ଦୁନିଆର ସବୁ ସ୍ତ୍ରୀ ନିଜ ସ୍ବାମୀଙ୍କ ଠାରୁ ଏହି 5 ଟି କଥା ସବୁବେଳେ ଲୁଚାଇ ଥାଆନ୍ତି- Chanakya Niti

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ ସେ ତାଙ୍କ ନୀତିରେ ଏପରି କିଛି ଭଲ କଥା କହିଛନ୍ତି ଯାହା ମଣିଷ ଜୀବନ ପାଇଁ ବହୁ ଉପଯୋଗୀ ଅଟେ । ବନ୍ଧୁଗଣ ମହିଳା ମାନଙ୍କ ଉପରେ କିଛି ଗୁରୁତ୍ଵପୂର୍ଣ୍ଣ କଥା ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ଲେଖିଛନ୍ତି । ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ପାଇଁ ବିବାହ ଏକ ଗୁରୁତ୍ଵ ପୂର୍ଣ୍ଣ ନିର୍ଣ୍ଣୟ ଅଟେ । କାରଣ ବିବାହ ପରେ ଉଭୟ ସ୍ଵାମୀ ସ୍ତ୍ରୀ ଆଜୀବନ ଏକା ସହ ରହିଥାନ୍ତି ।

ସମସ୍ତ ଦୁଃଖ କଷ୍ଟରେ ଏହି ଦୁଇଜଣ ପରସ୍ପର ସହ ରହିଥାନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଯେ, ମହିଳା ମାନଙ୍କୁ ସ୍ଵୟଂ ଦେବତା ମାନେ ବୁଝିପାରିଲେ ନାହିଁ ତା ହେଲେ ମଣିଷ କଣ ବୁଝିବ । ବନ୍ଧୁଗଣ ମହିଳା ମାନଙ୍କ ମନରେ କଣ ଥାଏ ତାହା ବିଷୟରେ ଜାଣିବା ବହୁତ କଷ୍ଟକର ।

ଆମ ହିନ୍ଦୁଧର୍ମରେ ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି । କାରଣ ଯଦି ଏକ ମହିଳା ଚାହିଁବ ତା ହେଲେ ସେ ଘରକୁ ସ୍ଵର୍ଗ କିମ୍ବା ନର୍କରେ ବଦଳାଇ ପାରିବ । ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ମହିଳା ମାନେ ନିଜ ସ୍ଵାମୀ ମାନଙ୍କୁ ଆଜୀବନ ୪ଟି କଥା ଲୁଚାଇ ଥାନ୍ତି । କାରଣ ମହିଳା ମାନଙ୍କୁ ଲାଗିଥାଏ ଯଦି ଏହି ସମସ୍ତ କଥା ବିଷୟରେ ତାଙ୍କ ସ୍ଵାମୀ ଜାଣିବେ ତା ହେଲେ ସେମାନଙ୍କ ମଧ୍ୟରେ କଳହ ଲାଗିପାରେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମହିଳା ମାନେ ଲୁଚାଉ ଥିବା ସେହି ୪ଟି କଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ବିବାହ ପୂର୍ବରୁ ସ୍ତ୍ରୀ ଜୀବନରେ କୌଣସି ନା କୌଣସି ପୁରୁଷ ନିଶ୍ଚୟ ଆସିଥାଏ । ତେଣୁ ସମସ୍ତ ମହିଳାଙ୍କର ଏହା କର୍ତ୍ତବ୍ୟ ଅଟେ ଯେ ସେ ନିଜ ପ୍ରେମୀ ସହ ଯେପରି ଶାରୀରିକ ସମ୍ବନ୍ଧ ରଖିବେ ନାହିଁ । ବିବାହ ପରେ ମହିଳା ନିଜ ସ୍ଵାମୀଙ୍କୁ ନିଜ ପ୍ରେମ ବିଷୟରେ କହିନଥାନ୍ତି । କାରଣ ଏହା ବିଷୟରେ କହିବା ଦ୍ଵାରା ମହିଳାର ସମ୍ମାନ କମିବା ସହ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥାଏ ।

୨. ବିବାହ ପରେ କିଛି କଥା ପାଇଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିପାରେ । ସେହି ସମୟରେ ମହିଳା ମାନେ ନିଜ ମନର କଥାକୁ ଲୁଚାଇ ରଖିଥାନ୍ତି ଯେମିତି ସେମାନଙ୍କ ସମ୍ପର୍କ ମଝବୁତ ରହିବ । ହେଲେ ସମସ୍ତ ସ୍ଵାମୀ ମାନଙ୍କୁ ତାଙ୍କ ସ୍ତ୍ରୀ ମାନଙ୍କ ମନର କଥାକୁ ଅବଶ୍ୟ ବୁଝିବା ଦରକାର । ଏହା କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ମଝବୁତ ହୋଇଥାଏ ।

୩. କେତେକ ମହିଳା ନିଜ ଶରୀରରେ ଥିବା ରୋଗ ବିଷୟରେ ନିଜ ସ୍ଵାମୀଙ୍କୁ ଲୁଚାଇ ଥାନ୍ତି । କାରଣ ମହିଳା ମାନେ ଚାହିଁ ନଥାନ୍ତି ଏହି କଥା ଜାଣିବା ପରେ ତାଙ୍କ ସ୍ଵାମୀ ଚିନ୍ତାଗ୍ରସ୍ତ ରହିବେ । ହେଲେ ସ୍ଵାମୀଙ୍କୁ ଏହା ବିଷୟରେ ଜାଣିବା ନିହାତି ଆବଶ୍ୟକ ଓ ମହିଳାଙ୍କ ପୀଡାକୁ ଦୂର କରିବା ମଧ୍ୟ ନିହାତି ଆବଶ୍ୟକ ଅଟେ ।

୪. ସାଧାରଣତଃ ମହିଳା ମାନେ ନିଜ ସ୍ଵାମୀ ମାନଙ୍କ ଠାରୁ ଟଙ୍କା ଲୁଚାଇ ରଖିଥାନ୍ତି କାରଣ ସେମାନେ ନିଜ ଘର ପାଇଁ ଆବଶ୍ୟକ ହେଉଥିବା ଜିନିଷ କିଣିପାରିବେ । ହେଲେ ଏହା ବିଷୟରେ ସେମାନେ ନିଜ ସ୍ଵାମୀଙ୍କୁ କହିନଥାନ୍ତି । ତେଣୁ ସମସ୍ତ ସ୍ଵାମୀ ନିଜ ସ୍ତ୍ରୀଙ୍କୁ କିଛି ନା କିଛି ଟଙ୍କା ଘର ଖର୍ଚ ପାଇଁ ଦେବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *