ଦୁନିଆର 5 ଟି ସବୁଠୁ ଖତରନାକ ଚାକିରୀ, ଯାହା ପାଇଁ ବାଜି ଲାଗିଥାଏ ଜୀବନ, 3 ନମ୍ବର କାମ ଅଟେ ସବୁଠୁ ଅଧିକ ଭୟଙ୍କର !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ନିଜ କର୍ମ କଠିନ ଲାଗିଥାଏ । କର୍ମ ହିଁ ସମସ୍ତଙ୍କ ପାଇଁ ପ୍ରଥମ ରେ ରହିଥାଏ । କିନ୍ତୁ କିଛି ଚାକିରୀ ଏଭଳି ମଧ୍ୟ ରହିଛି ଯାହା ସହଜ ହୋଇ ନଥାଏ ଏବଂ ଏହି କାମ କୁ କରିବା ନିମନ୍ତେ ସାହସ ଥିବା ଆବଶ୍ୟକ । କାରଣ ଏହା ଜୀବନ ପ୍ରତି କ୍ଷତିକାରକ ମଧ୍ୟ ଅଟେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୫ଟି ଚାକିରୀ ସମ୍ବନ୍ଧରେ କହିବୁ ଯାହା ବହୁତ କଠିନକର ହୋଇଥାଏ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ରେ ରହିଛି କ୍ରାଇଷ୍ଟ ରିଡିମର୍ ଷ୍ଟାଚୁ । ରିଓ ଡି ଜାନେରିଓ ରେ ୨୩୨୦ ଉଚ୍ଚତା ବିଶିଷ୍ଟ ଯୀଶୁଖ୍ରୀଷ୍ଟଙ୍କ ଏହି ଷ୍ଟାଚୁ ୨୦୦୭ ରେ ବିଜୁଳି ମାର୍ଗ ର ଶିକାର ହୋଇଥିଲା । ବିଜୁଳି ଦ୍ୱାରା ଏହି ଷ୍ଟାଚୁ ର ବହୁତ କ୍ଷତି ହୋଇଥିଲା । ଏହାର ମରାମତି ନିମନ୍ତେ କର୍ମଚାରୀ ମାନେ ଏତେ ମାତ୍ରାର ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ଉପରେ ଚଢ଼ି ନିଜ ଜୀବନ କୁ ବାଜି ଲଗାଇ ଏହାର ମରାମତି କରିଥିଲେ । ପଇସା କମାଇବାର ଏହି କାମ ଅତ୍ୟନ୍ତ କଠିନକର ହୋଇଥାଏ ।

୨. ଦ୍ୱିତୀୟ ରେ ରହିଛି ଲ୍ୟାଣ୍ଡ ମାଇନ ରିମୁଭର । ବାରୁଦ ସୁଡ଼ଙ୍ଗ ର ସନ୍ଧାନ କରୁଥିବା କର୍ମୀ ଙ୍କ କାମ ଅତ୍ୟନ୍ତ ଖତରନାକ ହୋଇଥାଏ । ଏମାନଙ୍କ କାମ ସବୁଠାରୁ ଅଧିକ କଠିନ ହୋଇଥାଏ । ଅନେକ ଲୋକ ଏହି କାର୍ଯ୍ୟ ରେ ନିଜର ପ୍ରାଣ ହରାଇଛନ୍ତି ।


୩. ତୃତୀୟ ରେ ରହିଛି ଇଲେକ୍ଟ୍ରନିକ ପାୱାର ଲାଇନ ଇଷ୍ଟଲର୍ । ଏହି କାମ ରେ ଜୀବନ ଯିବା ସାଧାରଣ କଥା ଅଟେ । ଉଚ୍ଚତା ସ୍ଥାନରେ ବିଜୁଳି ପହଞ୍ଚାଇବା ଏବଂ ଖରାପ ପାଗ ରେ ବିଜୁଳି ତାର କୁ ସଜାଡ଼ିବା କାମ ତାର ସହିତ ଖେଳିବା ସହିତ ସମାନ ଅଟେ । ଏମାନେ ୨୦୦୦ ଫିଟ ଉଚ୍ଚତା ରେ ଚଢ଼ି ଖୁଣ୍ଟି ରେ ବଲ୍ବ ଲଗାଇ ଥାଆନ୍ତି । ଏହି ପରିସ୍ଥିତି ରେ ମୃତ୍ୟୁ ର ସମ୍ଭାବନା ଅଧିକ ରହିଥାଏ ।

୪. ଚତୁର୍ଥ ରେ ରହିଛି ସଫେଇ କର୍ମଚାରୀ । ସଫା କରିବା କାର୍ଯ୍ୟ କେତେ ଯେ କଠିନ ହୋଇଥାଏ ତାହା କେବଳ ସେହି କାମ କୁ କରୁଥିବା ବ୍ୟକ୍ତି କୁ ହିଁ ଜଣା । ବେଳେବେଳେ ସଫା କାମ କରୁଥିବା ମଜଦୁର ମାନଙ୍କ ପ୍ରାଣ କୁ ବାଜି ଲଗାଇ କାମ କରିବାକୁ ପଡିଥାଏ । ଏହି କାମ କୁ ଲୋକମାନେ ଯେତେ ସହଜ ଓ ଘୃଣ୍ୟ ଭାବନ୍ତି ବାସ୍ତବରେ ଏହା ଅତ୍ୟନ୍ତ କଠିନକର ଅଟେ ।


୫. ପଞ୍ଚମ ରେ ରହିଛି ଷ୍ଟଣ୍ଟ ମ୍ୟାନ । ଏହି ଇଣ୍ଡଷ୍ଟ୍ରୀ ରେ ହଜାର ହଜାର ଷ୍ଟଣ୍ଟ ମ୍ୟାନ ନିଜର ପ୍ରାଣ ହରାଇ ସାରିଛନ୍ତି । କିନ୍ତୁ ଏମାନଙ୍କୁ କେବେ ଗୁରୁତ୍ୱ ଦିଆଯାଇ ନଥାଏ । ଯେବେ କୌଣସି ଆକ୍ସନ ହିରୋ ର ଫିଲ୍ମ ହିଟ୍ ହୁଏ ତେବେ ଷ୍ଟଣ୍ଟ ମ୍ୟାନ ର ଗୁରୁତ୍ୱ ଅଧିକ ରହିଥାଏ । ଏମାନଙ୍କ ପାଇଁ ହିଁ ଆକ୍ସନ ଫିଲ୍ମ ସଫଳ ହୋଇଥାଏ । କାରଣ ଏମାନେ ନିଜ ଜୀବନ କୁ ବାଜି ଲଗାଇ ଷ୍ଟଣ୍ଟ କରିଥାନ୍ତି । ତେବେ ଆପଣ ମାନଙ୍କୁ ଏହା ମଧ୍ୟରୁ କେଉଁ କାମ ଅଧିକ କଠିନକର ଲାଗୁଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *