ଅଭିନେତା Babushan ପହଞ୍ଚିଲେ ବରମୁଣ୍ଡା ବାସ ଭବନରେ, ଜଗି ବସିଛନ୍ତି ସ୍ତ୍ରୀ Trupti, ଏବେ ସ୍ତ୍ରୀ ଙ୍କୁ ଦେବେ କି ଉତ୍ତର… ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ନିଜ ଘରେ ପହଞ୍ଚିଛନ୍ତି ବାବୁସାନ । ଖାରବେଳ ଥାନା ପୋଲିସ ଅଧିକାରୀ ପ୍ରକୃତିଙ୍କୁ ପ୍ରଶ୍ନ ପଚାରି ସାରିଛନ୍ତି ମାତ୍ର ବର୍ତ୍ତମାନ ବାବୁସାନ ଘରେ ପହଞ୍ଚିବା ପରେ ତାଙ୍କୁ ପୋଲିସ ପ୍ରଶ୍ନ ପଚାରିବେ । ଏବଂ ତାଙ୍କର ପ୍ରତିକ୍ରିୟା କ’ଣ ରହିବ ଏ ନେଇ ସମସ୍ତଙ୍କ ନଜର ରହିଅଛି । ତେବେ ବାବୁସାନ ଆଜି ଥାନାରେ ହାଜର ହେବେ କି କାଲି ଥାନାରେ ହାଜର ହେବେ ପୋଲିସ ତାଙ୍କ ଘରକୁ ଯାଇ କଣ ପଚରା ଉଚରା କରିବେ ତାହା ପ୍ରତି ନଜର ରହିଛି ସମସ୍ତଙ୍କର । 

ମାତ୍ର ଆଜି ବାବୁସାନ ଙ୍କ ଉତ୍ତର ନିଶ୍ଚିତ ଭାବରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଯେହେତୁ ସେ ଆଜି ଫେରିଆସିଛନ୍ତି ସେଥିପାଇଁ ତାଙ୍କ ବାପା ମା’ ଙ୍କ ମନରେ ସନ୍ତୋଷ ହୋଇଛି । ସେମାନେ ଏତେ ଅପମାନ ର ସମ୍ମୁଖୀନ ହୋଇଥିଲେ ବର୍ତ୍ତମାନ ନିଜ ପିଲାକୁ ଘରେ ପାଇଲା ପରେ କିଛିଟା ସାନ୍ତ୍ଵନା ନିଶ୍ଚିତ ଭାବରେ ମିଳିବ । ଅପରାଜିତା ମହାନ୍ତି ମି-ଡି-ଆ ଆଗରେ କହିଥିଲେ ବାବୁସାନଙ୍କୁ ଯେ ସେ ଯେଉଁଠାରେ ମଧ୍ୟ ଅଛନ୍ତି ଘରକୁ ଫେରି ଆସନ୍ତୁ ଏବଂ ବର୍ତ୍ତମାନ ତାଙ୍କୁ ବହୁତ ଆଶ୍ଵାସନା ଲାଗିଥିବ ଯେ ତାଙ୍କ ପିଲାଟି ତାଙ୍କ ପାଖକୁ ଫେରି ଆସିଲା ।

ଏହାପରେ କ’ଣ ହେବ କଣ ନାହିଁ ଏହା ଅଲଗା ପ୍ରକାରର କଥା । ଯଦି ବାବୁସାନ ସମସ୍ତ ପ୍ରଶ୍ନର ଉତ୍ତର ସଠିକ ଭାବରେ ଦେବେ ତେବେ ଉଚିତ ହେବ । ଏବଂ ଯେହେତୁ ସେ ଘରକୁ ଫେରି ଆସିଛନ୍ତି ଏଣୁ ପରିସ୍ଥିତି କୁ ସାମ୍ନା କରିବାର ସାହାସ ସେ କରିଛନ୍ତି ଏବଂ ଏହା ଉଚିତ । ମି-ଡି-ଆ ତଥା ପୋଲିସ ସାଙ୍ଗରେ ବାବୁସାନ କୋପୋରେଟ କରିବେ ଯଦି ତାଙ୍କ ଜିନିଷ ସହଜ ଏବଂ ସରଳ ହୋଇଯିବ ।

ଏବଂ ଆଗଭଳି ସେ ସାଧାରଣ ଜୀବନଯାପନ କରିପାରିବେ । ଅପରାଜିତା ମହାନ୍ତି ମିଡିଆ ସାମ୍ନାରେ କାନ୍ଦି ପକାଇ କହିଥିଲେ ଯେ ସେହି ପୁରୁଣା ବାବୁସାନ ବର୍ତ୍ତମାନ ତାଙ୍କର ଆଉ ନାହିଁ ସେ ବହୁତ ବଦଳି ଯାଇଅଛି । ମାତ୍ର ସେ ଯେଉଁଠାରେ ମଧ୍ୟ ଅଛି ଘରକୁ ଫେରିଆସୁ । ତେବେ ବର୍ତ୍ତମାନ ସମସ୍ତ ଅପେକ୍ଷାର ଅନ୍ତ ଘଟିଛି ଏବଂ ବାବୁସାନଙ୍କୁ ଦେଖି ଅପରାଜିତା ମହାନ୍ତି ଭାବୁକ ହୋଇଯାଇଛନ୍ତି ।

ବାବୁସାନ ରାସ୍ତାର ଆସିବା ସମୟରେ ମି-ଡି-ଆଙ୍କ ସହିତ ମୁହାଁ ମୁହିଁ ହୋଇଥିଲେ ଏବଂ କହିଥିଲେ ଯେ ମତେ ପ୍ରଥମେ ମୋ ବାପା ମା’ ଙ୍କ ପାଖକୁ ଯିବାକୁ ଦିଅନ୍ତୁ ଏହାପରେ ମୁଁ ଆପଣ ମାନଙ୍କୁ ସବୁ ପ୍ରଶ୍ନର ଉତ୍ତର ଦେବି । ତେବେ ଅପେକ୍ଷାର ବିଷୟ ଯେ ବାବୁସାନ ନିଜର ପ୍ରତିକ୍ରିୟା କିଭଳି ଭାବରେ ରଖୁଛନ୍ତି ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।            

Leave a Reply

Your email address will not be published. Required fields are marked *