ଦୁନିଆର ସବୁଠୁ ଶକ୍ତିଶାଳୀ 5 ଦେଶ, ଯାହାଙ୍କୁ କେହି ବି ହରେଇ ପାରନ୍ତି ନାହିଁ ? ଦେଖନ୍ତୁ କିଏ ଅଟେ ନମ୍ବର 1 ?

ବନ୍ଧୁଗଣ ଏହି ଦୁନିଆରେ ଅନେକ ଦେଶ ଅଛି ଓ ପ୍ରତ୍ୟକ ଦେଶ ପାଖରେ ନିଜ ନିଜର ସୈନ୍ୟ ଅଛନ୍ତି । ଯେଉଁ ଦେଶ ପାଖରେ ଯେତେ ଶକ୍ତିଶାଳୀ ସୈନ୍ୟ ଥିବ ସେହି ଦେଶ ଗୁଡିକ ସେତିକି ଶକ୍ତିଶାଳୀ ରହିବେ । ବନ୍ଧୁଗଣ ଦୁନିଆରେ ଅନେକ ଦୁର୍ବଳ ଦେଶ ଅଛନ୍ତି ହେଲେ କିଛି ଦେଶ ଏମିତି ବି ଅଛି ଯେଉଁ ଦେଶ ଗୁଡିକ ଉପରେ ଆକ୍ରମଣ କରିବା ପାଇଁ କେହି ଭାବିବି ପାରିବେ ନାହିଁ ।

ଏହି ଦେଶ ଗୁଡିକ ବହୁତ ଶକ୍ତିଶାଳୀ ଅଟନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଦେଶ ଗୁଡିକ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଦେଶ ଗୁଡିକ ବିଷୟରେ ।

ଇସ୍ରାଇଲ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଇସ୍ରାଇଲ । ଇସ୍ରାଇଲ ହେଉଛି ଏକ ଛୋଟ ଆରବ ଦେଶ ଓ ଇସ୍ରାଇଲକୁ କେହି ବି ନିଜ କବଜାରେ ନେଇ ପରି ନାହାନ୍ତି । ଇସ୍ରାଇଲରେ ୧ ଲକ୍ଷ ୧୭ ହଜାର ସୈନିକ ଅଛନ୍ତି । ହେଲେ ଇସ୍ରାଇଲର ସମସ୍ତ ମହିଳାଙ୍କୁ ୨ ବର୍ଷ ଓ ସମସ୍ତ ପୁରୁଷଙ୍କୁ ତିନି ବର୍ଷ ସେନାରେ ରହି ଟ୍ରେନିଙ୍ଗ ନେବାକୁ ପଡିଥାଏ ଯାହାଫଳରେ ବିପଦ ସମୟରେ ଇସ୍ରାଇଲର ସମସ୍ତ ଜନସାଧାରଣ ଯୁଦ୍ଧ ଲଢିପାରିବେ ।

ଋଷିଆ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ଋଷିଆ । ଦୁନିଆର ଅନେକ ଶକ୍ତିଶାଳୀ ରାଜା ଓ ହିଟଲର ଋଷିଆ ଉପରେ ଆକ୍ରମଣ କରିଥିଲେ ହେଲେ ସେମାନେ କେବେବି ଋଷିଆ ଉପରେ କବଜା କରିପାରି ନଥିଲେ । କାରଣ ଋଷିଆ ହେଉଛି ଦୁନିଆର ସବୁଠାରୁ ବଡ ଦେଶ । ଏହା ସହିତ ଋଷିଆ ପାଖରେ ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ଅଛି । ସେଥିପାଇଁ ଋଷିଆ ଉପରେ ଆକ୍ରମଣ କରିବାକୁ ଅନ୍ୟ ଦେଶ ଭୟ କରନ୍ତି ।

ଚୀନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ଚୀନ । ଚୀନ ହେଉଛି ଦୁନିଆର ସବୁଠାରୁ ଅଧିକ ଜନସଂଖ୍ୟା ପୂର୍ଣ୍ଣ ଦେଶ । ଏହି ଦେଶର ସୈନିକ ସଂଖ୍ୟା ବହୁତ ଅଧିକ ଓ ଡ଼ିଫେନ୍ସ ସିଷ୍ଟମ ବହୁତ ଆଡଭାନ୍ସ ଅଛି ତେଣୁ ଏହି ଦେଶକୁ କୌଣସି ଦେଶ ଆକ୍ରମଣ କରିବା ମୁର୍ଖାମି ଅଟେ । ଚୀନ ପାଖରେ ୨୧ ଲକ୍ଷ ସୈନିକ, ୩ ଲକ୍ଷ ଟ୍ୟାଙ୍କ ଓ ଅନେକ ଯୁଦ୍ଧ ବିମାନ ଅଛି ।

ଭାରତ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି ଆମ ଦେଶ ଭାରତ । ଭାରତ ସେନାକୁ ଦେଖିବାକୁ ଗଲେ କୌଣସି ଦେଶରୁ ଭାରତ ପଛରେ ନାହିଁ । ଭାରତ ଉପରେ କବଜା କରିବା କୌଣସି ଦେଶ ପାଇଁ ଅସମ୍ଭବ ଅଟେ । ଆମ ପାଖରେ ୩୦ ଲକ୍ଷରୁ ଅଧିକ ସୈନିକ, ୨ ହଜାରରୁ ଅଧିକ ଯୁଦ୍ଧ ବିମାନ, ୪ ହଜାରରୁ ଅଧିକ ଟ୍ୟାଙ୍କ ଓ ଅନେକ ପରମାଣୁ ବୋମା ଅଛି । ତେଣୁ ବନ୍ଧୁଗଣ ଭାରତ ଉପରେ କେହି ଆକ୍ରମଣ କରି ବିଜୟ କରିପାରିବେ ନାହିଁ ।

ଆମେରିକା- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛି ଆମେରିକା । ବର୍ତ୍ତମାନ ସମୟରେ ସବୁ ମାମଲାରେ ଆମେରିକା ଆଗରେ ଅଛି ଏଣିକି ସେନା ହେଉଛି ବା ଟେକ୍ନୋଲୋଜି । ଆମେରିକା ପାଖରେ ୨୧ ଲକ୍ଷ ସୈନିକ, ୧୩ ହଜାର ଫାଇଟର ପ୍ଳେନ, ୬ ହଜାର ଟ୍ୟାଙ୍କ ଓ ଅନେକ ନ୍ୟୁକ୍ଲିୟର ବୋମା ଅଛି । ବନ୍ଧୁଗଣ ଆମେରିକା ମଧ୍ୟ ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଦେଶ ଅଟେ ।

Leave a Reply

Your email address will not be published. Required fields are marked *