ଏମାନେ ହେଲେ ଦୁନିଆର ସବୁଠୁ ଦୁର୍ଲଭ 10 ଟି ଧଳା ପଶୁ, Video ନ ଦେଖିଲେ ଆପଣ ବି ବିଶ୍ଵାସ କରି ପାରିବେନି

ନମସ୍କାର ବନ୍ଧୁଗଣ ତେବେ ପ୍ରାୟତଃ ଲୋକ ମାନଂକୁ ଧଳା ରଙ୍ଗ ବହୁତ ପସନ୍ଦ ଆସିଥାଏ । ଧଳା ଫୁଲ, ଧଳା ପୋଷାକ, ଧଳା ପକ୍ଷୀ ଇତ୍ୟାଦି ଇତ୍ୟାଦି । ତେବେ ଆଜି ଆମେ ଆପଣଙ୍କ ସହିତ ଏଭଳି ୧୦ ଟି ଦୁର୍ଲଭ ଧଳା ରଙ୍ଗର ପ୍ରାଣୀ ମାନଙ୍କ ସହ ଦେଖା କରେଇବୁ ଯାହା ଦେଖିବା ପରେ ଆପଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସେହି ପ୍ରାଣୀ ମାନଙ୍କ ବିଷୟ ରେ ।

୧- ପ୍ରଥମରେ ହେଉଛି ଧଳା କାଉ । ତେବେ ଶୁଣିବା କୁ ଖୁବ ଅଜୀବ ଲାଗୁଥିବ । କାରଣ ଆପଣ ନା କେବେ ଏହା ବିଷୟରେ ଶୁଣିଥିବେ ନା ଦେଖିଥିବେ । ତେବେ କିନ୍ତୁ ଧଳା ରଙ୍ଗର କାଉ ଅଛନ୍ତି ସେମାନେ ଦେଖିବାକୁ ସାଧାରଣ କାଉ ଭଳି କିନ୍ତୁ ଫରକ କେବଳ ରଂଗ ର । ତେବେ ଆପଣ ଏହି କାଉ କୁ ଦିଲ୍ଲୀ ଏବଂ କର୍ଣ୍ଣାଟକ ରେ ମଧ୍ୟ ଦେଖି ପାରିବେ ।

୨- ଦ୍ଵିତୀୟ ରେ ହେଉଛି ଧଳା ରଙ୍ଗ ର କୁମ୍ଭୀର । ତେବେ ସାଧାରଣତଃ କୁମ୍ଭୀର କଲା କିମ୍ବା ବାଦାମୀ ରଙ୍ଗର ଥାଆନ୍ତି କିନ୍ତୁ ଏହା ସହ କିଛି କୁମ୍ଭୀର ଧଳା ରଙ୍ଗର ମଧ୍ୟ ଥାଆନ୍ତି । ତେବେ ସେମାନଙ୍କ ଆଖି ମଧ୍ୟ ହାଲକା ଗୋଲାପୀ ଥାଏ ତେବେ ସେମାନଙ୍କ ଚର୍ମ ବହୁତ ଦୁର୍ବଳ ଥାଏ ତେଣୁ ସେମାନଙ୍କ ର ଖାସ ଯତ୍ନ ମଧ୍ୟ ନିଆଯାଏ ।

୩- ତୃତୀୟ ରେ ହେଉଛନ୍ତି ଧଳା ହାତୀ । ତେବେ ହାତୀ ସାଧାରଣତଃ ପାଉଁଶିଆ ରଙ୍ଗ ର ଥାନ୍ତି କିନ୍ତୁ ଏହା ସହ ଧଳା ରଙ୍ଗ ର ହାତୀ ମଧ୍ୟ ଦେଖିବାକୁ ମିଳେ ତେବେ ଲୋକମାନେ ଏହି ହାତୀ କୁ ଶୁଭ ବୋଲି ମଧ୍ୟ ଭାବନ୍ତି କାରଣ ଧଳା ହାତୀ ହେଉଛି ଇନ୍ଦ୍ର ଦେବତାଙ୍କ ବାହାନ ଯାହାର ନାମ ଐରାଵତ ।

୬- ଷଷ୍ଠ ରେ ହେଉଛନ୍ତି ଧଳା ୱେଲ । ତେବେ ଏମାନେ ଆଣ୍ଟ୍ରାଟିକ୍ ସମୁଦ୍ର ରେ ଦେଖିବାକୁ ମିଳନ୍ତି ଏମାନେ ଦେଖିବାକୁ ଖୁବ ସୁନ୍ଦର ଥାଆନ୍ତି ଏବଂ ଏମାନେ ସମସ୍ତ ଙ୍କ ସହ ମିଶି ମଧ୍ୟ ଯାଆନ୍ତି ।

୭- ସପ୍ତମ ରେ ହେଉଛି ଧଳା ସିଂହ । ତେବେ ଜଂଗଲ ର ରାଜା ସିଂହ ବିଷୟରେ ତ ଆପଣ ମାନେ ଜାଣିଥିବେ ଦେଖିଥିବେ । ତେବେ କଣ ଧଳା ସିଂହ ବିଷୟ ରେ ଜାଣିଛନ୍ତି ତେବେ ସେହି ଧଳା ସିଂହ ପ୍ରାୟତଃ ଜୁ ରେ ଦେଖିବାକୁ ମିଳନ୍ତି । ତେବେ ସେମାନେ ଦେଖିବାକୁ ଖୁବ ଆକର୍ଷଣ ମଧ୍ୟ ଥାଆନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ଧଳା ଏରମୀନ । ତେବେ ଏହି ପଶୁ ସାଧାରଣତଃ ବ୍ରାଉନ ରଙ୍ଗର ଥାଆନ୍ତି କିନ୍ତୁ ଶୀତ ଦିନେ ଏମାନେ ଧଳା ହୋଇ ଯାଆନ୍ତି । ତେବେ ଦେଖିବାକୁ ଏମାନେ ବହୁତ ସୁନ୍ଦର କିନ୍ତୁ ସେତିକି ଖ-ତ-ର-ନା-କ ମଧ୍ୟ ।


୫- ପଞ୍ଚମ ରେ ହେଉଛନ୍ତି ଧଳା ଅସରପା । ତେବେ ଘରେ ଘରେ ଆପଣ ଙ୍କୁ ଅସରପା ଦେଖିବାକୁ ମିଳୁଥିବେ ତେବେ ସେମାନଙ୍କ ରଙ୍ଗ ସାଧାରଣତଃ ବ୍ରାଉନ ହିଁ ଥାଏ କିନ୍ତୁ ଏହା ଛଡା ଧଳା ଅସରପା ମଧ୍ୟ ଥାଆନ୍ତି ତେବେ ଏହା ସେତେବେଳେ ଦେଖାଯାଏ ଯେତେବେଳେ ଅସରପା ର ତ୍ୱଚା ରେ କୌଣସି ଅସୁବିଧା ଆସିଥାଏ କିମ୍ବା ନୂଆ ସ୍କିନ ଆସେ ସେତେବେଳେ ଏହି ଧଳା ଅସରପା ଦେଖା ଯାଆନ୍ତି ।

୮- ଅଷ୍ଟମ ରେ ହେଉଛି ଧଳା ଜିରଫ । ତେବେ ଜିରାଫ ଏକ ଆକର୍ଷକ ଜୀବ ସମସ୍ତେ ତାକୁ ଦେଖିବା ପାଇଁ ଇଚ୍ଛା କରିଥାନ୍ତି ତେବେ ଯଦି ଧଳା ଜିରାଫ କୁ ଦେଖିବାକୁ ମିଳିଲେ ତ ଆହୁରି ଭଲ । ତେବେ ଦୁଃଖ ର ବିଷୟ ଏହା କି ବର୍ତ୍ତମାନ କେବଳ ଗୋଟିଏ ଜିରାଫ ଅଛି ଆଉ ବାକି ଙ୍କୁ ଶି-କା-ରି ମାନେ ମା-ରି ଦେଇଥିଲେ । ତେବେ ବର୍ତ୍ତମାନ ଏହି ଜିରାଫ କୁ ରେଡ଼ ଲିଷ୍ଟ ରେ ମଧ୍ୟ ପକାଯାଇଛି ।

୯- ନବମ ରେ ହେଉଛି ଧଳା ଓରାଙ୍ଗଓଟାଙ୍ଗ । ତେବେ ଏହା ଅନ୍ୟ ଓରାଙ୍ଗଓଟାଙ୍ଗ ଙ୍କ ଠାରୁ ଭିନ୍ନ ତେବେ ଜଂଗଲ ରେ କିଛି ଲୋକ ଏହାର ଖରାପ ଅବସ୍ଥା ଦେଖି ଉଦ୍ଧାର କାରୀ ଙ୍କୁ ଡକେଇ ଥିଲେ ଏବଂ ସେମାନେ ତାର ଦେଖା ଶୁଣା ଏବଂ ସୁସ୍ଥ କରିବା ପରେ ତାକୁ ତା ଘରକୁ ଛାଡି ଦେଇଛନ୍ତି ।

୧୦- ଦଶମ ରେ ହେଉଛି ଧଳା ଗୁଣ୍ଡୁଚି ମୁଷା । ତେବେ ଗୁଣ୍ଡୁଚି ମୁଷା ସେମିତି ରେ ବି ବହୁତ ସୁନ୍ଦର ଏବଂ ଆକର୍ଷକ ତେବେ ଯଦି ଆପଣ ଧଳା ଗୁଣ୍ଡୁଚି ମୁଷା ଦେଖନ୍ତି ତେବେ କଥା ଅଲଗା । ତେବେ କିଛି ଲୋକ ଏହାକୁ ଶୁଭ ବୋଲି ମଧ୍ୟ ଭାବନ୍ତି । ତେବେ ଧଳା ଗୁଣ୍ଡୁଚି ମୂଷା ସଂଖ୍ୟା ରେ ବହୁତ କମ ତେଣୁ ଏମାନେ ଦୁର୍ଲଭ ଜାତିର ପ୍ରାଣୀ ।

Leave a Reply

Your email address will not be published. Required fields are marked *