିଶ୍ଚାର୍ଜ ହେଲେ, ସେତେବେଳେ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଏକ କାର୍ଯ୍ୟ ବ୍ୟସ୍ଥତା ଭିତରେ ତାଙ୍କଠାରୁ ଦୂରେଇ ଯାଇଥିଲେ । ମାତ୍ର ବାବୁସାନ ତାଙ୍କୁ କିଭଳି ଭାବରେ ସେଠାରେ ଖୋଜିବାକୁ ଲାଗିଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ମି-ଡି-ଆ ଭାଇମାନେ ବାବୁସାନଙ୍କୁ ପଚାରିଲେ ଯେ ଭାଇ ତୃପ୍ତି ମାଡାମ ଙ୍କ ସହିତ ଆପଣ କ’ଣ କଥା ହେଲେ ? ଏହାପରେ ବାବୁସାନ କୁହନ୍ତି ଯେ ତୃପ୍ତି କାଇଁ ?

ତେବେ ସେ ଏହିଭଳି ଭାବରେ ନିଜ ସ୍ତ୍ରୀ ତୃପ୍ତି ଙ୍କୁ ଖୋଜିବାକୁ ଲାଗିଥିଲେ । ଏବଂ ଏହାକୁ ଦେଖି ବାବୁସାନ ଙ୍କ ମନରେ ତାଙ୍କ ସ୍ତ୍ରୀ ତୃପ୍ତି ଯେ କେତେ ଭଲ ପାଇବା ଅଛି ତାହା ପରିଲିଖିତ ହେଉଛି । ବାବୁସାନ ଏହା ମଧ୍ୟ କହିଛନ୍ତି ଯେ କାଲି ସେ ମୋ ପାଖରେ ଥିଲା, ଆଜି ମଧ୍ୟ ଅଛି, ଆଉ ଆଗକୁ ମଧ୍ୟ ଏହିଭଳି ରହିବ ତୃପ୍ତି ।

ଆଉ ଥରେ ମଧ୍ୟ ମୁଁ ମୋ ତୃପ୍ତି ଙ୍କୁ ନିଯ ପାଖରୁ ଦୂରେଇ ଦେବିନାହିଁ କି ବାପା ମା ଙ୍କ ସମସ୍ତ କଥା ମାନି ମୋ ପରିବାର ସହିତ ହିଁ ରହିବି । ଏହିଭଳି କହିଛନ୍ତି ବାବୁସାନ । ତୃପ୍ତି ସବୁ ରାଗ ଏବଂ ଅଭିମାନ ଭୁଲି ଯେଉଁଭଳି ଭାବରେ ମୋର ଯତ୍ନ ନେଇଛି ତାହା ମୁଁ ଆଦୌ କେବେ ଭୁଲିବି ନାହିଁ । ତୃପ୍ତି ମେଡିକାଲ ରୁ ବାବୁସାନ ଙ୍କୁ ଘରକୁ ନେବାପାଇଁ ଯାଇଥିଲେ ଏବଂ ସେ ତାଙ୍କ ସହିତ ଘରକୁ ମଧ୍ୟ ଆସିଥିଲେ ।

ଖବର ଅନୁଯାୟୀ ଦୀର୍ଘ ୮ ଦିନ ହେବ ଅସୁସ୍ଥ ଥିଲେ ବାବୁସାନ ମହାନ୍ତି । ଆଉ ତାଙ୍କ ପାଖରେ ରହି ସେବା କରୁଥିଲେ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥି । ବର୍ତ୍ତମାନ ସେ ତାଙ୍କୁ ତାଙ୍କ ଘରକୁ ନେଇ ଯାଇଛନ୍ତି । ଚର୍ଚ୍ଚା ଆଲୋଚନା କଣ ହେବ ତାହା ଦୂରର କଥା । ମାତ୍ର ଏ କଥା ସତ ଯେ ତୃପ୍ତି ଆଉ ବାବୁସାନ ଙ୍କ ମଧ୍ୟରେ ଏବେ ମଧ୍ୟ ନିବିଡ ସମ୍ପର୍କ ରହିଅଛି । ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି, ତଥା ଦୁହେଁ ଦୂହିଁଙ୍କୁ ଚାହାଁନ୍ତି ଯେମିତି ପୂର୍ବରୁ ଭଲ ପାଉଥିଲେ ଠିକ ସେହିଭଳି । ଆଉ ବାବୁସାନ ମଧ୍ୟ ହସ୍ପିଟାଲରେ ରହି ପୁଅ ସହିତ ଭି-ଡି-ଓ କଲ ରେ କଥା ହେଉଥିଲେ ।

ବର୍ତ୍ତମାନ ବାବୁସାନ ସୁସ୍ଥ ହୋଇଯାଇଛନ୍ତି । ଡାକ୍ତର ଙ୍କ ପରାମର୍ଶ କ୍ରମେ କେଉଁ ମେଡ଼ିସିନ କେଉଁ ସମୟରେ ଖାଇବାକୁ ହେବ ସେ ସବୁ ବୁଝି ତୃପ୍ତି ଏବେ ବାବୁସାନ ଙ୍କୁ ତାଙ୍କ ଘରକୁ ନେଇ ଯାଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *