ଭସାଣୀରେ ଦୂର୍ଗା ମୂର୍ତ୍ତିରୁ ଭିଡି ଆଣିଲେ ଖଣ୍ଡା ଓ ତ୍ରିଶୂଳ, ରାସ୍ତା ମଝିରେ ହେଲେ ଉତ୍ପାତ…ଦେଖିଲେ ଆପଣଙ୍କ ମୁଣ୍ଡ ଗରମ ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଭଷାଣୀ ସମୟରେ ଯୁବତୀ ଙ୍କ ଉପରେ ସବାର ହୋଇଯାଇଥିଲେ ମା’ ଦୂର୍ଗା । ମା’ ଦୂର୍ଗା ଙ୍କ ତ୍ରିଶୂଳ ଏବଂ ଖଣ୍ଡା କୁ ହାତରେ ଧରି କିଭଳି ଉତପାତ ହେଇଛନ୍ତି ଏହି ଯୁବତୀ ଜଣଙ୍କ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଯୁବତୀ ଜଣଙ୍କର ଏହିଭଳି ସ୍ଥିତି ଦେଖି ଏହି ଘଟଣା ଟି ବେସ ଭା-ଇ-ରା-ଲ ହେଉଛି ସୋ-ସି-ଆ-ଲ ମି-ଡି-ଆ ରେ ।

ଯୁବତୀ ଜଣଙ୍କ ମୂର୍ତ୍ତି ପାଖକୁ ଯାଇ ମା’ ଙ୍କ ଖଣ୍ଡା ଏବଂ ତ୍ରିଶୂଳ ଛଡାଇ ଆଣି ପ୍ରଥମେ ବୁଲାଇ ଥିଲେ । ତେବେ ମହିଳା ଙ୍କୁ ପ୍ରଥମେ ବୁଝା ସୁଝା କରି ପ୍ରଥମେ ତଳକୁ ଓହ୍ଲାଇଥିଲେ କମିଟି ସଦସ୍ୟ । ଏବଂ ଏହାପରେ ମହିଳା ଜଣଙ୍କ ଓହ୍ଲାଇବା ପୂର୍ବ ରୁ ବେସ କିଛି ହଙ୍ଗାମା ମଧ୍ୟ କରିଥିଲେ । ବାମ ହାତରେ ତ୍ରିଶୂଳ ଧରିଥିବା ବେଳେ ଡାହାଣ ହାତରେ ଧରିଛନ୍ତି ଖଣ୍ଡା ।

ବୋଧ ହୁଏ ଜଗତ ଜନନୀ ଙ୍କର କିଛି ଅଂଶ ଲାଗିଯାଇଥିଲା ଏହି ମହିଳା ଙ୍କ ଉପରେ । ନା ଏ ସବୁ କରି କିଛି ଏକ ଭାଣ୍ଡାମି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଯୁବତୀ ଜଣଙ୍କ । ତେବେ ମା’ ଙ୍କ ମୁରମୟୀ ମୂର୍ତ୍ତି ଙ୍କୁ ପୂଜା କରିବା ସମୟରେ ଯେତେବେଳେ ମେଲାଣି ଦେବାର ସମୟ ଆସିଥିଲା ଏଭଳି ମହିଳା ଜଣଙ୍କୁ କିଏ ଅନୁମତି ଦେଇଥିଲା ମା’ ଙ୍କ ପାଖକୁ ଚଢି ଏହିଭଳି କାମ କରିବାକୁ ?

ଏହି ମୂହୁର୍ତ୍ତର ଦୃଶ୍ୟକୁ ଅନେକ ନିଜ ମୋବାଇଲ ରେ ମଧ୍ୟ ସୁଟିଙ୍ଗ କରିନେଲେ ଏବଂ ସମସ୍ତେ ଏହି ଗୋଟିଏ ପ୍ରଶ୍ନ ପଚାରୁଛନ୍ତି ଏହା କେଉଁ ପ୍ରକାରର ଭାଣ୍ଡାମି । ମା’ ଙ୍କ ପ୍ରତି ଯେବେ ସନ୍ନମାନ ଅଛି ତେବେ ହୃଦୟରେ ରଖ । କିନ୍ତୁ ମା’ ଙ୍କ ହାତରୁ ଏହିଭଳି ଖଣ୍ଡା ଏବଂ ତ୍ରିଶୂଳ ଛଡାଇ ଆଣି ଏହିଭଳି ବୁଲାଇବା ଅନେକ ଭକ୍ତ ଙ୍କ ମନକୁ ମଧ୍ୟ ଆଘାତ ପହଞ୍ଚାଇଛି ।

ତେବେ ଏହି ମହିଳା ଜଣଙ୍କ କେଉଁ ମାନସିକ ସ୍ଥିତି ରେ ଏହିଭଳି କରିଲେ ତାହା ହେଉଛି ବଡ ପ୍ରଶ୍ନବାଚୀ ? ମାତ୍ର ଏଭଳି ଉତପାତ ହେବା କଣ ସଠିକ ? ପ୍ରଥମ ପ୍ରଶ୍ନ ହେଉଛି ଯେ ମା’ ଙ୍କ ନିକଟକୁ ମହିଳା ଚଢିଲେ କିଭଳି ? ତାଙ୍କୁ ଅଟକାଇବା ନିମନ୍ତେ କଣ କେହି ନଥିଲେ ସେଠାରେ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *