‘ହର ହର ଶମ୍ଭୁ’ ଗୀତରେ ଦୁଲୁକିଲା ସମ୍ବଲପୁରୀ ଦିନ୍ ଷ୍ଟେଜ, ଦେଖନ୍ତୁ ଲୋକପ୍ରିୟ ସିଙ୍ଗର Abhilipsa ଙ୍କ Special Performance

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି । ଏହି ସମୟରେ ମହାଦେବଙ୍କ ବନ୍ଦନା ଟି ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ସେହି ଗୀତଟି ହେଉଛି ହର ହର ଶମ୍ଭୁ ଶିଵମହାଦେବ । ତେବେ ଏହି ଗୀତଟି ବର୍ତ୍ତମାନ ସମୟରେ ଅନେକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହି ଗୀତକୁ ବ୍ୟବହାର କରି ଭିଡିଓ ମଧ୍ୟ ବନାଉଛନ୍ତି ଏବଂ ନିଜର ଭକ୍ତିର ସହିତ ତିଆରି କରିଥିବା ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରୁଛନ୍ତି ।

ଏହି ଗୀତ ଟି ର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦର୍ଶକ ମାନେ ଏହି ଗୀତ କୁ ଖୁବ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି ଏବଂ ଏହି ଗୀତ ଲକ୍ଷ ଲକ୍ଷ ଦର୍ଶକ ଙ୍କ ହୃଦୟ ରେ ସ୍ଥାନରେ ସୃଷ୍ଟି କରି ସାରିଛି । ତେବେ ଏହି ଗୀତ ରେ ସୁନ୍ଦର ଭାବରେ କଣ୍ଠଦାନ କରିଛନ୍ତି ଅଭିଲିପ୍ସା ପଣ୍ଡା । ତାଙ୍କର ସୂନ୍ଧୁ କଣ୍ଠ ହିଁ ଏହି ଗୀତ ର ଆକର୍ଷଣ ଅଧିକ ମାତ୍ରାରେ ବଢ଼ାଇ ଦେଇଛି ।

ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ପ୍ରତି ବର୍ଷ ଅଗଷ୍ଟ ମାସ ୧ ତାରିଖରେ ସମ୍ବଲପୁରୀ ଦିବସ ରୂପରେ ପାଳନ କରାଯାଇଥାଏ । ଯେହେତୁ ଅଭିଲିପ୍ସା ହେଉଛନ୍ତି ଓଡ଼ିଶା ମାଟି ର ଝିଅ ତେଣୁ ସେ ଏହି ଦିନ ଟି କୁ ଆହୁରି ଖାସ ବନାଇ ଦେଇଛନ୍ତି । ଏହି ଗୀତ ର ଚାହିଦା ଦର୍ଶକ ଙ୍କ ମନରେ ଅଧିକ ରହିଛି ତେଣୁ ସେ ଉକ୍ତ ଦିନ ରେ ମହାଦେବ ଙ୍କ ସେହି ଗୀତ ଟି କୁ ଗାଇ ସମ୍ପୂର୍ଣ୍ଣ ଷ୍ଟେଜ ରେ ଚହଳ ସୃଷ୍ଟି କରିଛନ୍ତି ।

ତାଙ୍କ ଗୀତ ଶୁଣି ଦର୍ଶକ ଙ୍କ ମନରେ ଉଲ୍ଲାସ ଭରି ଯାଇଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି ଏବଂ ଏହି ଭିଡିଓ ରେ ଅଧିକ ଭିଉଜ୍ ମଧ୍ୟ ଯାଇଛି । ଦର୍ଶକ ମାନେ ନିଜର ଭଲ ପାଇବା କୁ କମେଣ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି ମଧ୍ୟ । ତେବେ ଆପଣ ମାନଙ୍କୁ ଅଭିଲିପ୍ସା ଏବଂ ତାଙ୍କର କଣ୍ଠ ଦାନ ଥିବା ସଙ୍ଗୀତ କିପରି ଲାଗେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *