ଦୁନିଆର ସବୁଠୁ ସୁନ୍ଦରୀ ମହିଳା କ୍ରିକେଟର, ଯାହାଙ୍କ ସୁନ୍ଦରତା ଆଗରେ ଫିକା ପଡିଯାନ୍ତି ବଡ ବଡ ହିରୋଇନ, ନଂ 1 ତ ସବୁଠୁ ହଟକେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟ ଖେଳରେ ନିଜର ଖେଳ ଓ ଗ୍ଲାମରକୁ ନେଇ ବହୁତ ଚର୍ଚାର ବିଷୟ ପାଲଟିଛନ୍ତି ମହିଳା ଖେଳାଳୀ । ଦମଦାର ଖେଳ ସାଙ୍ଗକୁ ଗ୍ଲାମର ଚେହେରା ଯୋଗୁ ବିଶ୍ଵବଜାରରେ ନିଜ ନିଜର ଏକ ସ୍ଵତନ୍ତ୍ର ଆଧିପତ୍ୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି । କ୍ରିକେଟ ଖେଳରେ ପୁଅ ଖେଳାଳୀଙ୍କ ଭଳି ମହିଳା ମାନେ ମଧ୍ୟ ଖେଳରେ ନିଜର ଜଲ୍ବା ଦେଖାଇଛନ୍ତି । ଏହା ସହିତ ସେ ନିଜର ଖେଳ ପଦର୍ଶନ ଓ ସୁନ୍ଦର ଚେହେରା ଯୋଗୁ କୋଟି କୋଟି ଫ୍ୟାନଙ୍କର ମନକୁ ଜିଣିଛନ୍ତି ।

ସୁନ୍ଦରୀ କ୍ରିକେଟ ଖେଳାଳୀଙ୍କ ମଧ୍ୟରୁ ପ୍ରଥମ ତାଲିକାରେ ଅଛନ୍ତି । ଅଷ୍ଟ୍ରେଲିଆର ଅଲ୍ ରାଉଣ୍ଡର ଏଲିସ ବେରି । ଏଲିସ ହେଉଛନ୍ତି ଜଣେ ମହାନ ଅଷ୍ଟ୍ରେଲିଆର ଲେଡି କ୍ରିକେଟ ପ୍ଲେୟାର । ସେ ନିଜର ଖେଳ ସହିତ ନିଜର ଗରଜିଅସ ଚେହେରା ପାଇଁ ସୁନ୍ଦରୀ ଲେଡି ପ୍ଲେୟାର ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି । ସେ ନିଜର ସୁନ୍ଦର ଚେହେରା ଓ ଦମଦାର ଖେଳ ପାଇଁ ଅନେକ ଥର ଚର୍ଚାର ପରସର ଭୁକ୍ତ ହୋଇଛନ୍ତି ।

ଦିତୀୟରେ ଇଙ୍ଗ୍ଲିଶ ଆଞ୍ଜେଲ ସାରା ଟେଲର । ସେ ମଧ୍ୟ ନିଜର ଖେଳର ଜଲ୍ବା ଓ ନିଜ ଆକର୍ଷଣୀୟ ରୂପ ପାଇଁ ଖେଳ ଜଗତରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଇଂଲଣ୍ଡର ଏହି ମହିଳା ଖେଳାଳୀ ଜଣଙ୍କ ବହୁତ ଭଲ ବ୍ୟାଟ୍ସମ୍ୟାନ ସହିତ କିପିଙ୍ଗ ମଧ୍ୟ କରିଥାନ୍ତି ।

ତୃତୀୟରେ ପାକିସ୍ତାନର ଜଣେ ଲେଡି ଖେଳାଳୀ ସାନା ଅମୀ । ସେ ପାକିସ୍ତାନ ପାଇଁ ଅଧିନାୟକ ପଦବୀରେ ମଧ୍ୟ ରହିଛନ୍ତି । ସେ ତାଙ୍କ ଇଣ୍ଟରନେସନଲ କ୍ଯାରିଆରରେ ୨୪୦୦ ରୁ ଅଧିକ ରନ କରିଥିବା ବେଳେ ୨୩୦ରୁ ଅଧିକ ୱିକେଟ ନେଇଛନ୍ତି । ସେ ନିଜ ଖେଳ ଓ ସୁନ୍ଦର ଚେହେରା ପାଇଁ ଖାଲି ପାକିସ୍ତାନ ନୁହେଁ । ବିଶ୍ଵର କୋଟି କୋଟି ଫ୍ୟାନଙ୍କର ମନ ଜିତିଛନ୍ତି ।

ଚତୁର୍ଥରେ ଇଣ୍ଡିଆନ କ୍ରିକେଟ ଟିମ୍ ର ଜଣେ ଷ୍ଟାର ପ୍ଲେୟାର ହେଉଛନ୍ତି ସ୍ମୃତି ମାନ୍ଦାନା । ସେ ଖେଳ ବେଳେ କ୍ରିକେଟ ପ୍ରେମୀଙ୍କ ମନରେ ଗ୍ରାଉଣ୍ଡରେ ଧମାଲ କରୁଥିବା ସହିତ ନିଜର ଚୁଲବୁଲି ଅନ୍ଦାଜକୁ ବେଶ ପରିଚିତ । ସେ ମଧ୍ୟ କୋଟି କୋଟି ଫ୍ୟାନଙ୍କର ସ୍ଵପ୍ନର ନାୟିକା ହୋଇପାରିଛନ୍ତି । ସେ ଇଣ୍ଡିଆନ ଟିମ୍ ରେ ଖେଳିବା ସହିତ ଅଷ୍ଟ୍ରେଲିଆରେ ମଧ୍ୟ ଖେଳର ଯାଦୁଗରୀ ଦେଖାଇବାରେ ସକ୍ଷମ ହୋଇପାରିଛନ୍ତି ।

ପଞ୍ଚମରେ ଭାରତୀୟ ସୁନ୍ଦରୀ ମହିଳା କ୍ରିକେଟର ହେଉଛନ୍ତି ହାରଲିମ ଦେଓ । ତାଙ୍କର ଦମଦାର ବ୍ୟାଟିଂ ପାଇଁ ଭାରତୀୟ ଦଳ ଅନେକ ଥର ବିଜଯ ଲାଭ କରିପାରିଛି । ସେ କେବଳ ଖେଳ ପାଇଁ ନୁହେଁ ବଂର ରୂପ ପାଇଁ ମଧ୍ୟ ଚର୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ସେ ନିଜର ମନ୍ତ୍ରମୁଗ୍ଧ ଚେହେରା ପାଇଁ ସମସ୍ତଙ୍କର ନଜରରେ ଏକ ସୁନ୍ଦରୀ କ୍ରିକେଟ ଖେଳାଳୀ ହୋଇପାରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *