Vastu Shastra- ଏହି ଗଛ ଯେଉଁଠି ବି ମିଳୁ ନା କାହିଁକି ତୁରନ୍ତ ଘରକୁ ନେଇ ଆସନ୍ତୁ, କିଛି ଦିନ ଭିତରେ ହିଁ ହେଇଯିବେ ମାଲାମାଲ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ସେଥିପାଇଁ ମଣିଷ ରାତି ଦିନ କଷ୍ଟ କରିଥାନ୍ତି । ହେଲେ ସେମାନଙ୍କୁ ସଫଳତା ହାସଲ ହୋଇ ନଥାଏ । ବନ୍ଧୁଗଣ ଆମ ହିନ୍ଦୁଶାସ୍ତ୍ର ଅନୁସାରେ ଏପରି କିଛି ଗଛ ରହିଛି ଯାହା ବ୍ୟକ୍ତି ଓ ଘର ପାଇଁ ବହୁତ ଶୁଭ ହୋଇଥାଏ ।

ଏହି ଗଛ ଘରେ ରହିଲେ ଘର ମଧ୍ୟରେ ସବୁବେଳେ ସକାରାତ୍ମକ ଶକ୍ତିର ପ୍ରଭାବ ହୋଇଥାଏ ଓ ଆପଣଙ୍କୁ କେବେହେଲେ କୌଣସି ଜିନିଷର ଅଭାବ ହୋଇନଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଗଛ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ପବିତ୍ର ଗଛ ଗୁଡିକ ବିଷୟରେ ।

କଦଳୀ ଗଛ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି କଦଳୀ ଗଛ । ଆପଣ ମାନେ ନିଜ ଘରେ କଦଳୀ ଗଛକୁ ନିଶ୍ଚୟ ରଖନ୍ତୁ । କଦଳୀ ଗଛ ମା ଲକ୍ଷ୍ମୀ ଓ ଭଗବାନଙ୍କର ବହୁତ ପ୍ରିୟ ଗଛ ହୋଇଥାଏ । ଯଦି ଆପଣଙ୍କ ଘରେ ଏହି ଗଛ ରହିବ ତା ହେଲେ ଆପଣଙ୍କ ଜୀବନରେ କୌଣସି ସମସ୍ଯା ହେବ ନାହିଁ । ତେଣୁ ବନ୍ଧୁଗଣ ଆପଣ ନିଜ ଘରେ କଦଳୀ ଗଛ ରଖି ତାହାର ପୂଜା ନିଶ୍ଚୟ କରନ୍ତୁ । କଦଳୀ ଗଛକୁ ସର୍ବଦା ତୁଳସୀ ଗଛ ସାଇଡରେ ରଖନ୍ତୁ । ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ହୋଇଥାଏ ।

ତୁଳସୀ ଗଛ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ତୁଳସୀ ଗଛ । ବନ୍ଧୁଗଣ ହିନ୍ଦୁଶାସ୍ତ୍ରରେ ତୁଳସୀ ଗଛକୁ ବହୁତ ପବିତ୍ର ମାନା ଯାଇଥାଏ ଓ ସବୁଘରେ ତୁଳସୀ ଗଛ ରହିବା ନିହାତି ଆବଶ୍ୟକ ଅଟେ । ବନ୍ଧୁଗଣ ତୁଳସୀ ଗଛ ଏକ ଔଷଧୀୟ ଗଛ ମଧ୍ୟ ଅଟେ, ଏହାକୁ ଆୟୁର୍ବେଦରେ ମଧ୍ୟ ବହୁତ ବ୍ୟବହାର କରାଯାଇଥାଏ । ଆପଣ ଏହି ଗଛକୁ ନିଜ ଘରେ ନିଶ୍ଚୟ ଲଗାନ୍ତୁ । ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ କୌଣସି ସମସ୍ଯା ରହିଛି ତେବେ ଏହି ଗଛର ଶୁଭ ପ୍ରଭାବ ହେତୁ ଆପଣଙ୍କ ସମସ୍ତ ସମସ୍ଯା ନିଶ୍ଚୟ ଦୁର ହୋଇଯିବ ।

ମନି ପ୍ଳାଣ୍ଟ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ମନି ପ୍ଳାଣ୍ଟ । ଆପଣ ମାନେ ନିଶ୍ଚୟ ଏହି ଗଛ ବିଷୟରେ ଶୁଣିଥିବେ । ବନ୍ଧୁଗଣ ଯଦି ଆପଣଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଅଛି ବା ଆପଣଙ୍କ ପାଖରେ ଧନର ଅଭାବ ଅଛି ତା ହେଲେ ଆପଣ ନିଶ୍ଚୟ ନିଜ ଘରର ଝରକା ପାଖରେ ମନି ପ୍ଳାଣ୍ଟ ଲଗାଇ ଦିଅନ୍ତୁ । ବନ୍ଧୁଗଣ ଏହି ଗଛଟି ଘର ପାଇଁ ବହୁତ ଶୁଭ ହୋଇଥାଏ । ଏହା ଆପଣଙ୍କ ଆର୍ଥିକ ସମସ୍ଯାକୁ ବହୁତ ଶୀଘ୍ର ଦୁର କରିଦେବ ଓ ଆପଣ ନିଜ ଜୀବନରେ ପ୍ରଚୁର ମାତ୍ରାରେ ଧନଲାଭ କରିବେ ।


ବାଉଁଶ ଗଛ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ବାଉଁଶ ଗଛ । ବନ୍ଧୁଗଣ ଆପଣ ନିଜ ଘର ଅଗଣାରେ ଏହି ବାଉଁଶ ଗଛକୁ ନିଶ୍ଚୟ ଲଗାନ୍ତୁ, ଏହା ମଣିଷକୁ ବହୁତ ଶୀଘ୍ର ଧନୀ ବନେଇ ଥାଏ । ବନ୍ଧୁଗଣ ଏହି ଗଛ ଆପଣ ମାନଙ୍କୁ ମାର୍କେଟରୁ ବହୁତ ସହଜରେ ମିଳିଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *